OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 26th June 2021

Odia Rashiphala

Odia Rashiphala

ପରୋପକାରୀ ହୋଇପାରନ୍ତି । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତାପ୍ରାପ୍ତ ହୋଇପାରନ୍ତି ଓ ତା’ର ସଦ୍‌ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ । ବିବାଦରେ ବିଜୟୀ ହେବେ । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ ।
ସୁଖ ମିଳିବା କଷ୍ଟସାଧ୍ୟ ହେବ । ସୁବକ୍ତା ଓ ବିଳାସପ୍ରିୟ ହେବେ । ଗଣିତଜ୍ଞ ହେବେ । ମିତବ୍ୟୟୀ ହୋଇ ପାରନ୍ତି । ଆସ୍ତିକ ହେବେ । ଜିତେନ୍ଦ୍ରୀୟ ହୋଇପାରନ୍ତି । ସରକାରୀ ଅର୍ଥ ପାଇ ଧନଶାଳୀ ହୋଇପାରନ୍ତି । ସତର୍କତାର ସହ ଚଳିବାକୁ ପଡ଼ିବ ।
ସୁଖକର ଘଟଣା ଘଟିବ । ସନ୍ତୁଷ୍ଟି ହେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ମନ ପ୍ରସନ୍ନ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିବେ ।
ମନୋବଳ ଦୃଢ଼ ରହିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସୁସମ୍ୱାଦ ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାରୀ କରିପାରନ୍ତି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ ।
ଅଧ୍ୟୟନରତ ହେବେ । ସଙ୍ଗୀତପ୍ରିୟ ହୋଇପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶ୍ୱସୀ ହେବେ । ସରକାରୀ ଅର୍ଥ ପାଇ ଧନଶାଳୀ ହୋଇପାରନ୍ତି । ସଦାସର୍ବଦା ଆତୁରିତ ହୋଇପାରନ୍ତି । ଚଞ୍ଚଳ ମନା ହୋଇପାରନ୍ତି । କୀର୍ତ୍ତିଶାଳୀ ଓ ଅତିସୁଖୀ ହେବେ ।
ପରିଶ୍ରମର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ବିଜ୍ଞ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ ବ୍ରତଦାନରେ ଦୀକ୍ଷିତ ହୋଇପାରନ୍ତି । କର୍ମକ୍ଷେତ୍ର ଉତ୍ସାହଜନକ ହେବ । କ୍ଷମାସାଗର ହେବେ ।
ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ଅଶାନ୍ତି ଦୂର ହେବ । କର୍ମକ୍ଷେତ୍ରକୁ ଊଜ୍ଜ୍ୱଳମୟ କରିପାରନ୍ତି । ମନ ପ୍ରସନ୍ନ ରହିବ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହେବେ । ଦେବ ଦର୍ଶନ ମିଳିବ ।
ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ହେବେ । ବିବିଧ ଧନଯୁକ୍ତ ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ଚଞ୍ଚଳ ମନା ହୋଇପାରନ୍ତି । କୀର୍ତ୍ତିଶାଳୀ ଓ ଅତିସୁଖୀ ହେବେ । ସହିଷ୍ଣୁ ବ୍ୟକ୍ତିଭାବେ ସାମାଜିକ ଆଦର ପାଇବେ ।
କର୍ମକ୍ଷେତ୍ର ଅଧିକ ଉତ୍ସାହଜନକ ହେବ । ଆୟବୃଦ୍ଧିର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । ବହୁବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ସୁଭାଷୀ ହେବେ । ଦର୍ଶନୀୟ, ଭୋଗୀ ଓ ତେଜୀୟାନ ହୋଇପାରନ୍ତି । କର୍ମ ଚଞ୍ଚଳ ରହିବେ । ଶାସ୍ତ୍ରଜ୍ଞ ଓ ଜ୍ଞାନୀ ହୋଇପାରନ୍ତି ।
ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କୀର୍ତ୍ତିମାନ ଓ ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିବେ ।
ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି । ପ୍ରତିଯୋଗିତାରେ ବିଜୟୀ ହେବେ । ଉତ୍ତମ ଗୁଣଯୁକ୍ତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments