![]() |
କାର୍ଯ୍ୟରେ ସଫଳତା ମିଳିବ । ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ସାଧନା ଫଳପ୍ରଦ ହେବ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ । ଗୃହ ପରିବେଶ ସ୍ୱାସ୍ଥ୍ୟ ଉପଯୋଗୀ ହେବ । କୀର୍ତ୍ତିମାନ୍ ହେବେ । ଗୁଣବାନ୍ ହେବେ । |
ନୂତନ ଗୃହ କ୍ରୟ କରିବାର ସୁଯୋଗ ମିଳିବ । ମନରେ ଭକ୍ତିଭାବ ଉଦୟ ହୋଇପାରେ । ସମ୍ମାନିତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆନନ୍ଦ-ଉଲ୍ଲାସରେ ସମୟ ଅତିବାହିତ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମହିଳା ସହାୟିକା ହେବେ । | |
ବର୍ତ୍ତମାନର ପରିସ୍ଥିତି ଆପଣଙ୍କ ପାଇଁ ଲାଭପ୍ରଦ ହେବ; ମାତ୍ର ସୁଖ ମିଳିବ । କଷ୍ଟସାଧ୍ୟ ହେବ । ଅଷ୍ଟମ ଚନ୍ଦ୍ର ସହିତ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ଉଚ୍ଚସ୍ଥାନ ଆରୋହଣ ନିଷେଧ । | |
ଭ୍ରାତୃ ବିବାଦର ସୁ-ସମାଧାନ ହୋଇପାରେ । ସୁଖ-ସନ୍ତୋଷ ଲାଭ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଅନ୍ୟର ମଙ୍ଗଳ କାମନା କରି ନିଜେ ବିଶେଷ ଉପକୃତ ହୋଇପାରନ୍ତି । ଏକ ପତ୍ନୀବ୍ରତ ନୀତି ଗ୍ରହଣ କରିପାରନ୍ତି । | |
କର୍ମକ୍ଷେତ୍ରରେ ତରବର ନ ହୋଇ ଅପେକ୍ଷାରତ ହେଲେ ସଫଳ ମିଳିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଶତ୍ରୁ ଉତ୍ପାତର ଅବସାନ ଘଟାଇ ମାନସିକ ଶାନ୍ତି ଫେରି ପାଇବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । | |
ଦାୟିତ୍ୱରେ ପରିବର୍ତ୍ତନ ଘଟିପାରେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ମାନ-ସମ୍ମାନର ଅଧିକାରୀ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଚଞ୍ଚଳ ଚେଷ୍ଟିତ ହେବେ । ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । | |
ବାଧା-ବିଘ୍ନ ଏଡ଼ାଇ ଆଗକୁ ବଢ଼ି ପାରନ୍ତି । ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । କୃଷି ଉପରେ ଧ୍ୟାନ ଦେଇପାରନ୍ତି । ଯାନବାହନ ସୁଖ ମିଳିବ । ସୁଖଭୋଗ କରିବେ । ପ୍ରଦୂଷଣମୁକ୍ତ ଗୃହରେ ରହିବେ । | |
ଧାର୍ମିକ ଭାବନା ଆପଣଙ୍କୁ ମହାନ୍ କରିପାରେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଦୀର୍ଘ ଦିନର ଆଶା ପୂରଣ ହେବ। ରାଜଯୋଗ ରହିଛି । ପଦ-ପଦବୀରେ ଅଳଙ୍କୃତ ହୋଇପାରନ୍ତି । ବ୍ୟବସାୟ ଲାଭ ଜନକ ହେବ । ବିବାଦରେ ବିଜୟୀ ହେବେ । | |
ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯିବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । ନଗଦ ଅର୍ଥପ୍ରାପ୍ତ ହେବେ । ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି । ଚଞ୍ଚଳମନା ହେବେ । ଚିତ୍ତ ସନ୍ତୁଷ୍ଟ ହେବ । କୀର୍ତ୍ତି ସ୍ଥାପନ କରିବେ । | |
ଆୟ ଆଶାନୁରୂପ ହୋଇପାରେ । ସୁଖ-ସମ୍ମାନ ଲାଭ କରିବେ । ଧନବାନ୍ ହୋଇପାରନ୍ତି । ଗୁଣବାନ୍ ହେବେ । ଉପାର୍ଜନ ଊଣା ହେବ ନାହିଁ । ବଳିଷ୍ଠ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟିବେ । | |
ସହପାଠୀଙ୍କ ସହିତ ମତାନ୍ତର ଘଟିପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କର୍ମକ୍ଷେତ୍ର ଚିନ୍ତାଜନକ ହେବ । ସହଯୋଗୀଙ୍କ ସମର୍ଥନ ଓ ସହାୟତା ମିଳିବ । କ୍ଷମାଶୀଳ ହୋଇପାରନ୍ତି । ଶ୍ରେଷ୍ଠ ମାନ୍ୟତା ମିଳିବ । ପରୋପକାରୀ ହେବେ । | |
ଯୋଗାଯୋଗରେ ପ୍ରଗତି ଘଟିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଭୋଗୀ ହୋଇପାରନ୍ତି । ଗୁଣବାନ୍ ହେବେ । ପ୍ରସନ୍ନତା ଲାଭ କରିବେ । |
Odia Calendar 2019
Comments
comments