OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 19th February 2022

Odia Rashiphala

Odia Rashiphala

ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଧୈର୍ଯ୍ୟବାନ୍ ହେବେ । ସମ୍ମାନିତ ହୋଇପାରନ୍ତି ।
ପଢ଼ାପଢ଼ିରେ ମନୋନିବେଶ କରିବେ । ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟା ରୂପକ ମହାଧନ ପ୍ରାପ୍ତି ସୂଚନା ମିଳୁଛି । ଜନବଲ୍ଲଭଭାବେ ସମ୍ମାନିତ ହେବେ ।
ଭବିଷ୍ୟତ ପାଇଁଭବି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ସାଂସାରିକ ସୁଖ ମିଳିବ। କୃଷି କର୍ମରୁ ଲାଭବାନ୍ ହେବେ । ପରିଶ୍ରମର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।
କର୍ମକ୍ଷେତ୍ରରୁ ସଫଳତା ମିଳିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଆର୍ଥିକ ସ୍ଥିତି ରେ ସ୍ୱଚ୍ଛଳତା ଦେଖାଦେବ । ଈଶ୍ୱରଙ୍କ ଭକ୍ତିରେ ଶକ୍ତିସମ୍ପନ୍ନ ହେବେ । ସରକାରୀ ସ୍ତରରୁ ଲାଭବାନ୍ ହେବେ।
ଅଜାତ ଶତ୍ରୁହୋଇପାରନ୍ତି । ବିଭିନ୍ନ ସ୍ତରରୁ ଧନାଗମ ହେବ । ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ଚଞ୍ଚଳ ଚେଷ୍ଟିତ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ମାନ-ସମ୍ମାନଯୁକ୍ତ ହେବେ ।
ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁସତ୍ରରୁ ଲାଭବାନ୍‌ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ଅସସ୍ଥୁତାରୁ ଆରୋଗ୍ୟ ହେବେ । ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ବିବାଦୀୟ ବିତର୍କରୁ ଓହରି ଯାଇପାରନ୍ତି । ଆଚରଣ ଓ ଉଚ୍ଚାରଣରେ ଶାଳୀନତା ରହିବ । କର୍ମଚଞ୍ଚଳ ରହିବେ ।
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ମନୋବଳ ଦୃଢ଼ ରହିବ । ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରି ଲାଭବାନ୍ ହେବେ । ଚିନ୍ତା ଦୂର ହେବ । ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ । ଅର୍ଥପ୍ରାପ୍ତି ସୂଚନା ମିଳୁଛି ।
ନିଷ୍ଠାପର ଭାବେ କର୍ତ୍ତବ୍ୟ ପାଳନ କରି ଆତ୍ମସନ୍ତୋଷ ଲାଭ କରିବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ତିତିରେ ଉନ୍ନତି ଘଟିବ । ଉଚ୍ଚ ସମ୍ମାନର ଅଧିକାରୀ ହେବେ । ବିଭାଗୀୟ କୃପାଲାଭ କରିବେ ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ ।
ଅସସ୍ଥୁତା ଅନୁଭବ କରୁଥିଲେ ବି, କର୍ମତତ୍ପର ରହିବେ । ସଜ୍ଜନ ବ୍ୟକ୍ତିଭାବେ ଜନାଦ୍ରୁତ ହେବେ । ଅଭିଜ୍ଞତା ବିଜ୍ଞତାର ପରିଚୟ ହେବ । କ୍ଷମାସାଗର ହୋଇପାରନ୍ତି । ସାରାଦିନ ସତର୍କ ରହିବେ ।
ଯଶସ୍ୱୀ ହେବେ । ସାଂସାରିକ ସୁଖ ମିଳିବ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ସୁଖକର ଘଟଣା ଘଟିବ । ଆନନ୍ଦ ଉପଭୋଗ କରିବେ । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ଶଭକାର୍ଯ୍ୟ ସମ୍ପାଦିତ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments