OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 19th Sep 2020

Odia Rashiphala

Odia Rashiphala

ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାର ପ୍ରୟାସ ଜାରି ରଖିବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିବେ ।
ଚିନ୍ତାଗ୍ରସ୍ତ ହୋଇପାରନ୍ତି । ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସନ୍‌ମାର୍ଗୀ ହେବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ପୁତ୍ର ସୁଖ ମିଳିପାରେ ।
ପରଧନରେ ଧନୀ ହୋଇପାରନ୍ତି । ଯୁବତୀମାନଙ୍କର ମନୋରଞ୍ଜକ ହେବେ । ରଜତ ଧନରେ ଧନଶାଳୀ ହେବେ । ରସିକତ୍ୱରୁ ବାଚାଳ ଭାବେ ପରିଗଣିତ ହେବେ । ପରିଶ୍ରମ କଠିନ ହେଲେ ବି ତା’ର ସୁଫଳ ମିଳିବ ।
ବ୍ୟୟଭାର ବୃଦ୍ଧି ହେବାର ସମ୍ଭାବନା ଅଛି । ଉଚ୍ଚ ଆଶା ଫଳବତୀ ହେବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦିଅଁ ଦର୍ଶନ ଲାଭ କରିବେ । ଅଶାନ୍ତିର ମାତ୍ରା ହ୍ରାସ ହେବ । ସରକାରୀ ଲାଭ ମିଳିବ ।
ଶ୍ରମ ସାର୍ଥକ ହୋଇପାରେ । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସଂପଦର ଅଧିକାରୀ ହେବାର ସୂଚନା ମିଳୁଛି । ସ୍ୱାସ୍ଥ୍ୟ ଅତୁଟ ରହିବ । ଅନୁଚରଯୁକ୍ତ ହୋଇପାରନ୍ତି । ନିତ୍ୟନନ୍ଦ ମିଳିବ ।
ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଭୋଜନ ସୁଖ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
କାର୍ଯ୍ୟରେ ପଛଘୁଞ୍ଚା ଦେଇପାରନ୍ତି । ପୂର୍ବରୁ ସତର୍କ ନ ହେଲେ ପ୍ରତାରଣାର ଶିକାର ହୋଇପାରନ୍ତି । କର୍ମ ଚଞ୍ଚଳ ରହିବେ । ଧର୍ମ-କର୍ମ ସଂପାଦନ କରିପାରନ୍ତି । ଖର୍ଚ୍ଚାନ୍ତ ଯୋଗ ଅଛି । ମନ ଭୁଲା କଥା କହି ପରକୁ ଆପଣାର କରିପାରନ୍ତି ।
ପରଲୋକଙ୍କୁ ବଶବର୍ତ୍ତୀ କରିବାରେ ଦକ୍ଷ ହେବେ । ସୁସମ୍ୱାଦ ପାଇ ଖୁସି ହୋଇ ପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନୟୋଜିତ କରିପାରନ୍ତି । ଦିନ ମଧ୍ୟମ ଧରଣର । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ଆୟ ଆଶାନୁରୂପ ହେବ । ଶୁଭଖବର ଆନନ୍ଦଦାୟକ ହେବ । କର୍ମକ୍ଷେତ୍ରକୁ ଅଧିକ ଉଜ୍ଜ୍ୱଳ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । ଅଶାନ୍ତିର ମାତ୍ରା କମିବ ।
ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ କରିବେ । କର୍ମଚଞ୍ଚଳ ରହିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି । ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି । ଅଶାନ୍ତିର ମାତ୍ରା କମିବ ।
ଯଶସ୍ୱୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ମନୋବଳ ଦୃଢ଼ ରହିବ । ଧନାଗମର ସୂଚନା ମିଳୁଛି । ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା କରିବା ମନା ।
କାର୍ଯ୍ୟ ଧାରାରେ ପରିବର୍ତ୍ତନ ଘଟାଇ ପାରନ୍ତି । ଭୋଜନ ତୃପ୍ତିକର ହେବ । ଆନନ୍ଦ ଉପଭୋଗ ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments