OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 8th July 2019

Odia Rashiphala

Odia Rashiphala

ପରିଶ୍ରମର ମୂଲ୍ୟ ମିଳିବ । କଷ୍ଟସାଧ୍ୟ ହେବ । ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ପଡ଼ିବ । ଆନନ୍ଦ ଉତ୍ସବରେ ସମୟ ଅତିବାହତି କରିପାରନ୍ତି । ପ୍ରଭାବ ବିସ୍ତାର କରି ଓ ରଣକୌଶଳକୁ ଶାଣିତ କରି ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ ।
ଦୀର୍ଘ ଦିନର ଅଭିଳାଷ ପୂରଣ ହେବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ପତ୍ନୀଙ୍କ ସଞ୍ଚିତ ଅର୍ଥରେ ମଉଜ ମଜଲିସ କରିପାରନ୍ତି । ଆପଣଙ୍କ ପରାମର୍ଶ ଉପାଦେୟ ହେବ । ଶାସ୍ତ୍ରଜ୍ଞ ହୋଇପାରନ୍ତି ।
ଚାକିରି କ୍ଷେତ୍ରରେ ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚିନ୍ତାଧାରା ଓ ବିବେକାନୁମୋଦିତ କାର୍ଯ୍ୟ କରିପାରନ୍ତି । ନିଜକୁ କଳହମୁକ୍ତ ରଖିପାରିଲେ ପ୍ରଶଂସାର ପାତ୍ର ହେବେ । ସମସ୍ୟା ଉପରେ ସମସ୍ୟା ଲାଗି ରହୁଥିବାରୁ ଚିନ୍ତିତ ହେବେ । କୃଷିକାର୍ଯ୍ୟ କରିବେ ।
ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି । ବିବାଦୀୟ ପ୍ରତିଯୋଗିତାରେ ବିଜୟ ହାସଲ କରିବେ । ସକଳ ଗୁଣର ଆଧାର ହେବେ । ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହେବେ ।
ମିଳିଥିବା ସୁଯୋଗର ଉପଯୋଗ କରି କୃତକାର୍ଯ୍ୟ ହେବେ । ଆଶାବାଦୀ ହୋଇପାରନ୍ତି । ବହୁ ସୁଖର ଅଧିକାରୀ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି ।
ଜନୈକ ହିତେଷୀଙ୍କ ଠାରୁ ପ୍ରେରଣା ପାଇ ଶୁଦ୍ଧ-ପୂତ କାର୍ଯ୍ୟ କରିବେ । ମନ ଚଞ୍ଚଳ ରହିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ । ରୁଚିକର ଭୋଜନ ମିଳିବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ ।
ମାନସିକ ସ୍ତରରେ ଉତ୍ତେଜନା ଦେଖା ଦେବ । ବ୍ୟୟ ପରିମାଣ ଅଧିକ ହେବ । ପାରିବାରିକ ସୁଖ ମିଳିବ । ଗୁରୁକୃପା ଲାଭ କରିପାରନ୍ତି । ଘାତ-ପ୍ରତଘିାତ ସତ୍ତ୍ୱେ କାର୍ଯ୍ୟରେ ସଫଳତା ଲାଭ କରିବେ । ପରକୁ ଆପଣାର କରିପାରନ୍ତି ।
ବ୍ୟବସାୟ ଲାଭଜନକ ହେବ । ସୁଖ-ସନ୍ତୋଷ ଲାଭ କରିବେ । ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି । ଅର୍ଥାଗମର ସୂଚନା ମିଳୁଛି । କର୍ମ କୁଶଳତା ପ୍ରକାଶ ପାଇବ । ସରକାରୀ ସ୍ତରରେ ସମ୍ମାନିତ ହୋଇ ଅର୍ଥପ୍ରାପ୍ତି ହେବେ ।
ସାମୁହିକ କାର୍ଯ୍ୟରେ ଆଗକୁ ବଢ଼ିବେ । କର୍ମ ଚଞ୍ଚଳ ରହିବେ । ଗୃହରେ ଶାନ୍ତି ବାତାବରଣ ସୃଷ୍ଟି ହେବ । ସମ୍ମାନିତ ହେବେ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗୃହ ପରିବେଶ ସନ୍ତୋଷ ଜନକ ହେବ ।
କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟିବ । ସେବା-ପୂଜା ପ୍ରତି ଆଗ୍ରହୀ ହେବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ବନ୍ଧୁ ସହଯୋଗ ପାଇ ପାରନ୍ତି । ଭ୍ରମଣ ସୁଖ ମିଳିବ । ନିଜ କାର୍ଯ୍ୟ ପାଇଁ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
କର୍ମକ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂରୀଭୂତ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଶାରୀରିକ କ୍ଳେଶ ଉପୁଜି ପାରେ । ତେଜୀୟାନ୍ ହେବେ । ମଧୁରଭାଷୀ ହୋଇ ପାରନ୍ତି । ବହୁ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ନାନା ବିଭବରେ ମଣ୍ଡିତ ହେବେ ।
ଆଶା-ଆଶଙ୍କାରେ ଦିନ କଟିବ । ଆତ୍ମ ବଡ଼ିମା ଦେଖାଇପାରନ୍ତି । ବ୍ୟବହାର କୁଶଳତା ଯୋଗଁ ଜନସାଧାରଣଙ୍କ ଆଦରଣୀୟ ହେବେ । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments