OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 25th November 2019

Odia Rashiphala

Odia Rashiphala

ପ୍ରଭାବ ବିସ୍ତାର କରି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ମୂଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ଭାଇଙ୍କ ଉପରେ ବିପଦ ଅଛି । ପୁତ୍ର, କଳତ୍ର, ଧନ ଓ ମିତ୍ରଯୁକ୍ତ ହେବେ ।
ପାରିବାରିକ ଚିନ୍ତା ବୃଦ୍ଧି ହୋଇପାରେ । ମନରେ ଗର୍ବଭାବ ବହନ କରିପାରନ୍ତି । ଯଶସ୍ୱୀ ହେବେ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । କିଛି ଅଘଟଣ ଘଟିପାରେ । ପ୍ରରାନ୍ନପୁଷ୍ଟ ହୋଇପାରନ୍ତି । କୌଣସି କାରଣରୁ ଶୋକାକୁଳ ହୋଇପାରନ୍ତି ।
ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି । ଦିନଟି ସମସ୍ୟା ବହୁଳ ହୋଇପାରେ । ଶତ୍ରୁନାଶ କରିବାରେ ସକ୍ଷମ ହୋଇପାରନ୍ତି । ଚତୁଷ୍ପଦ ପ୍ରାଣୀ ପ୍ରାପ୍ତ ହୋଇପାରନ୍ତି । ସନ୍‌ମାର୍ଗୀ ହେବେ । ପଦ-ପଦବୀ ମିଳିପାରେ ।
ବୁଦ୍ଧି ପ୍ରୟୋଗ କରି ପ୍ରତ୍ୟେକ କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ବ୍ୟବସାୟ ଲାଭଜନକ ହେବ । ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ସର୍ବ ସୁଖ ମିଳିପାରେ ।
ଚଳାଇଥିବା ଅନୁସନ୍ଧାନରେ ସଫଳତା ଲାଭ କରିବେ । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ପ୍ରାପ୍ତ ହେବେ । ଆନନ୍ଦ, ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଦୀର୍ଘଦିନର ଆଶା-ଆଙ୍କାକ୍ଷା ପୂରଣ ହେବ ।
ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି । ଆଶାବାଦୀ ହେବେ । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନ ଯୁକ୍ତ ହେବେ । ସୁବର୍ଣ୍ଣ ସମ୍ପଦ ଲାଭ ହୋଇପାରେ । ଅନୁଚରଯୁକ୍ତ ହୋଇପାରନ୍ତି । ବଳବାନ୍ ହେବେ । ପିତୃ ସୁଖ ନାସ୍ତି । ଅଧିକାର ପ୍ରାପ୍ତ ହେବେ ।
ମାନସିକ ଶାନ୍ତି ହରାଇ ପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ପାରିବାରିକ ସୁଖ-ଶାନ୍ତି ଫେରି ଫାଇବେ ।
ପାରିବାରିକ ଶାନ୍ତି ଫେରି ପାଇବେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କର୍ତ୍ତବ୍ୟ ନିଷ୍ଠ ହେବେ । ସର୍ବଗୁଣ ସମ୍ପନ୍ନ ହୋଇପାରନ୍ତି । ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଉନ୍ନତିମାର୍ଗରେ ଆଗୁସାର ହୋଇପାରନ୍ତି । ମେଧାବୀ ହେବେ । ନୀତିବାଦୀ ହେବେ ।
ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତି ଉପୁଜି ପାରେ । ରୋଜଗାର ଆଶାନୁରୂପ ହେବ । ପ୍ରଭାବ-ବିସ୍ତାର କରିପାରନ୍ତି । ସୁଖ-ଶାନ୍ତି ମିଳିବ । ପାରିବାରିକ ସମୃଦ୍ଧି ଆଶାକରାଯାଏ । ଆଧ୍ୟାତ୍ମିକ ବାଦୀ ହେବେ ।
ଅଯାଚିତ ସାହାଯ୍ୟ ପାଇବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଶାନ୍ତି-ସନ୍ତୋଷ ମିଳିବ । ସର୍ବକୁଶଳ ଆଶାକରାଯାଏ । ମନରେ ଉତ୍ସାହ ବୃଦ୍ଧି ପାଇବ । ଯଶସ୍ୱୀ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ସରକାରୀ ଅର୍ଥ ମିଳିପାରେ ।
ଋଣମୁକ୍ତ ହେବାକୁ ପ୍ରୟାସ ଜାରି ରଖିବେ । ପରୋପକାର କରି ଆତ୍ମ ତୃପ୍ତି ମିଳିବ । ବିବାଦୀୟ ପରିସ୍ଥିତି ପାଇଁ ମନସ୍ତାପ କରିପାରନ୍ତି । କୁଳ ପ୍ରଧାନ ହୋଇପାରନ୍ତି । ଧର୍ମରତ ହେବେ । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ । ବୁଦ୍ଧିମାନ୍ ହେବେ । ପୁତ୍ର ସୁଖ ମିଳିବ ।
ସହାୟତା ସୁଲଭ ହେବ । ବେଳେବେଳେ ନିଜକୁ ଅସହାୟ ମନେ କରିପାରନ୍ତି । କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ; ମାତ୍ର ତାହା ସହଜରେ ସମାଧାନ ହେବ । ଶୁଦ୍ଧପୂତ ଭାବେ ନିଜ କାର୍ଯ୍ୟରେ ଆଗକୁ ବଢ଼ିବେ । ନୀତିଯୁକ୍ତ ବିନୀତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments