OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 1st June 2019

Odia Rashiphala

Odia Rashiphala

ଅତିଥି ସତ୍କାର ପାଇଁ ବ୍ୟସ୍ତ ରହିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ । ନାନା ବିଭବରେ ମଣ୍ଡିତ ହେବେ । ଧର୍ମରକ୍ତ ହେବେ । କାମିନୀ-କାଞ୍ଚନ ସହ ରାଜଭୋଗ କରିବେ ।
ମୂଲ୍ୟବାନ ଭୂଷଣାଦି କ୍ରୟ କରିପାରନ୍ତି । ଅଳ୍ପ ସୁଖ ଭୋଗ କରିପାରନ୍ତି । ପତ୍ନୀଙ୍କ ବିଳାସ ବ୍ୟସନ ପାଇଁ ଅର୍ଥ ବ୍ୟୟ କରିବେ । କାମଦେବ ଆପଣଙ୍କୁ ପରାଜିତ କରିପାରନ୍ତି । କାର୍ଯ୍ୟ ହାନି ଘଟିବାର ସମ୍ଭାବନା ଅଛି । ବିନୀତ ସ୍ୱଭାବର ହୋଇପାରନ୍ତି ।
ପାରିବାରିକ ଜଞ୍ଜାଳ ବୃଦ୍ଧି ହୋଇପାରେ । ଆୟ ପରିମାଣ ବୃଦ୍ଧି ପାଇବାର ସୁଯୋଗ ସୃଷ୍ଟି ହୋଇଛି । ସୁବକ୍ତା ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଜ୍ଞବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ନିରୀହ ସ୍ୱଭାବର ହୋଇପାରନ୍ତି ।
ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ । କର୍ତ୍ତବ୍ୟ ପାଳନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି । ନିଧି ବୃଦ୍ଧି ହେବାର ସୂଚନା ମିଳୁଛି । କୃଷିକ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ କର୍ମତତ୍ପର ହେବେ । ରାଜପୂଜା ଓ ଶ୍ରେଷ୍ଠ ସୁଖର ଅଧିକାରୀ ହେବେ ।
 ତରବର ନ ହୋଇ ଅପେକ୍ଷାରତ ହେଲେ କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ । ସେବା-ପୂଜାରେ ନିୟୋଜିତ ହୋଇପାରନ୍ତି । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି । ବନ୍ଧୁବର୍ଗଙ୍କ ସହ ମିଶି ବିଳାସବ୍ୟସନ କରିବେ । ପତ୍ନୀ ଓ ବନ୍ଧୁଙ୍କ ପ୍ରତି ଅନୁରକ୍ତ ହେବେ ।
ଭ୍ରାତୃ ବିବାଦ ବଢ଼ିବାର ସମ୍ଭାବନା ଅଛି । ଶାରୀରିକ ସ୍ତରରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ପରକଥାରେ ଅଯଥା ଅପବାଦ ହୋଇପାରନ୍ତି । ପୁଣ୍ୟବାନ୍ ହେବେ । ରାଜତୁଲ୍ୟ ସନ୍ତୋଷଯୁକ୍ତ ହେବେ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ପରୋପକାରୀ ହେବେ ।
ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ । ମନ ପ୍ରସନ୍ନ ରହିବ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଉତ୍ତମା ପତ୍ନୀଙ୍କ ସହଯୋଗ ପାଇ ମନ ପ୍ରଫୁଲ୍ଲ ରହିବ । ବିଭିନ୍ନ ସୂତ୍ରରୂ ଧନାଗମର ସୂଚନା ମିଳୁଛି । ପରିବାରଙ୍କ ସହିତ ପ୍ରଭୂତ ସୁଖଭୋଗ କରିପାରନ୍ତି ।
ସାମାନ୍ୟ ମାତ୍ରାର ଲାଭବାନ୍ ହୋଇପାରନ୍ତି । ଶତ୍ରୁମାନଙ୍କ ଉପରେ କଡ଼ା ନଜର ରଖିବାକୁ ପଡ଼ିବ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ସଦ୍‌ବ୍ୟୟୀ ହେବେ । ଆଶ୍ୱସନା ପାଇ ଖୁସି ହେବେ ।
ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହୋଇପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସରଳ ଓ ସୁଗମ ହେବ । ନିଧି-ବୁଦ୍ଧି ପ୍ରାପ୍ତ ହେବେ । ସନ୍ତୁଷ୍ଟ ହେବେ । ବହୁ ସୁଖର ଅଧିକାରୀ ହୋଇପାରନ୍ତି । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ ।
 କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ । ବେଳେବେଳେ ନିରୁତ୍ସାହିତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମିତ୍ର ଓ ଆତ୍ମଜମାନେ ଅଧିକ ସୁଖର ଅଧିକାରୀ ହେବେ । କୁଳ ପ୍ରଧାନ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଭାବ ପ୍ରକାଶ କରିବେ ।
ପ୍ରତିଯୋଗିତାରେ ବିଜୟ ଲାଭ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ରାଜସେବା କରିବେ । ଧର୍ମନୀତିକୁ ଅନୁସରଣ କରିପାରନ୍ତି । ଦେବୋତ୍ତର ବିଭାଗ ପ୍ରତି ଲୟ ରହିବ । ସମ୍ବାଦପତ୍ର ଉପରେ ଉଚିତ୍ ଧ୍ୟାନ ଦେବେ ।
ବନ୍ଧୁମେଳରେ ରହି ଆନନ୍ଦ ଅନୁଭବ କରିବେ । ଆଶାବାଦୀ ହୋଇପାରନ୍ତି । ଅର୍ଥ ଚିନ୍ତା ଲାଗି ରହିବ । ନିଜ ରୋଜଗାର ଧନରେ ମହିପତିଙ୍କ ପରିପୂଜ୍ୟ ହେବେ । ସୁପରାମର୍ଶ ଦାତା ହେବେ । ବହୁମିତ୍ରଙ୍କ ଦ୍ୱାରା ବିଶେଷ ଉପକୃତ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments