OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 20th Dec 2021

Odia Rashiphala

Odia Rashiphala

କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଆର୍ଥିକ ସ୍ଥିତିରେ ପ୍ରଭୂତ୍ୱ ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବ ଦର୍ଶନର ସୁଯୋଗ ଅଛି । ଅଶାନ୍ତି ଦୂର ହେବ । ସରକାରୀ ଲାଭ ମିଳିବ ।
ଆଶାବାଦୀ ହୋଇପାରନ୍ତି । ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି । ମତିମାନ୍‌ ହେବେ । ବିବିଧ ଧନଯୁକ୍ତ ହେବେ । ଚଞ୍ଚଳମନା ଓ ଅତି ସୁଖୀ ହେବେ । ସହିଷ୍ଣୁ ହେବେ । କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବେ ।
ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ । କାର୍ଯ୍ୟରେ ବାଧା ଦେବା ପାଇଁ କେହି ଉଦ୍ୟମ ଚଳାଇ ପାରନ୍ତି । ସ୍ୱାସ୍ଥ୍ୟ ରକ୍ଷା ପାଇଁ ଖର୍ଚ୍ଚାନ୍ତ ହେବେ ।
ରୋଜଗାର ଆଶାନୁରୂପ ହେବ । ସୁସମ୍ବାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ ।
ପରିଶ୍ରମ ଯେତେ କଠିନ ହେଉ ପଛେ; ତା’ର ମୂଲ୍ୟ ମିଳିବ । ଶୁଭଖବର ମିଳିପାରେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛତା ଦେଖାଦେବ । ଶୁଭକାର୍ଯ୍ୟ ସମ୍ପାଦିତ ହେବ ।
କର୍ମକ୍ଷେତ୍ର ଉତ୍ସାହଜନକ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ହାସଲ କରିବେ ଓ ତା’ର ସଦ୍ ବ୍ୟବହାର କରି ପ୍ରଶଂସିତ ହେବେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ ।
ସାମାନ୍ୟ କ୍ଲାନ୍ତ ଅନୁଭବ କରିବେ । ଆକସ୍ମିକ ସମସ୍ୟା ଦେଖାଦେଇ ପାରେ । ସମ୍ମାନ, ଧନ ଓ ଯାନବାହନରୁ ସୁଖ ଭୋଗ କରିପାରନ୍ତି । ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦ ଲାଭ କରିପାରନ୍ତି ।
ଉଚ୍ଚ ଆଶା ଫଳବତୀ ହେବ । ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସୁସ୍ୱାଦୁ ଭୋଜନ ମିଳିବ ।
ପୂର୍ବ ପ୍ରସ୍ତୁତି ଯୋଗୁଁ ଶତ୍ରୁକୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ସୁସମ୍ବାଦ ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିବେ ।
ପରାମର୍ଶଦାତା ହେବେ । ପଢ଼ାପଢ଼ିରେ ମନୋନିବେଶ କରିବେ । ବିଭିନ୍ନ ସୂତ୍ରରୂ ବିଶେଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ । ଗୁଣଜ୍ଞ ହେବେ ।
ଶ୍ରମ ସାର୍ଥକ ହେବ । ଉଚ୍ଚାସନରେ ଆସୀନ ହୋଇପାରନ୍ତି । ବିତ୍ତବାନ୍ ହେବେ । ବୁଦ୍ଧିମାନ୍‌ ହେବେ । ଯାନ-ବାହନ ସୁଖ ମିଳିପାରେ । ଧନ ସହିତ ସରକାରୀ ମାନ୍ୟତା ପ୍ରାପ୍ତ ହେବେ । ପରୋପକାରୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments