OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 12th Sep 2020

Odia Rashiphala

Odia Rashiphala

ଶ୍ରମ ସାର୍ଥକ ହେବ । ଆୟ ବୃଦ୍ଧିର ସୂଚନା ମିଳୁଛି । ପ୍ରସନ୍ନତା ଲାଭ କରିବେ । ଚିନ୍ତାଧାରା ମହତ୍ ହେବ । ଉତ୍ତମ ଗୁଣର ଆଧାର ହେବେ । ନୀତିନିଷ୍ଟ ହୋଇପାରନ୍ତି । ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହେବେ ।
ସତ୍‌ପୁତ୍ର ଲାଭର ସୂଚନା ମିଳୁଛି । ଧର୍ମର ରକ୍ଷକ ହୋଇପାରନ୍ତି । ରାଜ୍ୟ ଭୋଗ କରିବେ । ଶ୍ରେଷ୍ଠାସନ ଲାଭ କରିବେ । ବିଭିନ୍ନ ଦିଗରୁ ଧନାଗମ ହେବ । ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସହିଷ୍ଣୁ ହେବେ ।
ଶତ୍ରୁ ବିଜେତା ହେବେ । ନିର୍ଭରଶୀଳ ନ ହୋଇ ସ୍ୱ ଚିନ୍ତାଧାରାକୁ ଆଧାର କରି କାର୍ଯ୍ୟ ସଂପାଦନ କରିବେ । ରୋଜଗାର ସ୍ୱଳ୍ପ ପରିମାଣର ହେବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିବାକୁ ପଡ଼ିବ । ମନରେ ସେବା ଭାବନା ଜାଗ୍ରତ ହେବ । ଭାଗ୍ୟଶାଳୀ ହେବେ । ଧର୍ମକର୍ମ ସଂପାଦନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସୁଖୀ ହେବେ ।
ପ୍ରତ୍ୟେକ କାର୍ଯ୍ୟର ଅଗ୍ରଗତି କରାଇବାରେ ସକ୍ଷମ ହେବେ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । ସମ୍ମାନିତ ହେବେ । ପଦୋନ୍ନତି ମିଳିପାରେ । ଯାନବାହନ ସୁଖ ମିଳିବ । ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିପାରନ୍ତି ।
ବିଭାଗୀୟ ଅର୍ଥ ମିଳିବ । ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି । କୀର୍ତ୍ତିମାନ ହେବେ । ବହୁ ବିଧ ଧନପ୍ରାପ୍ତିର ସୂଚନା ମିଳୁଛି । ସ୍ୱାଭିମାନୀ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଧନବାନ୍ ହେବେ । ଭାଗ୍ୟଶାଳୀ ହେବେ । ସ୍ତ୍ରୀ, ପୁତ୍ର, ପ୍ରୀତିଯୁକ୍ତ ହୋଇପାରନ୍ତି । ପ୍ରିୟଭାଷୀ ହୋଇପାରନ୍ତି । ଯାନବାହନଯୁକ୍ତ ହେବେ । ସୁବର୍ଣ୍ଣ ସଂପଦର ଅଧିକାରୀ ହେବେ ।
କର୍ମାଭିମୁଖୀ ହେବେ । ଧନଯୁକ୍ତ ହୋଇପାରନ୍ତି । ନିତ୍ୟାନନ୍ଦଯୁକ୍ତ ହେବେ । ଗୁଣବାନ୍ ହୋଇପାରନ୍ତି । ବହୁବିଦ୍ୟା ପାରଙ୍ଗମ ହେବେ । ଦେବ, ଗୁରୁ, ଦ୍ୱିଜ ଭକ୍ତ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେତୁ ସତର୍କ ରହିବେ ।
ସୁଖ-ସନ୍ତୋଷ ଲାଭ କରିପାରନ୍ତି । କର୍ତ୍ତବ୍ୟପରାୟଣ ହେବେ । ପାରିବାରିକ ସୁଖ ମିଳିବ । ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି । ବ୍ୟବସାୟ ଭଲରେ ଚାଲିବ । ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସ୍ଥିର ହେବ ।
ଦୂରଯାତ୍ରା ଯୋଗ ଅଛି । ଆଶାବାଦୀ ହେବେ । ମୂଲ୍ୟବାନ୍ ଦ୍ରବ୍ୟଲାଭର ସୂଚନା ମିଳୁଛି । ଆନନ୍ଦ ଉତ୍ସବରେ ସଂଯୁକ୍ତ ହୋଇପାରନ୍ତି । ଧନଶାଳୀ ହେବେ । ସ୍ତ୍ରୀ, ପୁତ୍ର ପ୍ରୀତିଯୁକ୍ତ ହେବେ । ପରୋପକାରୀ ହେବେ ।
ଲୋଭ ପରିତ୍ୟାଗ କରି ଏକ ଉଦାହରଣ ସୃଷ୍ଟି କରିବେ । ଶତ୍ରୁ ଆପଣଙ୍କ ପ୍ରତିଭା ପାଖରେ ମୁଣ୍ଡ ନୁଆଁଇ ପାରେ । ଧୈର୍ଯ୍ୟବାନ୍ ହେବେ । କାର୍ଯ୍ୟଧାରା ସଠିକ୍ ମାର୍ଗରେ ପରିଚାଳନା କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି ।
ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ସାହାଯ୍ୟ ପ୍ରାପ୍ତ ହେବାର ସୂଚନା ମିଳୁଛି । ଆଶାଫଳବତୀ ହେବ । ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ଦାନୀ ଓ ଧନୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments