OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 23nd February 2019

Odia Rashiphala

Odia Rashiphala

କର୍ମକ୍ଷେତ୍ରରେ ନୀତିନିଷ୍ଠ ହେଲେ ଇଚ୍ଛା ଅନୁସାରେ ଫଳପ୍ରାପ୍ତି ହେବେ । ଶୁଭ ସମ୍ବାଦ ପାଇ ଖୁସି ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିବେ ।
ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଅଶାନ୍ତି ସୃଷ୍ଟି ହୋଇପାରେ । ଅଧ୍ୟୟନରତ ହେବେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସୁ-ସମ୍ବାଦ ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦିନଟି ମଧ୍ୟମ ଧରଣର ।
ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାବଣା ଘଟିପାରେ । ଅଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ପରିଶ୍ରମର ମୂଲ୍ୟାଙ୍କନ ହେବ ।
ପରକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡ଼ିପାରନ୍ତି । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୁଳ ରହିଛି । ଦେବ ଦର୍ଶନର ସୌଭାଗ୍ୟ ରହିଛି । ସରଆରୀ ସ୍ତରରୁ ଲାଭବାନ୍ ହେବେ ।
ସ୍ଥାନାନ୍ତର ହୋଇପାରନ୍ତି । ପରିଶ୍ରମ ଅତ୍ୟଧିକ ହେବ; ମାତ୍ର ତା’ର ମୂଲ୍ୟ ମିଳିବ । ବିଷାଦିତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । ଭାଗ୍ୟର ପରିବର୍ତ୍ତନ ଘଟିବ । ଯାନବାହନ ସୁଖ ମିଳିବ । ନୀତିଜ୍ଞ ହେବେ ।
ଦକ୍ଷତାର ଉପଯୋଗ କରିବେ । ଚିନ୍ତା ଦୂର ହେବ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ ।
ବନ୍ଧୁତାର ଉପଯୋଗ କରିପାରନ୍ତି । ଆତ୍ମସନ୍ତୋଷ ଲାଭ କରିବେ । ବିବାଦୀୟ ପରିସ୍ଥିତି ଉପୁଜିପାରେ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ସବୁଠାରୁ ଭଲ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଦୁଃଶ୍ଚିନ୍ତା ଦୂର ହେବ ।
କାର୍ଯ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିବେ । କେହି ପ୍ରତାରିତ କରିବାକୁ ଉଦ୍ୟମ ଚଳାଇ ପାରନ୍ତି; ମାତ୍ର ସେଥିପାଇଁ ପ୍ରଭାବିତ ହେବେ ନାହିଁ । ସୁ-ସମ୍ବାଦ ମିଳିବ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥ ମିଳିବ ।
ଶତ୍ରୁ ସହିତ ମିଳାମିଶା ହୋଇପାରେ । ଆୟ ଉତ୍ତମ ଧରଣର ହେବ । ଶୁଭଖବର ମିଳିବ । କର୍ମକ୍ଷେତ୍ରରେ ସଫଲତା ପାଇବେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ ।
ସୁଖ-ସମ୍ମାନ ଲାଭ କରିପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ଉପଯୋଗ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବା ଆଶା କରାଯାଏ । ଭକ୍ତିଗାଥା ଶୁଣିବେ ।
ଆପଣଙ୍କ ଅନୁସନ୍ଧାନରେ କୃତକାର୍ଯ୍ୟ ହେବେ । ଭ୍ରମଣ ଯୋଗ ଅଛି । ଅନଟନର ସମ୍ମୁଖୀନ ହୋଇପାରନ୍ତି । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କତା ଆବଶ୍ୟକ । ବିନା ଆଶ୍ରୟରେ ଉଚ୍ଚସ୍ଥାନ ଆରୋହଣ ମନା ।
ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସୁଖାଦ୍ୟ ଖାଇ ଆନନ୍ଦ ଅନୁଭବ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments