![]() |
ପରିସ୍ଥିତି ପାଇଁ ବାତାବରଣ ଅନୁକୂଳ ରହିଛି । ଉଚ୍ଚଆଶା ଫଳବତୀ ହେବ । ସତ୍କର୍ମରେ ନିୟୋଜିତ ହୋଇପାରନ୍ତି । ସାହସ ସଞ୍ଚୟ କରି କାର୍ଯ୍ୟରେ ଆଗେଇବେ । ବନ୍ଧୁ ସହାୟତା ପାଇ ସ୍ଥଗିତ କାର୍ଯ୍ୟରେ ଆଗେଇବେ । |
ସୁସ୍ଥ ଓ ନୀରୋଗ ରହିପାରନ୍ତି । କେତେକ କାର୍ଯ୍ୟରେ ମୌନେ ସମ୍ମତିର ଲକ୍ଷଣ ହୋଇପାରେ । ପାରିବାରିକ ସୁଖ ମିଳିବ । ଧନ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ବଳବାନ୍ ହେଲେ ବି ପରାସ୍ତ ହେବ । ଭ୍ରାତୃ ଭାବ ଅତୁଟ ରହିବ । ସୁଖୀ ହେବେ । | |
ଆୟ-ବ୍ୟୟ ସମାନ୍ତରାଳ ଗତି କରିବ । ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିବେ । କର୍ମକ୍ଷେତ୍ରରେ ସଫଳତା ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସନ୍ତାନ ସୁଖ ମିଳିବ । ବ୍ୟବସାୟ ଲାଭଜନକ ହେବ । | |
କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି । କୃଷି କାର୍ଯ୍ୟ ପାଇଁ ତତ୍ପର ହେବେ । ଯାନବାହନ ସୁଖ ମିଳି ପାରେ । ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି । ଭାଷା ଶୈଳୀ ମଧୁମୟ ହେବ । | |
ଆୟ ବୃଦ୍ଧିର ସୂଚନା ମିଳୁଛି । ଆଶାବାଦୀ ହେବେ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ସକଳ ଗୁଣଯୁକ୍ତ ହେବେ । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ବିବାଦୀୟ ଘଟଣାର ଆଶୁ ସମାଧାନ ହେବ । | |
କୃଷିକ୍ଷେତର ଉନ୍ନତି ଘଟାଇ ପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ହସ ଖୁସିରେ ସମୟ ବିତାଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ତ୍ୟାଗଶୀଳ ହେବେ । ନୀତିନିଷ୍ଠ ହୋଇପାରନ୍ତି । ଚଞ୍ଚଳ ମନା ହେବେ । ଅତି ସୁଖୀ ଓ କୀର୍ତ୍ତିମାନ୍ ହେବେ । | |
ଆୟ ପରିମାଣ ବୃଦ୍ଧି ପାଇବ । ସରକାର କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ । | |
ଭ୍ରାତୃ ବିବାଦର ଅବସାନ ଘଟିବ । କାର୍ଯ୍ୟରେ ବାଧା ଉପୁଜି ପାରେ । ଅନୁଗୃହୀତ ହୋଇପାରନ୍ତି । ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହେବେ । ପାରିବାରିକ ଶାନ୍ତି ମିଳିବ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବେ । ଅମାୟିକ ବ୍ୟବହାର ଆପଣଙ୍କୁ ମହାନ୍ କରିବ । | |
ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ସୁଖୀ ହେବେ । ସମ୍ମାନିତ ହେବେ । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଭୋଗ-ବିଳାସ କରିପାରନ୍ତି । ଗୁଣଜ୍ଞ ହେବେ । ସରକାରଙ୍କ କୃପାରୁ ପ୍ରସନ୍ନତା ଲାଭ କରିବେ । | |
ଲୋକପ୍ରିୟତା ବଢ଼ାଇ ପାରନ୍ତି । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । କର୍ମତତ୍ପରତା ପ୍ରକାଶ ପାଇବ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ । ସରକାରୀ ଅର୍ଥ ମିଳିପାରେ । | |
ଲାଗି ରହିଥିବା ବିବାଦୀୟ ଘଟଣାର ସୁ-ସମାଧାନ ହେବ । ପରିଶ୍ରମର ମୂଲ୍ୟାଙ୍କନ ହେବ । ପାରିବାରିକ ସୁଖ-ସମୃଦ୍ଧି ଆଶା କରାଯାଏ । ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି । ଆନନ୍ଦ ଉପଭୋଗ କରିବେ । ଜନୈକା ମହିଳାଙ୍କ ସହାୟତା ପାଇବେ । | |
କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଭାଗୁଆଳି ବ୍ୟବସାୟରୁ ଲାଭପ୍ରାପ୍ତ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । |
Odia Calendar 2019
Comments
comments