OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 21th March 2022

Odia Rashiphala

Odia Rashiphala

ସମାଜସେବାରେ ନିଜକୁ ନିୟୋଜିତ ପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ବ୍ୟବସାୟ ଲାଭଜନକ ହେବ। ପୁଣ୍ୟପ୍ରଭା ପତ୍ନୀଙ୍କ ଉପଦେଶ ଶୁଭଦାୟକ ହେବ ।ସ୍ୱକର୍ମ ପାଇଁ ଗର୍ବିତ ହେବେ।
ସତ୍ ଚିନ୍ତା ଯୋଗୁଁ ଅପୂର୍ଣ୍ଣତାରୁ ପ୍ରାପ୍ତ ହେବେ। ସତକର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସମୃଦ୍ଧିର ମୂଳଦୂଆ ପଡିବ। ଶତ୍ରୁମାନେ ଆପଣାଛାଏଁ ଅପସରି ଯିବେ। ଆଦର୍ଶବାଦୀ ହେବେ।
କର୍ମ ଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ।ଧାର୍ମିକ ତେଜସ୍ୱୀ ଓ ଉତ୍ତମବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।
ଉଦାର ପ୍ରକୃତିର ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପୋରନ୍ତି । ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମରୁ ଲାଭବାନ୍ ହେବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ।
ମନରେ ପ୍ରସନ୍ନତା ଭାବ ଉଦ୍ରେକ ହୋଇପାରେ। ଈଶ୍ବରୀୟ ଚେତନାରେ ଉଦ୍ବୃଦ୍ଧ ହୋଇପୋରନ୍ତି। ଭାଷା ଓ ବ୍ୟବହାର ମଧୁର ହେବ। ପ୍ରେମୀ ଓ ସାହାସୀ ହେବେ। ଭାତୃ ଭାବ ଅତୁଟ ରହିବ। ସର୍ବତ୍ର ବିଜୟୀ ହେବେ।
ଭାଗ୍ୟ ଦେବୀ ପ୍ରସନ୍ନ ଅଛନ୍ତି। ଉତ୍ତମବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ମଧୁରଭାଷୀ ,ସହନଶୀଳ ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁଙ୍କ ସହାୟତା ମିଳିବ।
କର୍ମ କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ଐଶୂର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦମାରେ ବିଜୟୀ ହେବେ ।ଧନଲାଭ ହେବ। ଶାସ୍ତ୍ର ହେବେ ।
ସାଧ୍ନାରେ ସିଦ୍ଧିପ୍ରାପ୍ତ ପାଇଁ ନିର୍ଭରଶୀଳ ନ ହୋଇ ଈପ୍ସିତ କର୍ମର ଆନୁଗାମୀ ହେବେ। ମଧୁର ଭାଷା ଓ ବ୍ୟବହାର କରି ପର କୁ ଆପଣାର କରି ପାରନ୍ତି ନୂତନ ଯୋଜନା ପାଇଁ ଅଧିକ ବ୍ୟୟ କରି ପାରନ୍ତି ।
ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି ।କର୍ମଚଞ୍ଚଳ ରହିପାରନ୍ତି ।ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଓ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କରିତକର୍ମୀ ହେବେ।
କୂଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସଭାବର ହେବେ ।ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦିଛା ଭାବ ରହିବ। ସୁଖୀ ହେବେ।
ଭାଗ୍ୟଶାଳୀ ହେବେ । ଅନ୍ୟର ପେତ ଚିହ୍ନିବାର ଶକ୍ତି ସମ୍ପନ୍ନ ହେବେ। ଜୀବନକୁ ସହଜ ଭାବେ ଗ୍ରହଣ କରିବାର ପ୍ରବୃତ୍ତିଯୁକ୍ତ ହେବେ। ବିଦ୍ୱାନ୍ ,ସାହାସୀ ଓ ସମତିବାନ୍ ହେବେ। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆଶା ମରୁଭୂମିର ମରୀଚିକା ପରି ଛଳ୍ନାମୟୀ ହୋଇପାରେ। ସ୍ୱାଭିମାନୀ ହେବେ। ବ୍ୟବସାୟ ଲାଭଜନକ ହେବ। ଶୁଭ କାର୍ଯ୍ୟ ସ୍ଥଗିତ ରଖିପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source

Odia Calendar 2022

Order Odia Bhagyajyoti Calendar 2022 From OdishaShop.com

Comments

comments