OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 21th February 2022

Odia Rashiphala

Odia Rashiphala

ଦିନିଟି ସୁଖମୟ ହେବ । ମାନ-ସମ୍ମାନ ଓ ମର୍ଯ୍ୟାଦାଯୁକ୍ତ ହେବେ । ବନ୍ଧୁ ମିଳନ ଘଟିବ । ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣହେବେ । ପୁଣ୍ୟପ୍ରଭା ପତ୍ନୀଙ୍କ ଦୁଃଖ ଦୂର କରିବେ ।
ନୈତିକ ବଳରେ ବଳୀୟାନ ହେବେ । ଭ୍ରାତୃ ସହୋଗ ପାଇ ଅନାୟାସରେ ଶତ୍ରୁ ଦମନ କରିବେ। ସାରାଦନ କାର୍ଯ୍ୟବ୍ୟସ୍ତ ରହିବେ ।ଶଭୁକାର୍ଯ୍ୟ ସମ୍ପାଦନ କରିପାରନ୍ତି । ଋଣ ବୋଝରୁ ମକ୍ତ ହେବେ ।
କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ଧୈର୍ଯ୍ୟ ହରାନହୋଇ ପରିସ୍ଥିତିର ସାମ୍ନ କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ । ବ୍ୟବସାୟରେ ବନ୍ଧୁ ସମ୍ପର୍କ ପ୍ରେ ଓ ପ୍ରଣୟ କ୍ଷେତ୍ରରୁ ଅନୁକୂଳ ଫଳ ମିଳିବ ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ପାରିବାରିକଶାନ୍ତି ଅବ୍ୟାହତ ରହିବ । କୃଷିକ୍ଷେତରୁ ଲାଭବାନ୍ ହେବେ ।ଯାନବାହନ ସୁଖ ମିଳିବ । ମାନସିକ ଅଶାନ୍ତି ଦୂରହେବ ।
ଶ୍ରମ ସାର୍ଥକ ହେବ । ଆର୍ଥିକ ସ୍ତିତିରେ ପ୍ରଭୂତ ଉନ୍ନତ ଘଟିବ । ପ୍ରଭୁପାଦରେ ମନ, ଶରୀର ଓ ଆତ୍ମାକୁ ସମର୍ପଣ କରିପାରନ୍ତି । ସରକାରୀସ୍ତରରୁ ଲାଭ ମଳିବ । ଅଶାନନ୍ତି ଦୂର ହେବ । ସଖୁୀ ହେବେ ।
ଧନବାନ ହେବେ । ବଦ୍ୟାବାନ୍ , ଗଣୁୀ ଓ ଚତୁର ହେବେ । ବନ୍ଧୁସହାୟତା ପାଇ ଖସିହେବେ । ଦାମ୍ପତ୍ୟ ଜୀବନ ସଖପ୍ରଦ ହେବ ।ଉଚ୍ଚାଭଳିାଷୀ ହେବେ । ଅସାଧ୍ୟ ସାଧନ ପାଇଁ ଉଦ୍ୟମ ଅବ୍ୟାହତ ରହିବ ।
ରୋଜଗାରକ୍ଷମ ହେବେ । ଶ୍ରୀଚନ୍ଦ୍ର ଭୋଗ ହେତୁ ସୁମିଷ୍ଟ ଭୋଜନରେଆପ୍ୟାୟତ ହେବେ । ବଳିାସ-ବ୍ୟସନ କରିପାରନ୍ତି । ଚନ୍ତାଧାରାଉନ୍ନତମାନର ହେବ । ସସ୍ଥୁ ରହିବେ । ଦାମ୍ପତ୍ୟ ଜୀବନ ସଖପ୍ରଦ ହେବ ।
କାୟ ମନୋବାକ୍ୟରେ ଧର୍ମ ଆବରଣ କରିପାରନ୍ତି । ବ୍ୟୟ ବୃଦ୍ ତି ଧିରସୂଚନା ମଳିୁଛ । ନିତିନୀଷ୍ଠ ବ୍ୟକ୍ତିଭାବେ ସମ୍ମାନିତ ହେବେ । ମନୋବଳଦୃଢ଼ ରହବ । ବାକ୍ ସଂଯମତା ପ୍ରାଣ ଶକ୍ତିକୁ ଉଜ୍ଜୀବତ କରିପାରେ ।
ଜୀବନ ସମର୍ପିତ ହୋଇପାରେ । ମାନବବାଦର ଚେତନାକୁ ଉପସ୍ଥାପନକରିପାରନ୍ତି । ସତି କଳ କ୍ଷେତ୍ରରେ ନଜିର ପାରଦର୍ଶିତା ପ୍ରତପିାଦନକରିବେ । ବଭିାଗୀୟ ଅର୍ଥପ୍ରାପ୍ତିର ସଚନା ମିଳୁଛି ।
ଶ୍ରମର ମୂଲ୍ୟାଙ୍କନ ହେବ । ସଖୁୀ ହେବେ । ସମ୍ମାନତ ହେବେ । ଚେତନାରଉଜ୍ଜ୍ୱଳ ପ୍ରଦୀପ ହୋଇପାରନ୍ତି । ବାଣିଜ୍ୟ କାରବାର ସ୍ୱର୍ଣ୍ଣପ୍ରସୂହୋଇପାରେ । ପାରିବାରିକ ଜୀବନ ସଖମୟ ହେବ ।
ପ୍ରକାଶିତ ଚିତ୍ତର ଅନୁଭୂତିଜ୍ଞାନ, ଗରିମାମୟ ହୋଇପାରେ । ଦିନଟି ସୁଖ-ସମୃଦ୍ଧିର୍ପୁ୍ଣ୍ଣ ହେବ । ଉଦ୍ୟୋଗୀ ହେବେ। ଈଶ୍ୱରଭକ୍ତିରେ ଶକ୍ତିସମ୍ପନ୍ନହୋଇପାରନ୍ତି । ଅନ୍ୟ କୁ ସଖୁଦେଇ ସରଳ, ନିରାଡମ୍ବର ହେବେ ।
ସାହସ ସଞ୍ଚୟ କରି ବପଦ ର ମୁକାବିଲା କରିପାରନ୍ତି । ସର୍ବକଳାବଦ୍ୟାରେ ଦକ୍ଷ ହୋଇପାରନ୍ତି । ଧର୍ମପ୍ରିୟ ହେବେ। ତେଜସ୍ୱିନୀ ପତ୍ନୀଙ୍କପରାମର୍ଶ ମଳିବ । ଅଷ୍ଟମ ଚନ୍ଦ୍ର ହେତୁ ସତର୍କରହିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments