OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 17th April 2021

Odia Rashiphala

Odia Rashiphala

କୃଷିକ୍ଷେତ୍ରରୁ ଲାଭବାନ୍ ହେବା ପାଇଁ ଆଶାବାଦୀ ହେବେ । ବିନୟୀ ଭାବର ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶରେ ଅଭିଷ୍ଟ ସିଦ୍ଧି ହେବ । ମନରେ ସନ୍ତାନ ଲାଳସା ଉପୁଜିପାରେ । ମହିଳା ଓ ବିଦ୍ୟାର୍ଥୀ ମନଯୋଗୀ ହେବେ ।
ଦୃଢ଼ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ । ସୁସ୍ଥ ରହିବେ । ମାନସିକ ଶାନ୍ତି ମିଳିବ । ଆୟ ସାମାନ୍ୟ ମାତ୍ରାରେ ବୃଦ୍ଧି ପାଇବ । ଚାକିରିରେ ଦୃଢ଼ ରହିବେ । ବ୍ୟବସାୟ ଭଲରେ ଚାଲିବ । ମହିଳା ସୁଖୀ ହେବେ । ବିଦ୍ୟାର୍ଥୀଙ୍କର ଶୁଭଫଳ ।
ଯୋଜନା ଫଳବତୀ ହେବ । ମନ ସ୍ଥିର ରହିବ । ଶରୀର ସୁସ୍ଥ ରହିବ । ଆୟ ଧୀରେ ଧୀରେ ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ । ବ୍ୟବସାୟ ଲାଭଜନକ ହେବ । ମହିଳା ସୁନାମ ଧନ୍ୟା ହେବେ । ବିଦ୍ୟାର୍ଥୀଙ୍କୁ ଉଚ୍ଚଫଳ ମିଳିବ ।
ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । କଠିନ ସ୍ୱଭାବର ହେଲେ ବି, କାର୍ଯ୍ୟରେ ଆଗକୁ ବଢ଼ିବେ । ମନୋବଳ ଦୃଢ଼ ରହିବ । ସୁସ୍ଥ ରହିବେ । ମନ ପ୍ରଫୁଲ୍ଲିତ ହେବ । ଧର୍ମ କାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । ଚାକିରିରେ ଉତ୍ସାହିତ ହେବେ । ମହିଳା ଓ ବିଦ୍ୟାର୍ଥୀ ସୁଖୀ ହେବେ ।
ସୁବୁଦ୍ଧି ସମ୍ପନ୍ନ ହୋଇପାରନ୍ତି । ବାକ୍ୟ ପଟୁ ହେବେ । ସୁସ୍ଥ ଓ ନିରାମୟ ରହିବେ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ । ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି । ଚାକିରିରେ ସୁନାମ ଅର୍ଜନ କରିବେ । ମହିଳା ଓ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ ।
ଶ୍ରେଷ୍ଠ ଆସନ ମିଳିପାରେ । ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହେବେ । ପଦୋନ୍ନତି ମିଳିପାରେ । ମନ ପ୍ରସନ୍ନ ରହିବ । ସୁସ୍ଥ ରହିବେ । ଆଶା ଫଳବତୀ ହେବ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚାକିରି ସୁଖଦାୟକ ହେବ । ମହିଳାଙ୍କୁ ସମ୍ମାନ ମିଳିବ । ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ ।
ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ । ପ୍ରୀତିଲାଭ କରିବେ । ସୁବକ୍ତା ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ମନୋବଳ ବୃଦ୍ଧି ପାଇବ । ସୁସ୍ଥ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆୟ ବ୍ୟୟ ସମାନ ହେବ । ମହିଳା ତୃପ୍ତି ଲାଭ କରିବେ ।
ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱଳ୍ପ ଆୟର ସୂଚନା ମିଳୁଛି । ଧୈର୍ଯ୍ୟବାନ୍ ହେବେ । ଚାକିରି ପାଇଁ ଆଶାୟୀ ହେବେ । ମହିଳା ଅସୁଖୀ ହେବେ । ବିଦ୍ୟାର୍ଥୀଙ୍କର ଶୁଭଫଳ ।
ବନ୍ଧୁ ସହାୟତା ପାଇଁ କାର୍ଯ୍ୟରେ ଆଗକୁ ବଢ଼ିବେ । ଦେହ ଓ ମନ ସୁସ୍ଥ ରହିବ । ଚାକିରି କ୍ଷେତ୍ରରେ ମନ ପ୍ରସନ୍ନ ରହିବ । ବ୍ୟବସାୟର ଅଗ୍ରଗତି ହେବ । ମନରେ ଅହଂଭାବ ଆସିପାରେ । ମହିଳା କାର୍ଯ୍ୟଦକ୍ଷା ହେବେ । ବିଦ୍ୟାର୍ଥୀ ସୁଖୀ ହେବେ ।
କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି । ଶତ୍ରୁତାର ଅବସାନ ଘଟାଇବାକୁ ଉଦ୍ୟମ ଜାରି ରଖିପାରନ୍ତି । ସୁସ୍ଥ ରହିବେ । ଆୟ ଉତ୍ତମ ଧରଣର ହେବ । ଚାକିରିରେ ସମ୍ମାନିତ ହେବେ । ବ୍ୟବସାୟ ଲାଭଜନକ ହେବ । ମହିଳା ସୁଖୀ ହେବେ । ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ ।
ଧୈର୍ଯ୍ୟବାନ୍ ହେବେ । ବହୁ ସୁଖକର ଘଟଣାମାନ ଘଟିବ । ସାଧୁ କଲ୍ୟାଣ ପାଇ ତେଜୀୟାନ୍ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ମନ ଓ ଦେହ ସୁସ୍ଥ ରହିବ । ଚାକିରିରେ ଦୃଢ଼ ରହିବେ । ମହିଳା ଅଗ୍ରଗାମୀ ହେବେ । ବିଦ୍ୟାର୍ଥୀ ମନଯୋଗୀ ହେବେ ।
ସାଧନାରେ ସିଦ୍ଧିଲାଭ କରିବେ; ମାତ୍ର ବହୁ କଷ୍ଟରେ । ଚାକିରିକ୍ଷେତ୍ରରେ ପଦୋନ୍ନତି ସହିତ ସ୍ଥାନାନ୍ତର ଯୋଗ ଅଛି । ବ୍ୟବସାୟ ଲାଭଜନକ ହେବ । ଯାନବାହନ ସୁଖ ମିଳିପାରେ । ମହିଳା ମାନେ ଦୃଢ଼ମନା ହେବେ । ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments