![]() |
ଗୃହ କାର୍ଯ୍ୟରେ ନିୟୋଜିତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ରୁଚିକର ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଭଲ ରହିବ । |
ଗଣ୍ଡଗୋଳିଆ ପରିସ୍ଥିତିରୁ ଲାଭ ଉଠାଇପାରନ୍ତି । ଭ୍ରମଣ ଯୋଗ ଅଛି । ବିବାଦୀୟ ପରିସ୍ଥିତି ଉପୁଜି ପାରେ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ନିରବ ଦର୍ଶକ ହୋଇପାରନ୍ତି । ଖର୍ଚ୍ଚାନ୍ତ ଯୋଗ ଅଛି । ମିଷ୍ଟଭାଷୀ ହେବେ । | |
ଆଂଶିକ ସଫଳତା ମିଳିବ । ଶୁଭଖବର ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସରକାରୀ ଅର୍ଥ ମିଳିବ । | |
ଅର୍ଥ ସଂଗ୍ରହ କରିପାରନ୍ତି । ଭୋଜନ ରୁଚିକର ନହୋଇପାରେ । ଶୁଭଖବର ମିଳିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ଲାଭ କରିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିଜୟୀ ହେବେ । | |
ପ୍ରିୟ ବ୍ୟକ୍ତି ସହିତ ମତାନ୍ତର ଘଟିପାରେ । ବିଭିନ୍ନ ସ୍ତରରୁ ସହାୟତା ମିଳିବ । କାର୍ଯ୍ୟରେ ସଫଳତା ମିଳିବ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦୁପଯୋଗ କରିପାରନ୍ତି । ବିବାଦରେ ବିଜୟୀ ହେବେ । ଭକ୍ତିଗାଥା ଶୁଣି ପାରନ୍ତି । | |
ମନରେ ବ୍ୟାକୁଳତା ବୃଦ୍ଧି ହୋଇପାରେ । ନୈରାଶ୍ୟ ଭାବ ଜାତ ହେବା ବେଳକୁ, ଆକସ୍ମିକ ଧନଲାଭ ହେବାର ସୂଚନା ମିଳୁଛି । ବ୍ୟବସାୟ ବିଶେଷ ଲାଭଯୁକ୍ତ ହେବ । ଚଞ୍ଚଳ ଚେଷ୍ଟିତ ହେବେ । ସାହସୀ ହେବେ । ଜ୍ଞାନ-ଗରିମା ବୃଦ୍ଧି ହେବ । | |
ସାମାନ୍ୟ କଥାକୁ ନେଇ ଚିଡ଼ିଚିଡ଼ା ଭାବ ପ୍ରକାଶ କରିପାରନ୍ତି । ଅନାଦାର ହୋଇପାରନ୍ତି । ଦିନ ୧୦ଟା ପରେ ସୁଖକର ଘଟଣାମାନ ଘଟିବ । କର୍ମରେ ସଫଳତା ମିଳିବ । ଶୁଭକାର୍ଯ୍ୟ କରଣୀୟ । ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ । | |
ଧୈର୍ଯ୍ୟବାନ୍ ହୋଇପାରନ୍ତି । ପରୋପକାରୀ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଆନନ୍ଦ ଅନୁଭବ କରିବେ । ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବେ । | |
ନିଜ ଇଚ୍ଛା ଅନୁସାରେ ଫଳପ୍ରାପ୍ତ ହେବେ । ଆଳସ୍ୟ ଅନୁଭବ କରିପାରନ୍ତି । ପଢ଼ାପଢ଼ିରେ ମନୋନିବେଶ କରିବେ । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଉତ୍ଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
କାର୍ଯ୍ୟକ୍ଷେତ୍ର ସହଜ-ସୁଲଭ ହୋଇପାରେ । ଆଶାବାଦୀ ହୋଇପାରନ୍ତି । କେତେକ କାର୍ଯ୍ୟରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ନୂଆବନ୍ଧୁ ଜୁଟିବେ । | |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ଅଶାନ୍ତିର ଉପଶମ ହେବ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । | |
ଯାତ୍ରାଦିରୁ ଆନନ୍ଦ ମିଳିବ । ଲୋକପ୍ରିୟତା ବୃଦ୍ଧି ହେବ । ଚଞ୍ଚଳ ଚେଷ୍ଟିତ ହେବେ । କରିତ୍କର୍ମା ହେବେ । ବ୍ୟବସାୟ ଲାଭଜନକ ହେବ । ବିବାଦରେ ବିଜୟୀ ହେବେ । ଜନବଲ୍ଲଭ ହୋଇପାରନ୍ତି । ଭକ୍ତିମାର୍ଗରେ ମନ ବଳିବ । ଗୁଣବାନ୍ ହୋଇପାରନ୍ତି । |
Odia Calendar 2019
Comments
comments