OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 28th March 2022

Odia Rashiphala

Odia Rashiphala

ପରୋପକାରରେ ସର୍ବଦା ତତ୍ପର ରହିବେ । ଦେବତୁଲ୍ୟ ପୂଜ୍ୟ ହେବେ । ଭାଗ୍ୟବାନ୍ ହେବେ । ଶତ୍ରୁ ବିଜୟୀ ହୋଇପାରନ୍ତି । ଚତୁର ହେବେ । ଜନବଲ୍ଲଭ ହେବେ । ଆର୍ଥିକ ସ୍ଥିତି ଦୃଢ଼ ରହିବ ।
ଧର୍ମ ଧ୍ୱଜାଧାରୀ ହେବେ । ପୁତ୍ର ସୁଖରେ ସୁଖୀ ହେବେ । ଦୟାଳୁ ସ୍ୱଭାବର ହେବେ । ରାଜପୂଜା ମିଳିପାରେ । ଚରିତ୍ରବାନ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ । ଗୁଣଜ୍ଞ ହେବେ । କ୍ଷମତାର ସଦ୍ ବ୍ୟବହାର କରିବେ ।
ଭଲ କର୍ମକରି ଜନପ୍ରିୟ ହୋଇପାରନ୍ତି । ସନ୍ମାର୍ଗୀ ହେବେ । ଉପକାରୀଙ୍କଠାରେ ସଦା କୃତଜ୍ଞ ରହିବେ । ଉପଯୁକ୍ତ ପରାମର୍ଶଦାତା ହେବେ । ସ୍ୱୀକୃତିସମ୍ପନ୍ନ ହେବେ । ସାରାଦିନ ସତର୍କରେ ଚଳିବେ ।
ସାଧୁଲୋକଙ୍କର ହିତକାରୀ ହେବେ । ବେଦ-ବେଦାନ୍ତରେ ପାରଦର୍ଶୀ ହେବେ । ଗୁରୁଭକ୍ତିରେ ନିମଗ୍ନ ହୋଇପାରନ୍ତି । ବିଜୟୀ ଭାବର ହେବେ । ପୁଣ୍ୟବାନ୍ ହୋଇପାରନ୍ତି । ସୁଶୀଳ ଓ ଧନବାନ୍ ହୋଇପାରନ୍ତି ।
ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ଦୟାଳୁ ସ୍ୱଭାବର ହେବେ । ନିଜ କାର୍ଯ୍ୟ ଅପେକ୍ଷା ପଡ଼ୋଶୀଙ୍କ କାର୍ଯ୍ୟରେ ଗୁରୁତ୍ୱ ଦେବେ । ଶିଷ୍ଟାଚାର ସମ୍ପନ୍ନ ହେବେ । ଧାର୍ମିକ ପ୍ରବର ହେବେ ।
ପ୍ରଥିତ ପ୍ରଭାବ ସମ୍ପନ୍ନ ହେବେ । ଧୀର, ସ୍ଥିର ସ୍ୱଭାବର ହେବେ । ଧର୍ମ ପ୍ରବର ହେବେ । କଳାକାର ହୋଇପାରନ୍ତି । ଯଶସ୍ୱୀ ହେବେ । କଳାକାର ହୋଇପାରନ୍ତି । ପ୍ରବଚକ ହୋଇପାରନ୍ତି । ବିଦ୍ୟାଭ୍ୟାସୀ ହେବେ ।
ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ । ଅତି ସୁଖୀ ହେବେ । ଜିତେନ୍ଦ୍ରୀୟ ହୋଇପାରନ୍ତି । ରମଣୀମାନଙ୍କର ପ୍ରିୟପାତ୍ର ହେବେ । ସୁଗଠିତ ଶରୀରଯୁକ୍ତ ହେବେ । ଚତୁର ସ୍ୱଭାବର ହୋଇପାରନ୍ତି । ଧନବାନ୍ ହେବେ ।
ଦେଇଥିବା ପ୍ରତିଶ୍ରୁତି ନିଶ୍ଚିତ ପାଳନ କରିବେ । କୃଷି ବଳରେ ବଳୀୟାନ ହୋଇପାରନ୍ତି । ପୁଣ୍ୟବାନ୍ ହେବେ । ସୁସ୍ଥ ଓ ସମୃଦ୍ଧ ହେବେ । ଦୃଢ଼ ପୌରୁଷର ଅଧିକାରୀ ହେବେ । ବିତ୍ତବାନ୍ ହେବେ ।
ଅନ୍ୟର ହିତକାରୀ ହେବେ । ବିଦ୍ୟାଭ୍ୟାସୀ ହେବେ । ଧାର୍ମିକ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି । ବିନୟୀ ସ୍ୱଭାବ ସମ୍ପନ୍ନ ହେବେ । କୃଷି ବଳରେ ବଳୀୟାନ ହେବେ । ମେଧାବୀ ଓ ନୀତିନିଷ୍ଠ ହେବେ ।
ପ୍ରଚୁର ଧନର ଅଧିକାରୀ ହେବେ । ବିନା ଅସ୍ତ୍ରରେ ଶତ୍ରୁ ସଂହାର କରିପାରନ୍ତି । ବିନୟାବନତ ହୋଇପାରନ୍ତି । ପ୍ରଥିତ ପ୍ରଭାବ ସମ୍ପନ୍ନ ହେବେ । ସର୍ବଦା ହର୍ଷଯୁକ୍ତ ହେବେ । ସତ୍ୟପ୍ରିୟ ହେବେ ।
ଅଜସ୍ର ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଅତିଥି ପରାୟଣ ହୋଇପାରନ୍ତି । ଧର୍ମ କାର୍ଯ୍ୟରେ ଧନ ବ୍ୟୟର ସୂଚନା ମିଳୁଛି । ଓଁ ସାଧନାରେ ବ୍ରତୀ ହୋଇପାରନ୍ତି । ଦାନକରି ଗରିବଙ୍କ ପ୍ରିୟ ହେବେ ।
ସତ୍ୟାର୍ଜନେ ତତ୍ପର ହେବେ । ନିର୍ଭୟରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଲାଭଜନକ କର୍ମରେ ନିୟୋଜିତ ହେବେ । ପୂଜ୍ୟ ବ୍ୟକ୍ତିଭାବେ ସମ୍ମାନିତ ହେବେ । ସରକାରୀ ଧନ ପ୍ରାପ୍ତ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments