OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 9th Nov 2020

Odia Rashiphala

Odia Rashiphala

ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଅର୍ଥ ସହିତ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ଅଛି । ବନ୍ଧୁ ସୁଖ ମିଳିବ । କର୍ମ ତତ୍ପରତା ପ୍ରକାଶ ପାଇବ । ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ରହିଛି । ଯାନବାହନ ସୁଖ ମିଳିପାରେ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ସାଧନା ଫଳବତୀ ହେବ । ବିଭିନ୍ନ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି । ସମ୍ମାନିତ ହେବେ । ମନ ଫୂର୍ତ୍ତି ରହିବ । ସର୍ବତ୍ର ବିଜୟୀ ହେବେ । ଶାସ୍ତ୍ରାନୁରକ୍ତ ହୋଇପାରନ୍ତି ।
ଶ୍ରମର ମୂଲ୍ୟାଙ୍କନ ହେବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଦିନସାରା ହସ ଖୁସି ଲାଗି ରହିବ । ସ୍ନେହ ଶ୍ରଦ୍ଧା ଲାଭ କରିପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଉତ୍ସର୍ଗୀକୃତ ଜୀବନଯାପନ କରିବେ । ବିବିଧ ଧନଯୁକ୍ତ ହେବେ ।
କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଧନବାନ୍ ହେବେ । ଗୁଣଯୁକ୍ତ ହୋଇପାରନ୍ତି । ଉପାର୍ଜନ ଅଧିକ ହୋଇପାରେ । ସୁସ୍ଥ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କରିତ୍‌କର୍ମା ହେବେ । ସଞ୍ଚୟାଭିମୁଖୀ ହୋଇପାରନ୍ତି ।
ନୂତନ ଯୋଜନାର ଶୁଭାଶୁଭମ୍ଭ କରିପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ମନଭୁଲା କଥା କହି ପରକୁ ଆପଣାର କରିପାରନ୍ତି । ପରଧନରେ ଧନୀ ହୋଇପାରନ୍ତି । ମହିଳାଗୋଷ୍ଠୀଙ୍କୁ ସହାୟତା ଦେଇ ପ୍ରଶଂସାର ପାତ୍ର ହେବେ ।
ଯଶ ଅର୍ଜନ କରି ଆତ୍ମ ସନ୍ତୋଷ ଲାଭ କରିବେ । କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ । ଅନ୍ୟର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ସ୍ୱ ଅର୍ଜିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ଭଲ ଆୟର ସୂଚନା ମିଳୁଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଉପକାରୀ ନିକଟରେ କୃତଜ୍ଞ ରହିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ପାରିବାରିକ ସୁଖ ମିଳିବ । ସରକାରଙ୍କ କୃପାର ପାତ୍ର ହୋଇପାରନ୍ତି ।
ମାନ ସମ୍ମାନ ବୃଦ୍ଧିର ସୂଚନା ମିଳୁଛି । କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ଅଛି । ପାରିବାରିକ ସୁଖ ମିଳିବ । ଚିନ୍ତାଧାରା ମହତ ହେବ । ଗୁରୁକୃପା ଲାଭ କରିବେ ।
ଶାରୀରିକ ସୁରକ୍ଷା ପାଇଁ ବିଶ୍ରାମ ଗ୍ରହଣ କରିପାରନ୍ତି । ପରର ମଙ୍ଗଳ କାମନା ଆପଣଙ୍କର ଧେୟ ହେବ । ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ହେବେ । ଜନପ୍ରିୟ ହୋଇପାରନ୍ତି । ବାଣିଜ୍ୟ କାରବାର ଲାଭଦାୟକ ହେବ ।
ବ୍ୟବସାୟ କ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଯଶସ୍ୱୀ ହେବେ । ବନ୍ଧୁ ସହାୟତା ପାଇ ଅସାଧ୍ୟ ସାଧନ କରିପାରନ୍ତି । ପତ୍ନୀ ଆପଣଙ୍କୁ ପତନରୁ ରକ୍ଷା କରି ଉତ୍‍ଥାନ ଦେଇପାରନ୍ତି । ଦୟାଳୁ ସ୍ୱଭାବର ହେବେ । ସେବା ମନୋଭାବର ହେବେ ।
ବନ୍ଧୁ ମିଳନ ଘଟିପାରେ । ଦୁଶ୍ଚିନ୍ତା ଦୂର ହେବ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଶତ୍ରୁ ଆପଣା ଛାଏଁ ଅପସରି ଯିବ । ସନ୍ମାର୍ଗୀ ହେବେ । ନୀତିନିଷ୍ଠ ହୋଇପାରନ୍ତି । ନିରଳସ ଜୀବନ ଯାପନ କରି ପ୍ରଶଂସାର ପାତ୍ର ହେବେ ।
ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । ଶରୀର ସୁସ୍ଥ ରହିବ । ସୁଖ ସନ୍ତୋଷ ଲାଭ କରିପାରନ୍ତି । ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । ଜ୍ଞାନ ଗରିମାଯୁକ୍ତ ହେବେ । ସର୍ବ ଜନାନୁରକ୍ତ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments