OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 4th November 2019

Odia Rashiphala

Odia Rashiphala

ପାରିବାରିକ ଜଞ୍ଜାଳ ବଢ଼ିପାରେ । ସମ୍ମାନିତ ହେବେ । ନୀରୋଗ ହୋଇପାରନ୍ତି । ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ସରକାରୀ ଧନ ମିଳିପାରେ । ଗୃହ ପରିବେଶ ଠିକ୍ ରହିବ । କୀର୍ତ୍ତିମାନ୍ ହେବେ । ଗୁଣଜ୍ଞ ହେବେ ।
ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଧନବାନ୍ ହେବେ । ସ୍ତ୍ରୀ ମୋହନକାରୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟର ରହିବେ । ଉଦ୍ୟୋଗୀ ହୋଇପାରନ୍ତି ।
ଗୁରୁଜନଙ୍କ ପାଇଁ କଷ୍ଟ ସହିପାରନ୍ତି । ବ୍ୟବସାୟରୁ ଲାଭ ପାଇ ସନ୍ତୁଷ୍ଟ ହେବେ । ପ୍ରତିହିଂସା ପରାୟଣ ହେବେ । ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବେ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । ଜଳଯାତ୍ରା ନ କରିବା ଭଲ ।
ଗୁରୁଜନଙ୍କ ସ୍ନେହର ପାତ୍ର ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ବନ୍ଧୁ ସହାୟତା ପାଇ ନିଜ ବ୍ୟବସାୟକୁ ତ୍ୱରାନ୍ୱିତ କରିବେ । ସେବା ମନୋଭାବ ଗ୍ରହଣ କରିବେ । ଦୁଃଖୀ-ରଙ୍କୀଙ୍କ ପୋଷକ ହୋଇପାରନ୍ତି । ଉତ୍ତମା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ ।
ନିଜକୁ ନିଜେ ସାନ୍ତ୍ୱନା ଦେବେ । କୌଣସି କାର୍ଯ୍ୟକ୍ରମରେ ଭାଗ ନ ନେଇ ନୀରବ ଭାବ ପ୍ରଦର୍ଶନ କରିପାରନ୍ତି । ଭାଇମାନଙ୍କ ସହିତ ଥିବା ମନୋମାଳିନ୍ୟର ଅନ୍ତ ଘଟିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ମିଳିବ । ଶତ୍ରୁ ଦମନ କରିପାରନ୍ତି ।
ବୁଦ୍ଧିର ପ୍ରୟୋଗ କରି ଲାଭବାନ୍ ହେବେ । ନିରବରେ କିଛି ଚିନ୍ତା କରିପାରନ୍ତି । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ବହୁଧନରେ ଅଧିକାରୀ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ ।
ବନ୍ଧୁ ମିଳନ ଆନନ୍ଦଦାୟକ ହେବ । ବାଦ-ବିବାଦରେ ବିଜୟୀ ହେବେ । କୃଷିକର୍ମ ପାଇଁ ତତ୍ପର ହୋଇପାରନ୍ତି । ଯାନବାହନ ସୁଖ ପାଇପାରନ୍ତି । ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିବେ । ଶିକ୍ଷାରେ ଅଗ୍ରଣୀ ହେବେ ।
ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । କାର୍ଯ୍ୟର ସଫଳତା ଲାଭ କରିବେ । ସକଳ ଗୁଣର ଆଧାର ହେବେ । ସୁଖଭୋଗ କରିପାରନ୍ତି । କାବ୍ୟଶାସ୍ତ୍ର ରଚନା କରିପାରନ୍ତି । ବିବାଦରେ ବିଜୟୀ ହେବେ ।
ମନରେ ଉଦ୍‌ବେଗ ଜାତ ହୋଇପାରେ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇ ପାରନ୍ତି । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦ ମିଳିପାରେ । ଅନୁଚରଯୁକ୍ତ ହୋଇପାରନ୍ତି । ଶକ୍ତିମାନ୍ ହେବେ ।
ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ଧନବାନ୍ ହେବେ । ଗୁଣଯୁକ୍ତ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ବଳିଷ୍ଠ ହେବେ । ତାରୁଣ୍ୟ ରୂପର ଅଧିକାରୀ ହେବେ । ସୁସ୍ୱାଦୁ ଭୋଜନ ମିଳିବ ।
ସତ୍ ପ୍ରେରଣା ପାଇପାରନ୍ତି । ସ୍ନେହସ୍ପଦ ବ୍ୟବହାର କରି ଅଧସ୍ତନଙ୍କ ପୂଜ୍ୟ ହୋଇ ପାରନ୍ତି । ଧର୍ମ ଜାଗରଣ ପାଇଁ ବ୍ୟୟ କରିପାରନ୍ତି । ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିବେ । ସଂଗ୍ରାମୀ ମନୋଭାବର ହେବେ ।
ଦୂରବନ୍ଧୁଙ୍କ ସହାୟତା ମିଳିବ । ନୂତନ ଦ୍ରବ୍ୟ କ୍ରୟ କରି ଖୁସି ହେବେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ପାଇପାରନ୍ତି । କୀର୍ତ୍ତିମାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ସୁସ୍ଥ ରହିବେ । ପ୍ରସନ୍ନତା ଲାଭ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments