![]() |
କାର୍ଯ୍ୟ ଉତ୍ସାହଜନକ ହେବ । ଦେହ ଦୁର୍ବଳ ରହିଥିବାବେଳେ ମନ ଚଞ୍ଚଳ ରହିବ । ରୋଜଗାର ଧୀରେ, ସୁସ୍ଥେ ବୃଦ୍ଧି ହୋଇପାରେ । ଚାକିରି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ଙ୍କ ଶୁଭଫଳ । |
ବିନା ବାଧାବିଘ୍ନରେ ଆଗକୁ ବଢ଼ିବେ । ସୁସ୍ଥ ଓ ନିରାମୟ ରହିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ପ୍ରଶଂସାଭାଜନ ହୋଇପାରନ୍ତି । ଦାନଧର୍ମ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବିଦ୍ୟାର୍ଥୀଙ୍କ ମଧ୍ୟମ ଫଳ । | |
କାର୍ଯ୍ୟ ସନ୍ତୋଷଜନକ ହେବ । ସୁସ୍ଥ ରହିବେ । ମନ ପ୍ରସନ୍ନ ରହିବ । ଚାକିରିରେ ପ୍ରାପ୍ୟ ମିଳିବ । ବିଳମ୍ବ ହୋଇପାରେ । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ଜୀବନ ସୁଖପ୍ରଦ ହେବ । ବିଦ୍ୟାର୍ଥୀ ପ୍ରତିଯୋଗୀ ହେବେ । | |
କୃଷି କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ବାସପୋଯୋଗୀ ହେବ । ପରିଶ୍ରମ ଯେତେ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । | |
ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି । ସାମାନ୍ୟ ମାତ୍ରାର ଆୟ ବୃଦ୍ଧି ହେବ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ । ବିଦ୍ୟାର୍ଥୀ ମନୋଯୋଗୀ ହେବେ । | |
କାର୍ଯ୍ୟରେ ସଫଳତା ମିଳିବ । ସୁସ୍ଥ ଓ ନିରାମୟ ରହିବେ । ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ । ଚାକିରିରେ ସ୍ୱପଦ-ମର୍ଯ୍ୟାଦା ମିଳିବ । ବ୍ୟବସାୟ ଲାଭଜନକ ହେବ । ଶ୍ରମ ସାର୍ଥକ ହେବ । ବିଦ୍ୟାର୍ଥୀଙ୍କର ଶୁଭଫଳ । | |
ମନୋବଳ ଦୃଢ଼ ରହିବ । ସୁସ୍ଥ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଚାକିରିରେ ପଦୋନ୍ନତି ଘଟିପାରେ । ବିଦ୍ୟାର୍ଥୀଙ୍କ ଉଚ୍ଚ ଶିକ୍ଷା ଯୋଗ ଅଛି । | |
ଆଉ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ । କାର୍ଯ୍ୟରେ ଧୀରେ ସୁସ୍ଥେ ଆଗେଇବେ । ଦେହ ସୁସ୍ଥ ରହିବ । ମନୋବଳ ବୃଦ୍ଧି ହେବ । ଆୟ ସ୍ୱଳ୍ପ ପରିମାଣର ହେବ । ସମ୍ମାନିତ ହେବେ । ବ୍ୟବସାୟ ଭଲରେ ଚାଲିବ । ବିଦ୍ୟାର୍ଥୀଙ୍କ ଶୁଭଫଳ । | |
ସମସ୍ୟା ସମାଧାନ କରିବାରେ ପାରଙ୍ଗମ ହେବେ । ଆୟ ଆଶାନୁରୂପ ହେବ । ସରକାରୀ ସ୍ତରରୁ ସମ୍ମାନ ମିଳିବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଲୋକପ୍ରିୟ ହୋଇପାରନ୍ତି । କର୍ମବୀର ହେବେ । ବିଦ୍ୟାର୍ଥୀ ସୁଖୀ ହେବେ । | |
ସାହାଯ୍ୟ ସହଯୋଗ ମିଳିପାରେ । ଆୟ-ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିବ । ଚାକିରି ଜୀବନର ଅଳିଆ ସଫା କରିବାକୁ ଉଦ୍ୟମ ଜାରି ରଖିବେ । ବ୍ୟବସାୟ ଲାଭଜନକ ହେବ । ବିଦ୍ୟାର୍ଥୀଙ୍କ ଚିନ୍ତା ଦୂର ହେବ । | |
ପରୋପକାରୀ ହେବେ । ସମସ୍ତ ବାଧାବିଘ୍ନ ଥାଇ ମଧ୍ୟ କାର୍ଯ୍ୟରେ ଆଗେଇେବ । ମନୋବଳ ଦୃଢ଼ତର ହେବ । ସୁସ୍ଥ ରହିବେ । ସମସ୍ୟା ଦୂର କରିବାରେ ପାରଙ୍ଗମ ହେବେ । ଦୟାର୍ଦ୍ଦଚିତ୍ତ ହୋଇପାରନ୍ତି । ବିଦ୍ୟାର୍ଥୀ ଅଧ୍ୟୟନରତ ହେବେ । | |
କାର୍ଯ୍ୟରେ ଆଗୁସାର ହୋଇପାରନ୍ତି । ମନ ପ୍ରଫୁଲ୍ଲିତ ରହିଥିବାବେଳେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚାକିରିରେ ପରାଧୀନ ହୋଇପାରନ୍ତି । ବ୍ୟବସାୟର ମଧ୍ୟମ ଫଳ ମିଳିବ । ବିଦ୍ୟାର୍ଥୀ ଉଚ୍ଚ ଫଳପ୍ରାପ୍ତ ହୋଇପାରନ୍ତି । |
Odia Calendar 2021
Comments
comments