OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 24th August 2019

Odia Rashiphala

Odia Rashiphala

ଦ୍ୱିଧାଗ୍ରସ୍ତ ହୋଇପାରନ୍ତି । ଯାତ୍ରା କ୍ଳେଶକର ହୋଇପାରେ; ମାତ୍ର ଧନାଗମ ହେବାର ସୂଚନା ମିଳୁଛି । ତ୍ୟାଗଶୀଳ ହେବେ । ନୀତଜ୍ଞ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ଚଞ୍ଚଳମନା, ଅତସୁଖୀ, କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ ।
ନିଜ ବୁଦ୍ଧି ପ୍ରୟୋଗ କରି ଅଧିକ ରୋଜଗାର କରିପାରନ୍ତି । ବନ୍ଧୁ କିମ୍ୱା ସରକାରୀ ସହାୟତାରୁ ଲାଭବାନ୍ ହେବେ । ତୃପ୍ତିକର ଭୋଜନ ମିଳିବ । ପାରିବାରିକ ସୁଖ ଅବ୍ୟାହତ ରହିବ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟିବେ ।
ବ୍ୟବସାୟ ଲାଭରେ ଚାଲିବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ତଥାପି ମନ ପ୍ରସନ୍ନ ରହିବ । ଭାଗ୍ୟବାନ୍ ହେବେ । ପ୍ରିୟଭାଷୀ ଓ ଧନ, ଯାନବାହନଯୁକ୍ତ ହୋଇପାରନ୍ତି । ସୁପୁଣ୍ୟଶୀଳ ହେବେ । ସରଳ ପ୍ରକୃତିର ହେବେ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ସୁଖ-ସନ୍ତୋଷ ମିଳିବ । ଯଶସ୍ୱୀ ହେବେ । ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି । ଜିତେନ୍ଦ୍ରିୟ, ବିଦ୍ୱାନ୍ ଦୟାଳୁ ସ୍ୱଭାବ ହେବା ଆଶାକରାଯାଏ ।
ଆୟ ବୃଦ୍ଧିର ସୂଚନା ମିଳୁଛି । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଦୀର୍ଘଦିନର ଆଶା ପୂରଣ ହୋଇପାରେ । ବ୍ୟବସାୟ ଲାଭଜନକ ହୋଇପାରେ ।
ପରୋପକାର କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । କେ‌ତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ । ଗୋଷ୍ଠୀ, ନଗର ଓ ଗ୍ରାମର ଅଧିପତି ହେବେ । ମନ୍ତ୍ରଣା ଶକ୍ତିଯୁକ୍ତ ହେବେ ।
ବନ୍ଧୁଙ୍କ ସହିତ ମତାନ୍ତର ଘଟିପାରେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଭାଷାବିତ୍ ହୋଇପାରନ୍ତି । କୃତକର୍ମ ପାଇଁ ରାଜପୂଜିତ ହେବେ । ଗ୍ରାମାଧୀଶ ହୋଇପାରନ୍ତି । ପରାକ୍ରମଶାଳୀ ହେବେ । ବହୁଜନ ପୋଷକ ହେବେ ।
ନୂତନ ଶିକ୍ଷାପ୍ରତି ଆଗ୍ରହ ପ୍ରକାଶ କରିବେ । ଆଲୋଚନା ଓ ବଚାର-ବିମର୍ଶ ପୂର୍ବକ କାର୍ଯ୍ୟ କରି ସଫଳତା ଲାଭ କରିବେ । ନଜ ବୃତ୍ତିର ବିଶାରଦ ହୋଇପାରନ୍ତି । ଶ୍ରେଷ୍ଠତା ବଜାୟ ରଖିବାରେ ସକ୍ଷମ ହେବେ । ବନ୍ଧୁ ସହାୟତା ପାଇ ସୁବର୍ଣ୍ଣାଦିଯୁକ୍ତ ହେବେ ।
ସତ୍‌କର୍ମରେ ପ୍ରଶଂସନୀୟ ହେବେ । ମନରେ ଗର୍ବଭାବ ଉଦ୍ରେକ ହୋଇପାରେ । ଜନସାଧାରଣଙ୍କ ଶ୍ରଦ୍ଧାର ପାତ୍ର ହୋଇପାରନ୍ତି । ସମ୍ମାନିତ ହେବେ । ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିତ ସୂଚନା ମିଳୁଛି । ସୁବନ୍ଧୁ ଯୁକ୍ତ ହେବେ ।
ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । କୌଣସ କାରଣରୁ ଅନୁତପ୍ତ ହୋଇପାରନ୍ତି । ଚେଷ୍ଟାରେ ସଫଳତା ଲାଭ କରିବେ । ମଧ୍ୟମଧରଣର ଶୁଭଫଳ ପ୍ରାପ୍ତ ହେବେ । ସୁଗୁଣ ସମ୍ପନ୍ନ ହୋଇପାରନ୍ତି । ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସତ୍ୟବାଦୀ ହେବେ ।
କର୍ତ୍ତବ୍ୟ ପରାୟଣ ହେବେ । ଭ୍ରମଣ ଯୋଗ ଅଛି । ଗୃହରେ ଶାନ୍ତି ବାତାବରଣ ସୃଷ୍ଟି ହେବ । ସୁନ୍ଦର ବସ୍ତୁ ଲାଭ ହେବ; ଅସାବଧାନତା ହେତୁ ସତର୍କ ନ ରହିଲେ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହୋଇପାରନ୍ତି ।
ବୃଥା ବ୍ୟୟ ଘଟିପାରେ । କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିପାରନ୍ତି । ଧର୍ମ କାର୍ଯ୍ୟରେ ଲିପ୍ତ ହୋଇପାରନ୍ତି । ପ୍ରୀତି ଲାଭର ସୂଚନା ମିଳୁଛି । କର୍ମକ୍ଷେତ୍ରକୁ ଅଧିକ ଉଜ୍ଜ୍ୱଳମୟ କରିବେ । କର୍ମଚଞ୍ଚଳ ରହିବେ । ସୌଭାଗ୍ୟ ବୃଦ୍ଧି ହେବ । ବନ୍ଧୁ, ମଙ୍ଗଳକାମନା କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments