![]() |
ଆୟ ଆଶାନୁରୂପ ହେବ । ବିନୟୀଭାବ ସମ୍ପନ୍ନ ହେବେ । ବହୁମିତ୍ରଙ୍କ ସହଯୋଗ ମିଳିବ । ପ୍ରଥିତ ପ୍ରତାପ ଯଶା ହୋଇପାରନ୍ତି । ବ୍ରହ୍ମଉପାସକ ହେବେ । ପୌରୁଷ ପଣିଆର ପରିଚୟ ସୃଷ୍ଟି କରିବେ । |
କର୍ମକ୍ଷେତ୍ର ସଫଳ ଦାୟକ ହେବ । କର୍ମ ତତ୍ପରତା ପ୍ରକାଶ ପାଇବ । ଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ସଦ୍ମାର୍ଗରେ ଗତି କରି ଜୀବନର ଅଭୀଷ୍ଟ ସିଦ୍ଧି କରିପାରନ୍ତି । ଧନବାନ୍ ହେବେ । ପୁତ୍ରସୁଖ ମିଳିବ । | |
କଷ୍ଟଉପାର୍ଜିତ ଧନଭୋଗ କରିପାରନ୍ତି । ବ୍ୟୟବୃଦ୍ଧିର ସୂଚନା ମିଳୁଛି । ଘାତ-ପ୍ରତିଘାତ ସହି ଦିନଟି ଅତିବାହିତ କରିପାରନ୍ତି । ଭ୍ରମଣ ବ୍ୟର୍ଥ ହେବ । ସର୍ବସୁଖ ମିଳିପାରେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ । | |
ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚିନ୍ତାବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉତ୍ସାହୀ ହେବେ । ପରୋପକାରୀ ହେବେ । | |
ଅର୍ଥପ୍ରାପ୍ତି ପାଇଁ ଚିନ୍ତିତ ହେବେ । ବନ୍ଧୁମିଳନ ଆନନ୍ଦ ଦାୟକ ହେବ । କାର୍ଯ୍ୟରେ ତତ୍ପରତା ପ୍ରକାଶ ପାଇବ । ଅଜାତ ଶତ୍ରୁ ହେବେ । ନୂତନ କାର୍ଯ୍ୟଭାର ଗ୍ରହଣ କରିପାରନ୍ତି । ପ୍ରତିହିଂସା ପରାୟଣ ହୋଇପାରନ୍ତି । ଶ୍ରେଷ୍ଠ ମାନ୍ୟତା ମିଳିବ । | |
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସମାଜସେବୀ ହେବେ । ସଞ୍ଚୟାଭିମୁଖୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ସମ୍ମାନିତ ହୋଇପାରନ୍ତି । ଧନଯୁକ୍ତ ଓ ସ୍ତ୍ରୀ-ପୁତ୍ର ପ୍ରୀତି ଯୁକ୍ତ ହେବେ । | |
ଘାତଚନ୍ଦ୍ର ଭୋଗ ହେଉଥିଲେ ମଧ୍ୟ କର୍ମକ୍ଷେତ୍ର ଅର୍ଥଦାୟକ ହେବ । କର୍ତ୍ତବ୍ୟ ପରାୟଣ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ଭାଗ୍ୟଶାଳୀ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । | |
କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ ପ୍ରମାଦ ହୀନ ହୋଇପାରନ୍ତି । ସାଧୁ ସେବାର ସଫଳ ମିଳିବ । ନିରୀହ ସ୍ୱଭାବର ହେବେ । ରାଜପୂଜା ମିଳିବ । ଯାନବାହନଯୁକ୍ତ ହୋଇପାରନ୍ତି । ପରାକ୍ରମଶାଳୀ ବହୁପୋଷକ ହେବେ । | |
ଦୃଢ଼ ମନୋବଳ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି । ବହୁଧନ ସହିତ ପୁତ୍ର ସୁଖ ମିଳିବ । ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ପରିଚାଳନାରେ ଅଗ୍ରଗାମୀ ହେବେ । ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ । | |
ଆଳସ୍ୟ ପରାୟଣ ହୋଇପାରନ୍ତି । ଯେକୌଣସି ସୂତ୍ରର ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଅନୁଗ୍ରହିତ ହୋଇପାରନ୍ତି । ପ୍ରୀତି ଲାଭ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ । ବନ୍ଧୁ ସହାୟତା ମିଳିବ । | |
ବନ୍ଧୁସୁଖ ମିଳିବ । ସୁ-ସମ୍ୱାଦ ପାଇ ଖୁସି ହେବେ । ସତ୍ୟନିଷ୍ଠ ହୋଇପାରନ୍ତି । କୃଷିକ୍ଷେତ୍ରରୁ ଲାଭ ମିଳିବ । ଦାତା ଓ ଗୁଣବାନ୍ ହେବେ । ମାନୀ ହୋଇପାରନ୍ତି । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଖର୍ଚ୍ଚ ବୃଦ୍ଧି ହେବ । | |
ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହେବେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହାନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଭୋଗ-ବିଳାସ କରିପାରନ୍ତି । ଗୁଣବାନ୍ ହେବେ । ପ୍ରସନ୍ନତା ଲାଭ କରିବେ । ସ୍ୱଂୟସିଦ୍ଧ ହେବେ । |
Odia Calendar 2019
Comments
comments