OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 27th May 2019

Odia Rashiphala

Odia Rashiphala

ତରତର ନହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ଲାଭ କରିବେ । ଆୟ ଆଶାନୁରୂପ ହେବ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ଧୈର୍ଯ୍ୟବାନ୍ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ।
ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଶ୍ରମ ସାର୍ଥକ ହେବ । ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ସୁ-ସମ୍ବାଦପାଇ ଖୁସି ହୋଇପାରନ୍ତି । ସ୍ତ୍ରୀଧନ ହେତୁ ସୁଖୀ ହୋଇପାରନ୍ତି । ପରାମର୍ଶ ଦାତା ହେବେ ।
ଯେତେ କଷ୍ଟ ଆସୁ ପଛେ ସବୁକିଛି ସହିଯିବେ । ଘାତଚନ୍ଦ୍ର ଭୋଗ ହେତୁ ସାବଧାନତାର ସହ ଚଳିବାକୁ ପଡ଼ିବ । ନୃତ୍ୟ ସଙ୍ଗୀତପ୍ରିୟ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଧର୍ମ ମାର୍ଗରେ ମନୋନିବେଶ କରିବେ ।
 ନିଜର ଅଭିଜ୍ଞତାର ଉପଯୋଗ କରିବେ । ବାଣିଜ୍ୟ କାରବାରରେ ପ୍ରଚୁର ଧନଲାଭ ହେବ । ବିଚକ୍ଷଣ ବୁଦ୍ଧିଯୁକ୍ତ ହୋଇପାରନ୍ତି । ସର୍ବଜନ ପ୍ରିୟ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ ।
ନିଜର ଜିଦ୍ ବଜାୟ ରଖିପାରନ୍ତି । ବନ୍ଧୁ ମିଳନରେ ବିଶେଷ ଉପକୃତ ହୋଇପାରନ୍ତି । ସନ୍ତୁଷ୍ଟ ହେବେ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାନ୍ୟତା ପାପ୍ତ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । ରାଜପ୍ରାସାଦ ସୁଖ ଭୋଗ କରିବେ ।
ଆର୍ଥିକ ସହଯୋଗ ମିଳିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ନିଜର କର୍ମ ଆନନ୍ଦଦାୟକ ହେବ । ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି । ସତ୍‌ସଙ୍ଗୀ ହେବେ । ରାଜତୁଲ୍ୟ ହେବେ । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ପରୋପକାରୀ ଓ ଧନ ଲାଭକାରୀ ହେବେ ।
ଚିନ୍ତାମୁକ୍ତ ହୋଇପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । କାର୍ଯ୍ୟ ସିଦ୍ଧ ହେବ । ମାତ୍ର ବିଳମ୍ବରେ । ଧନବାନ୍ ହେବେ । ପୁତ୍ର ପ୍ରାପ୍ତିର ସୌଭାଗ୍ୟ ଅଛି । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବାର ସୂଚନା ମିଳୁଛି ।
 ଗୁରୁଜନଙ୍କ କାର୍ଯ୍ୟରେ ବ୍ୟଥିତ ହୋଇପାରନ୍ତି । ଆର୍ଥିକ ଲାଭ ହୋଇପାରେ । କାର୍ଯ୍ୟ ହାସଲ କରିବାରେ ସିଦ୍ଧ-ହସ୍ତ ହେବେ । ବିଦ୍ୟାଭ୍ୟାସୀ ହେବେ । ବହୁ ପୁଣ୍ୟ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । ଶ୍ରେଷ୍ଠ କର୍ମୀ ଭାବେ ପ୍ରଶଂସନୀୟ ହେବେ ।
ପାରିବାରିକ ଜୀବନରେ ଶାନ୍ତି ବାତାବରଣ ସୃଷ୍ଟି ହୋଇପାରେ । ଉଚ୍ଚଆଶା ଫଳ ବତୀ ହେବେ । ପ୍ରତି କାର୍ଯ୍ୟ ପାଇଁ ଶୁଭ ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବ । ଯଶସ୍ୱୀ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁଖ-ସମୃଦ୍ଧ ଭୋଗ କରିବେ ।
ଦେବ ଦର୍ଶନ କରି ଶାନ୍ତି-ସନ୍ତୋଷ ଲାଭ କରିବେ । ଆଳସ୍ୟ ପରାୟଣ ହୋଇପାରନ୍ତି । ସ୍ନେହ-ଶ୍ରଦ୍ଧା ପାଇ ଲୋକ ମାନଙ୍କ ନିକଟରେ କୃତଜ୍ଞ ହୋଇପାରନ୍ତି । ଭୟାତୁର ହେବା ଆଶା କରାଯାଏ । ବିଭିନ୍ନ ଦିଗରୁ ଧନାଗମ ହେବ । ଭାଗ୍ୟବାନ୍ ହେବେ ।
ସ୍ୱାଧୀନ ଚେତା ଭାବେ କାର୍ଯ୍ୟ କରି ଚାଲିବେ । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ରୁଚିକର ଭୋଜନ ମିଳିବ । ସୁସ୍ଥ ଓ ନିରାମୟ ରହିବେ । ନୂଆବନ୍ଧୁ ଜୁଟିବେ । ଧନବାନ ଓ ଗୁଣବାନ ହୋଇପାରନ୍ତି ।
କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳ, ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସାବଧାନ ରହିବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ହାସ୍ୟଯୁକ୍ତ ହୋଇପାରନ୍ତି ।କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments