![]() |
ବନ୍ଧୁ ମିଳନ ଘଟିପାରେ । ସୁଖକର ଘଟଣା ଘଟିବ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଆନନ୍ଦ ଉପଭୋଗ କରିବେ । ବିବାହ ସମ୍ବନ୍ଧ ସ୍ଥିର ହେବ । |
![]() |
ନିଷ୍ପତ୍ତିର ମାର୍ଗ ସୁଗମ ହେବ । ବନ୍ଧୁଙ୍କ ସହାୟତା ପାଇ ଶତ୍ରୁକୁ ପରାଜିତ କରିବେ ଓ ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣ ପରିଶୋଧ କରିପାରନ୍ତି । |
![]() |
ଅର୍ଥ ପାଇଁ ଅନର୍ଥ ଘଟିପାରେ । ଅନ୍ୟ ସହ ଆଲୋଚନା ମାଧ୍ୟମରେ ଘଟଣାର ଆପୋସ ଅଧ୍ୟାପନା ପାଇଁ ଅଧ୍ୟୟନରତ ହେବାର ସୂଚନା ମିଳୁଛି । ମାନସିକ ଅଶାନ୍ତି ଦୂର ହେବ । ମିଳିଥିବା କାର୍ଯ୍ୟ ଅତ୍ୟନ୍ତ ଲାଭଦାୟକ ହେବ । |
![]() |
ନିର୍ଭୟରେ କାର୍ଯ୍ୟ ସଂପାଦନ କରିବେ । ଶ୍ରମ ସାର୍ଥକ ହେବ । ବହୁ ସୁଖର ଅଧିକାରୀ ହେବେ । ସରକାରୀ ସ୍ତରରେ ସ୍ୱକର୍ମ ପାଇଁ ସମ୍ମାନିତ ହେବେ । ମାନସିକ ଅଶାନ୍ତି ଦୂର ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । |
![]() |
ମନରେ ଉପୁଜିଥିବା ସନ୍ଦେହ ଦୂର ହେବ । ସମ୍ମାନିତ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୁଯୋଗ ଅଛି । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । |
![]() |
କାର୍ଯ୍ୟ ହାସଲ କରିବାକୁ ହେଲେ ତରବର ନ ହୋଇ ଅପେକ୍ଷା କରିବାକୁ ପଡ଼ିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ସନ୍ମାର୍ଗୀ ହେବେ । କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ପ୍ରଭୂତ ବିତ୍ତର ଅଧିକାରୀ ହେବେ । |
![]() |
ସୁଖ ସନ୍ତୋଷ ଲାଭ କରିପାରନ୍ତି । ଆୟ ଉତ୍ତମଧରଣର ହେବ । ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟିବେ । |
![]() |
କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଅପଚେଷ୍ଟା କରିପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ମଧୁରଭାଷୀ ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । |
![]() |
ଆୟ ଆଶାନୁରୂପ ହେବ । ଅପାର ଗୁଣର ଅଧିକାରୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । କରିତ୍କର୍ମା ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସନ୍ତାନମାନେ ଗୁଣୀ ଓ ଗରିମାଯୁକ୍ତ ହେବେ । |
![]() |
ସୁସମ୍ୱାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ଆଦର୍ଶବାଦୀ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ପ୍ରତିଯୋଗିତାରେ ବିଜୟୀ ହେବେ । ବିଜ୍ଞ ବ୍ୟକ୍ତିର ପରିଚୟ ଦେବେ । |
![]() |
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାସଲ କରିବେ ଓ ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ବିଦ୍ୟାବାନ୍, ଗୁଣୀ ଓ ଚତୁର ହେବେ । ବ୍ରହ୍ମ ଉପାସକ ହେବେ । |
![]() |
ସତ୍ୟର ପୁଜାରୀ ହେବେ । ଧର୍ମ ଧାରଣାରେ ବ୍ରତୀ ହେବେ । ଜିତେନ୍ଦ୍ରୀୟ ହୋଇପାରନ୍ତି । ପାପକୁ ଘୃଣା ଓ ପୁଣ୍ୟ ଆଦରଣୀୟ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । |