OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 7th Dec 2020

Odia Rashiphala

Odia Rashiphala

ଅର୍ଥ ଆଗମନକୁ ଶାଣିତ କରିବା ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା ଉପୁଜି ପାରେ । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ବହୁଧନ, ପୁତ୍ର, ଉତ୍ତମ ବଂଶରୁ କନ୍ୟା ଆଣିବାର ମାର୍ଗ ଉନ୍ମୁକ୍ତ ରହିବ । ରୂପବାନ୍ ଓ ସୁଖୀ ହେବେ ।
ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ସକଳ ଗୁଣର ଆଧାର ହେବେ । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତି ହୋଇପାରନ୍ତି । କୃଷିଜାତ ଦ୍ରବ୍ୟ ସଂଗ୍ରହ କରିବେ । ଯାନବାହନ ସୁଖ ମିଳିବ । ଗୃହଉପୋଯୋଗୀ ହେ‌ବେ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗଠନମଳକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଦାନ ଧର୍ମକୁ ଶ୍ରେୟ ମଣିବେ । କନ୍ୟା, ପୁତ୍ର, ପୌତ୍ର, ପପୌତ୍ରାଦି ଲାଭ କରିପାରନ୍ତି । ବଚନ ମଧୁର ହୋଇପାରନ୍ତି ।
କାର୍ଯ୍ୟଟି କରାୟତ କରିବାରେ ସକ୍ଷମ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଧନାଗମର ସୂଚନା ମିଳୁଛି । ଦେବ ପୂଜା ନିରତ ହେବେ । ନିତ୍ୟାନନ୍ଦ ଭୋଗ କରିପାରନ୍ତି । ଯାନବାହନ ସୁଖ ମିଳିବ ।
ଶତ୍ରୁନାଶ କରି ମାନସିକ ଶାନ୍ତିରୁ ଫେରି ପାଇବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଉପାର୍ଜନ ଅଧିକ ହେବ ।
ଭଲ ମନ୍ଦ ମିଶ୍ରିତ ଫଳ ମିଳିପାରେ । କର୍ମତତ୍ପରତା ପ୍ରକାଶ ପାଇବ । ପରୋପକାରୀ ହେବେ । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । କୀର୍ତ୍ତିମାନ୍ ହେବେ । ଘାଚଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆୟ ପରିମାଣ ଅଧିକ ହେବ । ସତ୍‌କର୍ମରେ ବ୍ୟୟ କରିପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ସରକାରୀ ସ୍ତରରୁ ସମ୍ମାନିତ ହେବା ସହ ଧନଲାଭ ହୋଇପାରେ ।
ସୁଖ ସମ୍ମାନ ଲାଭ କରିପାରନ୍ତି । ବିନା ଦ୍ୱିଧାରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଚାଲୁ ରହିଥିବା କାର୍ଯ୍ୟର ଅଗ୍ରଗତି ଘଟିବ । ଚିନ୍ତାଧାରା ଉନ୍ନତମାନର ହେବ । ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ନିର୍ବାହ କରିପାରନ୍ତି । କରିତ୍‌କର୍ମା ହେବେ ।
ଶୁଭ କାର୍ଯ୍ୟକୁ ତୁରନ୍ତ ସମାଧାନ କରିବେ । ଆଦର୍ଶବାଦୀ ହେବେ । ନୈତିକତା ବୃଦ୍ଧି ହୋଇପାରେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରତିଯୋଗିତାରେ ବିଜୟୀ ହେବେ । ଗୋଷ୍ଠୀଙ୍କୁ ସହାୟତା ଦେବେ ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚ ବୃଦ୍ଧି ହୋଇପାରେ । ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ । ସ୍ୱାଭିମାନୀ ହେବେ । ଯାତ୍ରା ଶୁଭଦାୟକ । ରଣାଙ୍ଗନରେ ପଶ୍ଚାତ୍‌ପଦ ହେବାର ପ୍ରଶ୍ନ ଉଠୁନାହିଁ । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ ।
ଧୀର ଚିତ୍ତ, ସ୍ଥିର ବୃଦ୍ଧିରେ କାର୍ଯ୍ୟ କରିବେ । ବ୍ୟବସାୟ ଲାଭଜନକ ହେବ । ଆନନ୍ଦ ଉତ୍ସବ ମାର୍ଗ ରହିବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । ଦୟାଳୁ ସ୍ୱଭାବର ହେବେ । ପତ୍ନୀଙ୍କ ପରାମର୍ଶରେ ଚଳିବେ ।
ଯାହା ଇଚ୍ଛା କରିବେ ତାହା କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବଳଶାଳୀ ହେବେ । ଶତ୍ରୁ ଦମନ କରି ପରିବାରକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିବେ । ସୁସମ୍ୱାଦ ମିଳିବ । କରଜ ସୁଝିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments