OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 6th April 2019

Odia Rashiphala

Odia Rashiphala

ସୁଖ-ସମ୍ମାନ ଲାଭ କରିପାରନ୍ତି । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହେବେ । ଉପାର୍ଜନର ପରିମାଣ ବୃଦ୍ଧି ହେବ । ସ୍ବାସ୍ଥ୍ୟ ଅତୁଟ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ ।
 ତ୍ୟାଗପୂତ ଜୀବନ ଯାପନ କରବେ । ନୀତିନିଷ୍ଠ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । ଅତି ସୁଖୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି । ସହିଷ୍ଣୁତା ଗୁଣଯୁକ୍ତ ହେବେ ।
କାର୍ଯ୍ୟର ପରିବର୍ତ୍ତନ ଘଟିବ । ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଭୋଗ ବିଳାସ କରିପାରନ୍ତି । ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରବେ ।
ଉପୁଜି ଥିବା ବିବାଦର ସୁ-ସମାଧାନ ହେବ । ପରିଶ୍ରମର ମୂଲ୍ୟ ମିଳିବ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତି ହେବେ । ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ବହୁବିଧ ଧନ ମିଳିବ । ଗୁଣଯୁକ୍ତ ହେବେ ।
 ଦେବ ଦର୍ଶନ ଲାଭ କରି ଆନନ୍ଦ ଅନୁଭବ କରିପାରନ୍ତି । ଅନୁରୋଧ ରକ୍ଷା କରି କାର୍ଯ୍ୟକୁ ସୁଚାରୁରୂପେ ନିର୍ବାହ କରବେ । ଧନବାନ୍ ହେବେ । ସ୍ତ୍ରୀ ମୋହନକାରୀ ହୋଇପାରନ୍ତି । ଦିନସାରା ଆନନ୍ଦ ଉତ୍ସବ ଲାଗି ରହିବ । ଭାଗ୍ୟବାନ୍ ହେବେ ।
ଧର୍ମ ଭାବନାରୁ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହେବେ । ଅସୁସ୍ଥତା ଅନୁଭବ କରିପାରନ୍ତି । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ଚୌରଭୟ ରହିଛି । ସତର୍କତାର ଦିନଟି ଆଜି ।
ବନ୍ଧୁ ବର୍ଗରେ ମିଳିତ ହୋଇ ବିଶେଷ ଉପକୃତ ହୋଇପାରନ୍ତି । ପ୍ରୀତି ଲାଭ କରବେ । ମନୋରମା କନ୍ୟା ସହ ଅବିବାହିତଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ । ସୁବଣ୍ଣାଦି ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ଲାଭ ହୋଇପାରେ । ରୂପବାନ୍ ଓ ସଖୀ ହୋଇପାରନ୍ତି ।
ବେଳେ ବେଳେ ଅନ୍ୟ ମନସ୍କ ରହିପାରନ୍ତି । ଶତ୍ରୁ ବିନାଶ କରିପାରନ୍ତି । ସୁଖ-ସନ୍ତୋଷ ମିଳିବ । ସୁସ୍ଥ ଓ ନିରାମୟ ରହବେ । ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ପତ୍ନୀଙ୍କର ସ୍ୱାସ୍ଥ୍ୟ ପ୍ରତି ଉଚିତ ଧ୍ୟାନ ଦେବାକୁ ପଡ଼ିବ ।
 ଭୁଲ କାର୍ଯ୍ୟ ପାଇଁ ବିରକ୍ତି ପ୍ରକାଶ କରବେ । ଚଞ୍ଚଳ ପ୍ରକୃତିର ହେବେ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ପତ୍ନୀ ଆସନ୍ନପ୍ରସବା ଥିଲେ କନ୍ୟାରତ୍ନ ଜାତ ହୋଇପାରେ । ଶାସ୍ତ୍ରଜ୍ଞ ଓ ପୁଣ୍ୟ ଦେହୀ ହେବେ । ରାଜବଂଶ ପୂଜିତ ହୋଇପାରନ୍ତି ।
ଦକ୍ଷତା ବୃଦ୍ଧିର ସୂଚନା ମିଳୁଛି । ଅଭିଜ୍ଞତା ଅର୍ଜନ କରିବାକୁ କାର୍ଯ୍ୟରେ ବିନିଯୋଗ କରବେ । ଧର୍ମମତି ହୋଇପାରନ୍ତି । ପ୍ରଭୂତ ଧନର ଅଧିକାରୀ ହୋଇପାରନ୍ତି । ସନ୍‌ମାର୍ଗୀ ହେବେ । ବ୍ରହ୍ମ ପୂଜକ ହେବେ । ପରଧନରେ ଧନୀ ହୋଇପାରନ୍ତି ।
ଅଟକି ଥିବା କାର୍ଯ୍ୟକୁ ଆଗକୁ ବଢ଼ାଇପାରନ୍ତି । ଅଧିକ ଶ୍ରମ ସ୍ୱୀକାର କରିପାରନ୍ତି । ସକଳଗୁଣଯୁ୍କ୍ତ, ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଗୋ-ବ୍ରାହ୍ମଣ ସେବା ପ୍ରତି ମନ ବଳାଇବେ । ପତ୍ନୀ ପ୍ରାଧାନ୍ୟ ବିସ୍ତାର କରବେ । କର୍ମକ୍ଷେତ୍ରରେ ଉତ୍ସାହପ୍ରଦ ହେବ ।
ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ଦେବ ଦର୍ଶନ କରିପାରନ୍ତି । ଯାନ-ବାହନଯକ୍ତୁ ହେବେ । ସୁଖ ମିଳିବ । ନୀତିଯୁକ୍ତ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ରଣାଙ୍ଗନରେ ବୀରତ୍ୱର ପରିଚୟ ଦେବେ । ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments