OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saterday 29th June 2019

Odia Rashiphala

Odia Rashiphala

 ହାନି ସହିବାକୁ ବାଧ୍ୟ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ। ରୋଜଗାର ଉଣା ହେବ ନାହିଁ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ସୁଖ ମିଳିବ।
ବ୍ୟବସାୟରେ ସ୍ଥିତାବସ୍ଥା ବଜାୟ ରହିବ। ପ୍ରତାରିତ ହୋଇପାରନ୍ତି। ବସ୍ତ୍ରଭୂଷଣ ଲାଭ ହୋଇପାରେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସ ସୁସମ୍ବାଦ ପାଇ ଖୁସି ହେବେ। କାର୍ଯ୍ୟରେ ଅଗ୍ରଗତି ଘଟିବା ଆଶାକରାଯାଏ।
 ବ୍ୟବସାୟ ଲାଭଜନକ ହେବ। ପ୍ରତାରଣାର ଶିକାର ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ସ୍ବାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସରକାରୀ କୃପା ଲାଭ କରିପାରନ୍ତି। ଅର୍ଥ ମିଳିବ।
କାର୍ଯ୍ୟରୁ ଆଗ୍ରହ ହରାଇ ପାରନ୍ତି। ଉଚ୍ଚ ସମ୍ମାନ ଲାଭ କରିବେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ନୈତିକତା ବୃଦ୍ଧି ପାଇବ। ଭାଗ୍ୟର ପରିବର୍ତ୍ତନ ଘଟିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖରେ ଦିନଟି ଅତିବାହିତ ହେବ।
ରୋଜଗାର ମଧ୍ୟମ ଧରଣର ହେବ। ସେବା-ପୂଜାରେ ମନୋନିବେଶ କରିପାରନ୍ତି। ଚିନ୍ତାରୁ ମୁକ୍ତି ମିଳିବ। କର୍ମ କୁଶଳତା ପ୍ରକାଶ ପାଇବ। ପାରିବାରିକ ସମସ୍ୟାର ସମାଧାନ ହେବ। ବିଭିନ୍ନ ସୂତ୍ରରୂ ଅର୍ଥପ୍ରାପ୍ତି ହେବେ।
କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଧନକ୍ଷୟ ହୋଇପାରେ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ମାନସିକ ସ୍ତରରେ ଅର୍ଥ ଚିନ୍ତା ଲାଗି ରହିବ। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ।
 ଉନ୍ନତି ପଥରେ ଆଗକୁ ବଢ଼ି ପାରନ୍ତି। ବନ୍ଧୁ ମିଳନ ଦ୍ୱାରା ଉପକୃତ ହେବେ। ମନରେ ସେବା ଭାବନା ଜାଗ୍ରତ ହୋଇପାରେ। ସୁ ପରାମର୍ଶ ପାଇ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ।
ପୂର୍ବ ଶତ୍ରୁତାର ପ୍ରତିଶୋଧ ନେଇ ପାରନ୍ତି। ବନ୍ଧୁ ମିଳନ ଆପଣଙ୍କ ପାଇଁ ଉପାଦେୟ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ରୁଚି ଉନ୍ନତ ଧରଣର ହେବ। ଅଭୀଷ୍ଟ ସିଦ୍ଧି ହୋଇପାରେ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ଶତ୍ରୁ ଦମନରେ ସକ୍ଷମ ହେବେ।
 ଭୁଲ ସିଦ୍ଧାନ୍ତ ନେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ପରାମର୍ଶନେଇ କାର୍ଯ୍ୟ କଲେ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ସେବା କ୍ଷେତ୍ରରେ ଅନୁରକ୍ତି ବୃଦ୍ଧି ହୋଇପାରେ। ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। ଧନବର୍ଜନ କରିପାରନ୍ତି।
 ଆବଶ୍ୟକ କରୁଥିବା ସହଯୋଗ ମିଳିପାରେ। ଚିନ୍ତାଗ୍ରସ୍ତ ହୋଇ ପାରନ୍ତି। ପାରିବାରିକ କ୍ଷେତ୍ରରେ ସୁଖ- ସମୃଦ୍ଧି ଆସିପାରେ। ବନ୍ଦ ରହିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ଅସାମାଜିକଙ୍କ କବଳରୁ ମୁକ୍ତ ହୋଇ ସତସଙ୍ଗୀ ହେବା ଆଶାକରାଯାଏ।
 ଭୁଲ ସିଦ୍ଧାନ୍ତରେ ଉପନୀତ ହେଲେ ଖର୍ଚ୍ଚାନ୍ତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ସୁ-ଖ୍ୟାତି ଅର୍ଜନ କରି ସର୍ବଜନ ଆଦୃତ ହେବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ମନ ପ୍ରଫୁଲ୍ଲ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ।
 ଉପୁଜି ଥିବା ସଙ୍କଟର ମୁକାବିଲା କରିବେ। ଦୃଢ଼ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। କେତେକ କ୍ଷେତ୍ରରେ ମାନ-ମନାନ୍ତର ଘଟିପାରେ। କାର୍ଯ୍ୟ ବିଳମ୍ବିତ ହେବ। ଯାନ-ବାହନ ସୁଖ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟର ପରିବର୍ତ୍ତନ ଘଟିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments