OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 30th Oct 2021

Odia Rashiphala

Odia Rashiphala

ପ୍ରଭାବଶାଳୀ ହୋଇପାରନ୍ତି । ନୀତିନିଷ୍ଠ ହେବେ । ଜନବଲ୍ଲଭ ହେବେ । ମାନ୍ୟତାପ୍ରାପ୍ତ ହେବେ । ପରାମର୍ଶ ଗ୍ରହଣ କରି କାର୍ଯ୍ୟ କଲେ ସଫଳତା ମିଳିବ । ସବୁ ବାଧା-ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିବେ।
ସଂଗୀତ ପ୍ରିୟ ହେବେ । ପ୍ରଭୂତା ବିସ୍ତାର କରି କାର୍ଯ୍ୟ କରିବେ । ଧର୍ମପ୍ରିୟ ଓ ସୁଶୀଳ ହେବେ । ସାଧଲୋକଙ୍କ ହିତକାରୀ ହୋଇପାରନ୍ତି । ଯେକୌଣସି କାର୍ଯ୍ୟ ହାତକୁନେଇ ତା’ର ପୂର୍ଣ୍ଣାଙ୍ଗ କରିପାରନ୍ତି ।
ପତ୍ନୀଙ୍କ ଉଦ୍ୟମରେ ଧନଲାଭ ହେବ । ସୁସ୍ଥ ଓ ନିରାମୟ ରହିବେ । ମୂଲ୍ୟବାନ୍ ଧାତୁଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ସାଧୁଙ୍କ ଆର୍ଶୀବାଦ ମିଳିବ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଉପକୃତ ହେବେ ।
ମେଧାବୀ ହେବେ । କର୍ମଚଞ୍ଚଳ ରହିବେ । ସୁକର୍ମା ହେବେ । ଗୁପ୍ତଧନ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ଦମନକାରୀ ହେବେ । ଧନବାନ୍ ହେବାର ସୂଚନା ମିଳୁଛି । ଅପାର ଗୁଣର ଅଧିକାରୀ ହୋଇପାରନ୍ତି ।
ସୁଖୀ ହେବେ । ସୌର୍ଯ୍ୟଶାଳୀ ହେବେ । ପ୍ରିୟଭାଷୀ ହେବେ । ଧନଯୁକ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଯାନ-ବାହାନରେ ଅଧିକ ବ୍ୟୟ କରିପାରନ୍ତି । ପିତୃ ଭକ୍ତ ଯୁକ୍ତ ଓ ଭାଗ୍ୟବାନ୍ ହୋଇପାରନ୍ତି ।
ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନ-ବାହନଯୁକ୍ତ ହୋଇପାରନ୍ତି । ଭୋଗ-ବିଳାସ କରିପାରନ୍ତି । ସୁଗୁଣ ସମ୍ପନ୍ନ ହେବେ । ପ୍ରସନ୍ନତା ଲାଭ କରିବେ । ସରକାରୀ ଧନ ମିଳିପାରେ ।
ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରଦୂଷଣମୁକ୍ତ ଘରେ ରହି ଆତ୍ମସନ୍ତୋଷ ଲାଭ କରିବେ । କୀର୍ତ୍ତି; ମର୍ତ୍ତି, ସ୍ୱତ୍ୱ, ସନ୍ତୋଷ ଓ ବହୁବିଧ ଧନ ମିଳିବ । ଉତ୍ତମ ଗୁଣଯୁକ୍ତ ହେବେ ।
କର୍ମଚଞ୍ଚଳ ରହିବେ । ଧନଲାଭକାରୀ ହୋଇପାରନ୍ତି । ବିନୀତ ସ୍ୱଭାବସମ୍ପନ୍ନ ହେବେ । ଗୁଣବାନ୍ ହୋଇପାରନ୍ତି । ବହୁବିଦ୍ୟା ପାରଙ୍ଗମ ହେବେ । ଚିତ୍ତ ପ୍ରସନ୍ନ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସହନଶୀଳ ହେବେ । ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ଅପଗ୍ରହଣ ପର୍ଯ୍ୟନ୍ତ ସତର୍କରେ ରହିବେ ।
ବନ୍ଧୁମିଳନ ଘଟିପାରେ । ବାଣିଜ୍ୟ କାରବାର ସୁରୁଖୁରୁରେ ଚାଲିବ । ମନରେ ସେବାଭାବ ଜାଗ୍ରତ ହେବ । ଧୈର୍ଯ୍ୟଧରି କାର୍ଯ୍ୟ କରିବେ । ପତ୍ନୀଙ୍କ ପରାମର୍ଶରେ ଚଳିବେ । ପାରିବାରିକ ସୁଖ ମିଳିବ ।
ଆମୋଦ-ପ୍ରମୋଦରେ କିଛି ସମୟ ଅତିବାହିତ କରିପାରନ୍ତି । ପ୍ରଭାବଶାଳୀ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ବ୍ରହ୍ମ ଉପାସକ ହେବେ । ପତ୍ନୀଙ୍କ ପ୍ରାଧାନ୍ୟ ଅଧିକତର ହେବ । ପୁତ୍ରମାନେ ପତ୍ନୀପ୍ରିୟ ହେବା ସହିତ ବିଳାସୀ ହେବେ । ସୁଗୁଣସମ୍ପନ୍ନ ହେବେ । ଧନୀ ହୋଇପାରନ୍ତି । ସତ୍ୟବାଦୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments