OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 25th Dec 2021

Odia Rashiphala

Odia Rashiphala

ଶୁଭ ଖବରଟିଏ ମିଳିପାରେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ସରକାରୀ ଅର୍ଥ ମିଳିପାରେ । ଶାଶ୍ୱତ ସତ୍ୟର ସନ୍ଧାନ ପାଇବେ ।
ପରିଶ୍ରମର ମୂଲ୍ୟ ମିଳିବ । ଧର୍ମ ରକ୍ଷାକାରୀ ହେବେ । ଅଭିଳାଷ ପୂର୍ଣ୍ଣ ହେବ । ବାସଗୃହର ପରିବେଶ ଉତ୍ତମ ମାନର ହେବ । ଯାନବାହନ ସୁଖ ମିଳିପାରେ । ଯଶ ଲାଭ କରି ସର୍ବତ୍ର ବିଜୟୀ ହେବେ ।
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଦେବଦର୍ଶନରେ ଆତ୍ମତୃପ୍ତି ମିଳିବ । ଅଶାନ୍ତି ଦୂର ହେବ । ସରକାରୀ ଲାଭ ମିଳିବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ତ୍ୟାଗଶୀଳ ହେବେ । ବିବିଧ ଉପାୟରେ ଧନ ଅର୍ଜନ ପରିବେ । କୀର୍ତ୍ତିମାନ୍ ହେବେ । ଚଞ୍ଚଳମନା ହୋଇପାରନ୍ତି । ଅତି ସୁଖୀ ଓ ସହିଷ୍ଣୁ ହେବେ ।
ରୋଜଗାରର ମାତ୍ରା ବୃଦ୍ଧି ପାଇବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ ।
ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ମାଙ୍ଗଳିକ କାର୍ଯ୍ୟରେ ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । କର୍ମଚଞ୍ଚଳ ରହିବେ । ଯୁଦ୍ଧ, ଯାତ୍ରା ଶୁଭପ୍ରଦ ହେବ ।
ସୁସମ୍ୱାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିୟୋଜିତ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବ । ଅସାଧ୍ୟ ସାଧନ କରିବେ ।
ରୋଜଗାର ଆଶାନୁରୂପ ହେବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ବକୟା ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ବିବାଦରେ ବିଜୟୀ ହେବେ ।
ସାଧନାରେ ସିଦ୍ଧି ଲାଭ କରିବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିତର୍କରେ ବିଜୟୀ ହେବେ ।
ଧର୍ମକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିବେ । ଶୁଭକାର୍ଯ୍ୟ ସ୍ଥଗିତ ରଖିବେ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।
ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ । ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହୋଇପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ପ୍ରୀତି ଭୋଜନ ସହ ଆନନ୍ଦ ଉପଭୋଗ କରିବେ ।
ଉପଦ୍ରବ ଚଳାଇ ଆସୁଥିବା ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଋଣ ପରିଶୋଧ କରିପାରନ୍ତି । ସୁଖୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments