OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 29th Aug 2020

Odia Rashiphala

Odia Rashiphala

ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ଚଳାଇ ସାଧନାରେ ସିଦ୍ଧିପ୍ରାପ୍ତ ହେବେ । କାର୍ଯ୍ୟର ସଫଳ ରୂପାୟାନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଧନକ୍ଷୟ ହେବାର ସମ୍ଭାବନା ଅଛି । ସ୍ୱାଭିମାନୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପରଧନରେ ଧନୀ ହେବାକୁ ପ୍ରୟାସ ଜାରି ରଖିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ ।
ସୁଖକର ଘଟଣାମାନ ଘଟିବା କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ପ୍ରମାଦହୀନ ଅଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ପତ୍ନୀଙ୍କ ପ୍ରେରଣା ଆପଣଙ୍କୁ ଗତିଶୀଳ କରିବ ।
ବଳବାନ୍ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ଶୁଭ ଖବର ପାଇ ଖୁସି ହେବେ । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଋଣ ପରିଶୋଧ କରି ଅଶ୍ୱସ୍ତ ହେବେ ।
ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଉତ୍‌ଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସରକାରୀ ସମ୍ମାନ ମିଳିବ । ମାନସିକ ଅଶାନ୍ତି ଦୂର ହେବ ।
ଅର୍ଥପ୍ରାପ୍ତି ପାଇଁ କଠିନ ଶ୍ରମ ସ୍ୱୀକାର କରିପାରନ୍ତି । କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣା ଘଟିପାରେ । କର୍ତ୍ତବ୍ୟନିଷ୍ଠ ହେବେ । ମାନସିକ ଅଶାନ୍ତି ଦୂର ହେବ । କନ୍ୟାସନ୍ତାନଙ୍କ ଦ୍ୱାରା ବିଶେଷ ଉପକୃତ ହେବେ ।
ଜିଦ୍‌ଖୋର ମନୋବୃତ୍ତିର ହେବେ । କଳେ, ବଳେ କୌଶଳେ କାର୍ଯ୍ୟ ହାସଲ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦନ କରିପାରନ୍ତି । ଦେବଦର୍ଶନର ସୌଭାଗ୍ୟ ଅଛି । ସରକାରୀ ଲାଭ ମିଳିବ ।
ଗୁରୁକଲ୍ୟାଣ ପାଇଁ କର୍ମକ୍ଷେତ୍ରରେ ଆଗକୁ ବଢ଼ିବେ । କଠିନ ଶ୍ରମର ସମ୍ମୁଖୀନ ହେବେ ଓ ତା’ର ମୂଲ୍ୟ ମିଳିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ନୀତିନିଷ୍ଠ ହେବେ । ପରକୁ ଆପଣାର କରିବେ ।
ନିର୍ଭରଶୀଳ ନହୋଇ ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ କରିବେ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ତୃପ୍ତିକର ଭୋଜନ ମିଳିବ । ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ମହତ ହେବ ।
ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ଧର୍ମକାର୍ଯ୍ୟରେ ଅଧିକ ବ୍ୟୟ ହେଲେ ବି; ଆନନ୍ଦ ଉପଭୋଗ କରିବେ । ମଧୁର ଭାଷା ଓ ବଚନ ମଧୁର କହି ପରକୁ ଆପଣାର କରିବେ । କର୍ମଚଞ୍ଚଳ ହେବେ ।
ସୁସମ୍ୱାଦ ପାଇ ଖୁସି ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । ବିଭାଗୀୟ ଅର୍ଥପ୍ରାପ୍ତ ହେବେ ।
ବାଣିଜ୍ୟ କାରବାର ଭଲରେ ଚାଲିବ । ଶୁଭ ସମୟ ପାଇଁ ଉତ୍‌ଫୁଲ୍ଲିତ ହେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ କରିପାରନ୍ତି । ବିବାଦରେ ବିଜୟୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments