OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 31th Aug 2020

Odia Rashiphala

Odia Rashiphala

ଆୟ ଆଶାନୁରୂପ ହେବ । ବିନୟୀଭାବ ସମ୍ପନ୍ନ ହେବେ । ବହୁମିତ୍ରଙ୍କ ସହଯୋଗ ମିଳିବ । ପ୍ରଥିତ ପ୍ରତାପ ଯଶା ହୋଇପାରନ୍ତି । ବ୍ରହ୍ମଉପାସକ ହେବେ । ପୌରୁଷ ପଣିଆର ପରିଚୟ ସୃଷ୍ଟି କରିବେ ।
କର୍ମକ୍ଷେତ୍ର ସଫଳ ଦାୟକ ହେବ । କର୍ମ ତତ୍ପରତା ପ୍ରକାଶ ପାଇବ । ଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ସଦ୍‌ମାର୍ଗରେ ଗତି କରି ଜୀବନର ଅଭୀଷ୍ଟ ସିଦ୍ଧି କରିପାରନ୍ତି । ଧନବାନ୍ ହେବେ । ପୁତ୍ରସୁଖ ମିଳିବ ।
କଷ୍ଟଉପାର୍ଜିତ ଧନଭୋଗ କରିପାରନ୍ତି । ବ୍ୟୟବୃଦ୍ଧିର ସୂଚନା ମିଳୁଛି । ଘାତ-ପ୍ରତିଘାତ ସହି ଦିନଟି ଅତିବାହିତ କରିପାରନ୍ତି । ଭ୍ରମଣ ବ୍ୟର୍ଥ ହେବ । ସର୍ବସୁଖ ମିଳିପାରେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚିନ୍ତାବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉତ୍ସାହୀ ହେବେ । ପରୋପକାରୀ ହେବେ ।
ଅର୍ଥପ୍ରାପ୍ତି ପାଇଁ ଚିନ୍ତିତ ହେବେ । ବନ୍ଧୁମିଳନ ଆନନ୍ଦ ଦାୟକ ହେବ । କାର୍ଯ୍ୟରେ ତତ୍ପରତା ପ୍ରକାଶ ପାଇବ । ଅଜାତ ଶତ୍ରୁ ହେବେ । ନୂତନ କାର୍ଯ୍ୟଭାର ଗ୍ରହଣ କରିପାରନ୍ତି । ପ୍ରତିହିଂସା ପରାୟଣ ହୋଇପାରନ୍ତି । ଶ୍ରେଷ୍ଠ ମାନ୍ୟତା ମିଳିବ ।
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସମାଜସେବୀ ହେବେ । ସଞ୍ଚୟାଭିମୁଖୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ସମ୍ମାନିତ ହୋଇପାରନ୍ତି । ଧନଯୁକ୍ତ ଓ ସ୍ତ୍ରୀ-ପୁତ୍ର ପ୍ରୀତି ଯୁକ୍ତ ହେବେ ।
ଘାତଚନ୍ଦ୍ର ଭୋଗ ହେଉଥିଲେ ମଧ୍ୟ କର୍ମକ୍ଷେତ୍ର ଅର୍ଥଦାୟକ ହେବ । କର୍ତ୍ତବ୍ୟ ପରାୟଣ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ଭାଗ୍ୟଶାଳୀ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।
କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ ପ୍ରମାଦ ହୀନ ହୋଇପାରନ୍ତି । ସାଧୁ ସେବାର ସଫଳ ମିଳିବ । ନିରୀହ ସ୍ୱଭାବର ହେବେ । ରାଜପୂଜା ମିଳିବ । ଯାନବାହନଯୁକ୍ତ ହୋଇପାରନ୍ତି । ପରାକ୍ରମଶାଳୀ ବହୁପୋଷକ ହେବେ ।
ଦୃଢ଼ ମନୋବଳ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି । ବହୁଧନ ସହିତ ପୁତ୍ର ସୁଖ ମିଳିବ । ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ପରିଚାଳନାରେ ଅଗ୍ରଗାମୀ ହେବେ । ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ ।
ଆଳସ୍ୟ ପରାୟଣ ହୋଇପାରନ୍ତି । ଯେକୌଣସି ସୂତ୍ରର ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଅନୁଗ୍ରହିତ ହୋଇପାରନ୍ତି । ପ୍ରୀତି ଲାଭ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ । ବନ୍ଧୁ ସହାୟତା ମିଳିବ ।
ବନ୍ଧୁସୁଖ ମିଳିବ । ସୁ-ସମ୍ୱାଦ ପାଇ ଖୁସି ହେବେ । ସତ୍ୟନିଷ୍ଠ ହୋଇପାରନ୍ତି । କୃଷିକ୍ଷେତ୍ରରୁ ଲାଭ ମିଳିବ । ଦାତା ଓ ଗୁଣବାନ୍ ହେବେ । ମାନୀ ହୋଇପାରନ୍ତି । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଖର୍ଚ୍ଚ ବୃଦ୍ଧି ହେବ ।
ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହେବେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହାନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଭୋଗ-ବିଳାସ କରିପାରନ୍ତି । ଗୁଣବାନ୍ ହେବେ । ପ୍ରସନ୍ନତା ଲାଭ କରିବେ । ସ୍ୱଂୟସିଦ୍ଧ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments