![]() |
ବନ୍ଧୁ ବର୍ଗଙ୍କ ଠାରୁ ସାହାଯ୍ୟ ମିଳିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଧୈର୍ଯ୍ୟ ରଖି ଅପେକ୍ଷା କଲେ ଲାଭବାନ୍ ହେବେ । ପାରିବାରିକ ସୁଖ ମିଳିବ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛି ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । |
ପୈତୃକ ସମ୍ପତ୍ତି ପାଇଁ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି । ଭ୍ରମଣ ଯୋଗ ଅଛି । ପରିଶ୍ରମ ବୃଥା ହୋଇପାରେ । ହଇରାଣ ହୋଇପାରନ୍ତି । ପରୀକ୍ଷାରେ ଉନ୍ନିତ ହେବେ । ଧନବାନ୍ ହେବେ । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ । | |
କାର୍ଯ୍ୟରେ ସଫଳତା ଲାଭ କରିବେ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ବଳବାନ୍ ଶତ୍ରୁ ପ୍ରତି ସତର୍କ ରହିବେ । ମନ ଅସ୍ଥିର ରହିବ । ସତ୍ କର୍ମରେ ନିୟୋଜିତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । | |
ଜୁଲମକାରୀ ପଛ ଘୁଞ୍ଚା ଦେଇ ପାରନ୍ତି । ସୁଖ- ସମ୍ମାନ ଲାଭ କରିବେ । ବନ୍ଧୁ ମିଳନ ଘଟିବ । ଭବିଷ୍ୟତ ପାଇଁ କର୍ମପନ୍ଥା ସ୍ଥିର କରିବେ । ଭ୍ରମଣ ଯୋଗ ଅଛି । ବିଳାସ-ବ୍ୟସନରେ ଦିନ ବିତାଇ ପାରନ୍ତି । ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ । | |
ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଶତ୍ରୁ ସହିତ ମୁହାଁ-ମୁହିଁ ହେବେ । ଲୋକମାନଙ୍କର ପ୍ରିୟଭାଜନ ହୋଇପାରନ୍ତି । ସତ୍ୟରତ ହେବେ । ଖ୍ୟାତନାମା କାର୍ଯ୍ୟ କରି ପ୍ରଶଂସିତ ହେବେ । | |
ଆୟ ବୃଦ୍ଧି କରିବାରେ ସକ୍ଷମ ହୋଇପାରନ୍ତି । ବିଚାର , ବିମର୍ସ କରି କାର୍ଯ୍ୟ କଲେ ସଫଳତା ମିଳିବ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ସନ୍ମାର୍ଗୀ ହେବେ । ଜ୍ଞାନ-ଗରିମା ଯୁକ୍ତ ହେବେ । ବହୁ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । | |
ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ । କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ । ଅନୁଗ୍ରୁହିତ ହୋଇପାରନ୍ତି । ହର୍ଷଯୁକ୍ତ ହେବେ । ବିଶୁଦ୍ଧ ଭାଷୀ ହେବେ । ବହୁଧନର ମାଲିକ ହୋଇପାରନ୍ତି । ମୁକ୍ତା ପ୍ରାପ୍ତ ହେବେ । ସୁଖଭୋଗ କରିବେ । | |
ସ୍ୱକର୍ମ ସୂଚାରୁ ରୂପେ କରିବେ; ମାତ୍ର ଫଳ ପ୍ରାପ୍ତି ବିଳମ୍ବିତ ହୋଇପାରେ । ମନୋବଳ ଦୃଢ଼ ରହିବ । ଆର୍ଥିକ ଲାଭର ସୂଚନା ମିଳୁଛି । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଶାସ୍ତ୍ରପଟୁ ହେବେ । ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି । ପୂଣ୍ୟବାନ୍ ହେବେ । | |
ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ । ପରିଶ୍ରମର ମୂଲ୍ୟାଙ୍କନ ହେବ । ସ୍ୱକର୍ମର ଗତି ମନ୍ଥର ହୋଇପାରେ । ତ୍ୟାଗଶୀଳ ହେବେ । ନୀତିନିଷ୍ଠ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ଚଞ୍ଚଳମନା ହୋଇପାରନ୍ତି । ଅତି ସୁଖୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି । | |
ଆର୍ଥିକ ସ୍ଥିତିର ଢ଼େର ଉନ୍ନତି ଘଟିବ । ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ ସମ୍ପାଦନ କରିବେ । ହର୍ଷ-ଉଲ୍ଲାସରେ ଦିନ ବିତିବ । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ ହେବେ । ସୁସ୍ଥ ରହିବେ । | |
ଆର୍ଥିକ ଅଭିବୃଦ୍ଧି ଘଟିବ । ପ୍ରୀତି ଲାଭ କରିପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ନାନା ସୁନ୍ଦର ବସ୍ତୁ ଲାଭର ସୂଚନା ମିଳୁଛି । ସୁଭାଷୀ ଓ ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ । ତେଜୀୟାନ ହେବେ । ସେବା କାର୍ଯ୍ୟ କରି ଆତ୍ମ ସନ୍ତୋଷ ମିଳିବ । | |
ନୂତନ କାର୍ଯ୍ୟରେ ଆଗ୍ରହୀ ହେବେ । ସ୍ୱକର୍ମରେ ଆତ୍ମ ସନ୍ତୋଷ ମିଳିବ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଭୋଗୀ ହୋଇପାରନ୍ତି । ଅପାର ଗୁଣର ଅଧିକାରୀ ହେବେ । ପ୍ରସନ୍ନତା ଲାଭ କରିବେ । ସୁଖୀ ହେବେ । |
Odia Calendar 2019
Comments
comments