OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 16th March 2019

Odia Rashiphala

Odia Rashiphala

ବନ୍ଧୁ ସାହଯୋଗ ପାଇବା କଷ୍ଟସାଧ୍ୟ ହୋଇପାରେ । ମନୋବଳ ଦୃଢ଼ରହିବ । ସେବା ଭାବନା ମନରେ ଜାଗ୍ରତ ହୋଇପାରେ । ଆନନ୍ଦ ଉତ୍ସବରେସମୟ ଅତିବାହିତ କରିପାରନ୍ତି । ଧୈର୍ଯ୍ୟ ଧରି କାର୍ଯ୍ୟ କରିବାକୁହେବ।
ଅଧୈର୍ଯ୍ୟ ହେଲେ କ୍ଷତି ସହି ପାରନ୍ତି । ଲୋଭଗ୍ରସ୍ତ ହୋଇପାରନ୍ତି । ଉପୁଜି ଥିବ ସମସ୍ତ ଆଶଙ୍କା ଦୂର ହେବ । ଶାନ୍ତି, ସନ୍ତୋଷ ଲାଭ କରବେ । ପାରିବାରିକ ସୁଖ ମିଳିବ । ବିଭିନ୍ନ ସ୍ତରରୁ ଧନାଗମ ହେବାର ସଚୂନା ମିଳୁଛି ।
ଚାହୁଁ ଥିବା ସାହାଯ୍ୟ ପାଇ ପାରନ୍ତି । ସ୍ୱାଧିନଚେତ୍ତା ଭାବେ କାର୍ଯ୍ୟ କରି ଅପୂର୍ବ ସଫଳତା ଲାଭ କରବେ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ପାରିବାରିକ ସୁଖ ଅବ୍ୟାହତ ରହିବ । ଦୀର୍ଘ ଦିନର ଆଶାପୂର୍ଣ୍ଣ ହେବ । ଅର୍ଥ ମିଳିବ ।
ପାରିବାରିକ ସୁଖ ଅବ୍ୟାହତ ରହିବ । ଗତିରୋଧର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ ଭଲ ରୋଜଗାର ହେବ । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ ।
ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ବିଭିନ୍ନ ଦିଗରୁ ଧନ ପ୍ରାପ୍ତ ହେବାର ସଯୋଗ ସୃଷ୍ଟି ହୋଇଛି । ସମ୍ମାନିତ ହେବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧା ଉପୁଜିବାର ସମ୍ଭାବନା ଅଛି ।
ଅର୍ଥାଭାବ ଦୂରେଇ ଯିବ । ଘାତଚନ୍ଦ୍ର ହେତୁ ଅଶୁଭ ଥାଇ ବି, ପ୍ରତ୍ୟେକ କ୍ଷେତ୍ରରେ ସଫଳ କାମ ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ମନ ପ୍ରାଣ ଢ଼ାଳି ଦେଇପାରନ୍ତି । ବିଭାଗୀୟ ଅର୍ଥ ପ୍ରାପ୍ତିର ସଚୂନା ମିଳୁଛି । କୀର୍ତ୍ତିମାନ ହେବେ ।
କର୍ତ୍ତବ୍ୟନିଷ୍ଠ ହେବେ । ଆପଣଙ୍କ ଚେଷ୍ଟା ଶଭୁପ୍ରଦ ହେବ । ବିବାଦୀୟ ଘଟଣାରେ ବିଜୟ ଲାଭ କରବେ । କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ । ଧର୍ମକାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ଆମୋଦ-ପ୍ରୋମଦ ପ୍ରତି ଆକର୍ଷିତ ହୋଇପାରନ୍ତି । କଠିନ କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରବେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସର୍ବ ସୁଖ ଆଶା କରାଯାଏ ।
ବିପଦରୁ ଅଳ୍ପକେ ରକ୍ଷା ପାଇଯିବେ । ବନ୍ଧୁ ସୁଖ ମିଳିପାରେ । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ। କର୍ମ ତତ୍ପରତା ପ୍ରକାଶ ପାଇବ । ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି ।
ଭ୍ରାତୃ ବିବାଦ ଦୂରେଇ ଯିବ । ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିପାରନ୍ତି । ଉପୁଜି ଥିବ ସମସ୍ୟାର ସମାଧାନ ହେବ । ଉପଯୁକ୍ତ କାର୍ଯ୍ୟକରି ପ୍ରଶଂସାର ପାତ୍ର ହୋଇପାରନ୍ତି । ନିଜ କାର୍ଯ୍ୟ ପାଇଁ ଆନନ୍ଦ ଅନୁଭବ କରିପାରନ୍ତି ।
ନୂଆ ରୋଜଗାରର ପନ୍ଥା ପ୍ରସ୍ତୁତ କରିପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଅର୍ଥ ପ୍ରାପ୍ତିର ସଚୂନା ମିଳୁଛି । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ଉପୁଜି ଥିବା ସମସ୍ୟା ଦୂର ହେବ ।
ଅଯଥାରେ ଅସୁବିଧାରେ ପଡ଼ିପାରନ୍ତି । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି; ମାତ୍ର କିଛି ସଯୋଗ ନ ଥାଇ ମଧ୍ୟ ହଠାତ୍ କିଛି ଅର୍ଥ ମିଳିବ । ଶରୀର ସୁସ୍ଥ ରହିବ । ବଳବାନ୍ ହେବେ । ଶତ୍ରୁ ସହିତ ମୁକାବିଲା କରି ପରାସ୍ତ କରବେ । ଅର୍ଥ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments