![]() |
ସତ୍ସଙ୍ଗୀ ହୋଇପାରନ୍ତି । ଅଭୀଷ୍ଟ ସିଦ୍ଧି ହେବାର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅଧିକ କ୍ଷମତା ପାଇପାରି ସଦ୍ବ୍ୟବହାର କରିପାରନ୍ତି । ଜୀବେଦୟା ଧର୍ମ ପାଳିବେ । |
ମନରେ ବିଦ୍ୱେଷ ଭାବ ଜାତ ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ । ଧର୍ମକ୍ରିୟାରତ ହେବେ । ସତର୍କରେ ଚଳିବେ । | |
ଆୟ ଊଣା ହେବନାହିଁ । ପତ୍ନୀଙ୍କ ପରାମର୍ଶ ଶୁଭପ୍ରଦ ହେବ । ବହୁ ସୁଖର ଅଧିକାରୀ ହେବେ । ଗୁଣବାନ୍ ହେବେ । ବିନୟ ସ୍ୱଭାବ ଯୋଗୁଁ ଆଦରଣୀୟ ହେବେ । ଆହାର ଓ ବ୍ୟବହାରରେ ତ୍ୟକ୍ତଲଜ୍ଜା ହେବେ । | |
ପ୍ରତିଶୋଧ ପରାୟଣ ହୋଇପାରନ୍ତି । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିପାରନ୍ତି । | |
ବୁଦ୍ଧିପ୍ରୟୋଗ କରି ନିଧିପ୍ରାପ୍ତ ହେବେ । ସୁଖ-ସନ୍ତୋଷ ଲାଭ କରିବେ । ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପଢ଼ାପଢ଼ିରେ ମନୋନିବେଶ କରିବେ । | |
ସପରିବାର ସୁଖରେ ରହିବେ । କୁଳପ୍ରଧାନ ହୋଇପାରନ୍ତି । ବିନୀତ ଓ ସ୍ୱଭାବ ସମ୍ପନ୍ନ ହେବେ । ଶ୍ରମ ସାର୍ଥକ ହେବ । ପତ୍ନୀଙ୍କ ହେତୁ ସୁଖଭୋଗ କରିବେ । ବିଭାଗୀୟ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । | |
ସକଳ ଗୁଣର ଆଧାର ହୋଇପାରନ୍ତି । ସୁଖୀ ହେବେ । କାବ୍ୟଶାସ୍ତ୍ରାନୁରକ୍ତ ହେବେ । ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ । ଦେବଦର୍ଶନକରି ସୁଖୀ ହେବେ । ସରକାରୀ ସ୍ତରରୁ ଲାଭବାନ୍ ହେବେ । | |
ନିଜ ଅର୍ଜିତ ଧନ ଭୋଗ କରିପାରନ୍ତି । ଜଣେ ଉପଯୁକ୍ତ ପରାମର୍ଶଦାତା ଭାବେ ପ୍ରତିଷ୍ଠା ଅର୍ଜନ କରିବେ । ବହୁପ୍ରକାରର ବ୍ୟବସାୟରୁ ଧନାଗମ ହେବ । ମତିମାନ୍ ହେବେ । କର୍ମଚଞ୍ଚଳ ରହିବେ । | |
ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ଶ୍ରେଷ୍ଠ ପଦପଦବୀରେ ଆସୀନ ହେବାର ସୂଚନା ମିଳୁଛି । କର୍ମକୁ ଧର୍ମଭାବେ ଗ୍ରହଣ କରିବେ । ନୀତିବାଦୀ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । | |
ଧର୍ମକ୍ରିୟାରେ ଧନ ବ୍ୟୟ କରିବେ । କୃଷି କର୍ମ ଉପରେ ପ୍ରାଧାନ୍ୟ ଦେବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । କ୍ରୋଧ ସମ୍ବରଣ କଲେ ବହୁ ଶୁଭଫଳ ପାଇବେ । ମଧୁରଭାଷୀ ହେବେ । | |
ସନ୍ମାର୍ଗୀ ହେବେ । ସ୍ୱକର୍ମରୁ, ନ୍ୟାୟ ଧର୍ମରୁ, ପରାକ୍ରମରୁ, ବିଦ୍ୟା ପ୍ରଭାବରୁ ଓ ସାଧୁସଙ୍ଗରୁ ଧନପ୍ରାପ୍ତ ହେବେ । ଅଧିକ କର୍ମରେ ନିଜକୁ ନିୟୋଜିତ କରିବେ । | |
ଶ୍ରମ ସାର୍ଥକ ହେବ । କୃଷି ଉପରେ ଧ୍ୟାନ ଦେବେ । ଜଣେ ପୂଜ୍ୟ ବ୍ୟକ୍ତିଭାବେ ନିଜର ମହିମା ପ୍ରକାଶ କରିପାରନ୍ତି । ନିଧିପ୍ରାପ୍ତିର ସୂଚନା ମିଳୁଛି । ଆର୍ଥିକ ସ୍ଥିତି ସୁଦୂର ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । |
Odia Calendar 2021
Comments
comments