OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 9th Sep 2019

Odia Rashiphala

Odia Rashiphala

ଭ୍ରମଣରୁ ଶାନ୍ତି ମିଳିବ । ମାନସିକ ସ୍ତରରେ ଉଜ୍ଜ୍ୱଳ ଭବିଷ୍ୟତ ରଚନା କରିବେ । ସୁସ୍ଥ ଓ ନିରାମୟ ରହିବେ । କୀର୍ତ୍ତି ସ୍ଥାପନ କରିପାରନ୍ତି । ରୋଜଗାର ଧୀରେ ଧୀରେ ବଢ଼ିବ । ରାଜକୃପା ଲାଭ କରିପାରନ୍ତି । ଚାକିରିରେ ଶୁଭଫଳ ।
ଆପଣଙ୍କ ବିରୋଧରେ ଚଳାଇ ଥିବା ଷଡ଼ଯନ୍ତ୍ରର ଲୋକେ, ବିଫଳ ହେବେ । ବୁଦ୍ଧିବଳରେ କାର୍ଯ୍ୟରେ ଆଗୁସାର ହୋଇପାରନ୍ତି । ବ୍ୟବସାୟ ମଧ୍ୟମ ଧରଣର ଫଳଦାୟକ ହେବ । ମଉଜ୍‌ମଜଲିସ୍‌ରେ ଦିନଟି ବିତିବ । ପତ୍ନୀଙ୍କ ସହାୟତା ମିଳିବ ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ମିଳିପାରେ । ଦେହ ଓ ମନ ଭଲ ରହିବ । ରୋଜଗାର ଅଳ୍ପ ବଢ଼ିବ । ଚାକିରିକ୍ଷେତ୍ରରେ ମନୋଭାବ ଦୃଢ଼ ହେବ । ବ୍ୟବସାୟରେ ଉନ୍ନତି ଘଟିବ । ବନ୍ଧୁ ସହାୟତା ମିଳିବ । ବିଦ୍ୟାର୍ଥୀ କୃତ କାର୍ଯ୍ୟ ହେବେ ।
ଉଚ୍ଚକର୍ତ୍ତୃପକ୍ଷଙ୍କ ଠାରୁ ସାହାଯ୍ୟପ୍ରାପ୍ତ ହେବେ । କାର୍ଯ୍ୟରେ ଉନ୍ନତି ଘଟିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବ୍ୟବସାୟରେ ଆଗକୁ ବଢ଼ିବେ । ରୋଜଗାର ମଧ୍ୟମ ଧରଣର ହେବ । ଯୁଦ୍ଧକ୍ଷେତ୍ରରେ ଶକ୍ତିମାନ୍ ହେବେ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ । ବ୍ୟବସାୟ ଲାଭଜନକ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସମ୍ମାନିତ ହୋଇପାରନ୍ତି । ସରକାରଙ୍କ ଅନୁଗ୍ରହରୁ ବହୁଧନସମ୍ପଦର ଅଧିକାରୀ ହେବେ । ମାନସିକ ଅଶାନ୍ତି ଦୂର ହେବ । ବିଦ୍ୟାର୍ଥୀ ଯତ୍ନବାନ ହେବେ ।
ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦିନ ସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଶ୍ରମର ମୂଲ୍ୟାଙ୍କନ ହେବ । ସୁସ୍ଥ ରହିବେ । ମନ ପ୍ରଫୁଲ୍ଲ ରହିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ବ୍ୟବସାୟରେ କାରବାର ବୃଦ୍ଧି ହେବ । ବିଦ୍ୟାର୍ଥୀ ସଫଳ ହେବେ ।
ମାନସିକ ଚାପରୁ ମୁକ୍ତ ହୋଇପାରନ୍ତି । ଉପୁଜିଥିବା ସମସ୍ୟାର ସମାଧାନ ହେବ । ଶ୍ରେଷ୍ଠ ସମ୍ମାନ ମିଳିବ । ଯାନବାହନଯୁକ୍ତ ହୋଇପାରନ୍ତି । ଗ୍ରାମର ଅଧିପତି ହୋଇପାରନ୍ତି । ପରାକ୍ରମଶାଳୀ ଓ ବହୁଜନ ପୋଷକ ହେବେ । ବିଦ୍ୟାର୍ଥୀ ସୁଖୀ ହେବେ ।।
ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ବିଭିନ୍ନ ସ୍ତରରୁ ସାହାଯ୍ୟ, ସହଯୋଗ ମିଳିବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ସୁସ୍ଥ ରହିବେ । ମାନସିକ ଶାନ୍ତି ମିଳିବ । ଭଲ ଆୟ ହେବ । ନୂତନ ଦ୍ରବ୍ୟ କ୍ରୟ କରିବେ । ବ୍ୟବସାୟରୁ ଲାଭ ମିଳିବ । ବିଦ୍ୟାର୍ଥୀ ସୁଖ ଭୋଗୀ ହେବେ ।
ଅନେକ କ୍ଷେତ୍ରରେ ସଫଳତା ମିଳିବ । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ ସମ୍ପାଦନ କରିବେ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ସମ୍ମାନିତ ହୋଇପାରନ୍ତି । ରୁଚିକର ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଦ୍ୟର୍ଥୀଙ୍କୁ ସଫଳତା ମିଳିବ ।
ଦୂରଯାତ୍ରା କରିପାରନ୍ତି । କାର୍ଯ୍ୟରେ ବାଧା ଉପୁଜିପାରେ । କାର୍ଯ୍ୟରେ ଆଗେଇଲେ ବି, ଉତ୍ସାହ କମିଯାଇପାରେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ସାମୁହିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ବ୍ୟବସାୟରେ ଶୁଭଫଳ ମିଳିବ । ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ମିଳିବ ।
ଆଶ୍ୱାସନା ମିଳିବ । ଆୟ ବୃଦ୍ଧିର ସୂଚନା ମିଳୁଛି । ବନ୍ଧୁ କିମ୍ୱା ସରକାରୀ ସହାୟତା ପାଇ ଲାଭବାନ୍ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆବନ୍ଧୁ ସାହାଯ୍ୟକାରୀ ହେବେ । ଜନପ୍ରିୟ ହୋଇପାରନ୍ତି । କାର୍ଯ୍ୟରେ ସଫଳ ହେବେ । ବିଦ୍ୟାର୍ଥୀ ସଦ୍‌ଗୁଣୀ ହେବେ ।
ବନ୍ଧୁଙ୍କ ସହ ଘଟିଥିବା ମତାନ୍ତରର ପରିସମାପ୍ତି ଘଟିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ବିଭିନ୍ନ ଦିଗରୁ ସାହାଯ୍ୟ-ସହଯୋଗ ମିଳିବ । ମନୋବଳ ଦୃଢ଼ ରହିବ । ବ୍ୟବସାୟ ଖୁବ୍ ଭଲରେ ଚାଲିବ । ବିଦ୍ୟାର୍ଥୀ ଆଗକୁ ବଢ଼ିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments