OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 28th Feb 2022

Odia Rashiphala

Odia Rashiphala

ପ୍ରଭାବଶାଳୀ ହେବେ । ସତ୍ୟ ସନାତନ ଧର୍ମୀ ହେବେ । ଯଶସ୍ୱୀ ହେବେ । ବିଭିନ୍ନ ସତ୍ରରୁ ଅର୍ଥ ପ୍ରାପ୍ତ ହେବ । ସୁତ ସୌଖ୍ୟଯକ୍ତୁ ହେବେ । ରାଜପଜୂା ମିଳିବ । ଗୁଣଜ୍ଞହେବେ । ବିତ୍ତଶାଳୀ ଓ ଜିତେନ୍ଦ୍ରିୟ ହେବେ ।
ଅସୁସ୍ଥତା ଥାଇ ବି ଜ୍ଞାନ ପ୍ରଦାନ କରି ପ୍ରଶଂସାର ପାତ୍ର ହେବେ । ସମାଲୋଚକ ହୋଇପାରନ୍ତି । ଶତ୍ରୁଙ୍କ ପ୍ରଣମ୍ୟ ହେବେ । ଧନ-ଧାନ୍ୟ ପ୍ରାପ୍ତି ହେବ । ସବୁ କିଛି ଶୁଭ ଥାଇ ବି ସତର୍କରେ ଚଳିବାକୁ ପଡିବ ।
ସାଧୁଙ୍କ ପ୍ରତି ଅନୁରକ୍ତି ରହିବେ । ମାୟା-ମୋହଠାରୁଦୂରେଇ ରହିବେ । ବେଦ ବିଦ୍ୟାର ଅନୁଗାମୀ ହେବେ । ଦେବ-ଗୁରୁ, ଗୁରୁ୍ଜନଙ୍କ ଆଶୀର୍ବାଦର ପାତ୍ର ହେବେ । ପୁଣ୍ୟବାନ୍ ହେବେ । ଶତ୍ରୁ ବିଜୟୀ ହେବେ ।
ମୂଲ୍ୟବାନ୍ ଧାତୁ ଦ୍ରବ୍ୟର ଅଧିକାରୀ ହୋଇପାରନ୍ତି । ଭୂମି ଲାଭ ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଜିତେନ୍ଦ୍ରିୟ ହେବେ । ପତ୍ନୀଙ୍କ ଅଭୀଷ୍ଟ ପୁରଣ କରିବାରେ ସକ୍ଷମ ହେବେ । ଶାସ୍ତ୍ରାଧ୍ୟାୟୀ ହେବେ ।
ସ୍ଥିର ସ୍ୱଭାବର ହେବେ । ବିଭିନ୍ନ କଳା ବିଦ୍ୟାରେ ନିପୁଣ ହେବେ । ଜିତେନ୍ଦ୍ରିୟ ହେବେ । ଜ୍ୟୋତର୍ବିଦ୍ୟାରେ ପାରଙ୍ଗମ ହେବେ । ମତିମାନ୍ ହୋଇପାରନ୍ତି । ଧର୍ମପ୍ରବର ହେବେ । ସାଧୁଙ୍କ ଅନୁରକ୍ତ ହେବେ ।
ପ୍ରଭୂତ ସୁଖର ଅଧିକାରୀ ହେବେ । ପାପ ପ୍ରତି ବିମୁଖ ହେବେ । ବିଦ୍ୟାର୍ଜନରେ ତତ୍ପର ହେବେ । ମନରେ ଧର୍ମୀୟ ଭାବନା ରହିବ । ଜ୍ଞାନାଧିକ ଓ ରମଣୀପ୍ରିୟ ହେବେ। ଚତୁର ସ୍ୱଭାବର ହେବେ ।
ବହୁପୌରୁଷର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷି ବଳରେ ବଳୀୟାନ ହେବେ । ପୁଣ୍ୟ କଥାରେ ଅନୁରକ୍ତ ରହିବେ । ବାକ୍ୟ ବିଶାରଦ ହେବେ । ଭଲ କାର୍ଯ୍ୟ କରିବେ। ବିତ୍ତଯକ୍ତୁ ହେବେ ।
ବିଦ୍ୟାଧିକର ଅଧିକାରୀ ହେବେ । ଜନ ପ୍ରୀତଯିକ୍ତୁ ହୋଇପାରନ୍ତି । ନାନାଦି କାର୍ଯ୍ୟରେ ନିଃସଙ୍କୋଚ ବ୍ୟୟ କରିବେ । ବହୁ ବ୍ୟକ୍ତି ସହ ବନ୍ଧୁତା ସ୍ଥାପନ ହେବ । ଶାସ୍ତ୍ର ପ୍ରତି ରୁଚି ରହିବ । ମେଧାବୀ ହେବେ ।
ଶତ୍ରୁକୁ ନିରସ୍ତ୍ର କରିବାରେ ସକ୍ଷମ ହେବେ । ପ୍ରଭୂତ କୋଷର ଅଧିକାରୀ ହେବେ । ସତପଥଗାମୀ ହେବେ । ପ୍ରଭାବଶାଳୀ ହୋଇପାରନ୍ତି । ସାଧୁଜନଙ୍କ ପ୍ରିୟ ହେବେ । ମିଷ୍ଟାନ୍ନ ଭୋଜନ କରିବେ । ସସ୍ଥୁ ରହିବେ ।
ଦେବ-ଦ୍ୱିଜାନୁରକ୍ତ ହୋଇପାରନ୍ତି । ସତ୍ୟ ପ୍ରତିଜ୍ଞ ସମ୍ପନ୍ନ ହେବେ । ଦୃଢ଼ମନା ଓ ନୀତିନିଷ୍ଠ ହେବେ । ଚେତନାର ଉଜ୍ୱଳ ପ୍ରଦୀପ ହେବେ । କର୍ମକ୍ଷେତ୍ରରେ ବ୍ୟୟାଧିକ ହେବ । ସତ୍ୟ ଅର୍ଜନରେ ତତ୍ପର ହେବେ ।
ଦେବ-ଦ୍ୱିଜାନୁରକ୍ତ ହୋଇପାରନ୍ତି । ସତ୍ୟ ପ୍ରତିଜ୍ଞ ସମ୍ପନ୍ନ ହେବେ । ଦୃଢ଼ମନା ଓ ନୀତିନିଷ୍ଠ ହେବେ । ଚେତନାର ଉଜ୍ୱଳ ପ୍ରଦୀପ ହେବେ । କର୍ମକ୍ଷେତ୍ରରେ ବ୍ୟୟାଧିକ ହେବ । ସତ୍ୟ ଅର୍ଜନରେ ତତ୍ପର ହେବେ ।
ନିର୍ଭୀକ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ପ୍ରଜ୍ଞାଧିକାର କାରକ ହେବେ । ଭାଷାରେ, କାର୍ଯ୍ୟକଳାପରେ ମହାନୁଭବର ପରିଚୟ ସୃଷ୍ଟି କରିବେ । ହିରଣ୍ୟପଣ୍ୟ ଓ ପ୍ରସନ୍ନବାକ୍ୟଯକ୍ତୁ ହେବେ । ନୀତଯୁକ୍ତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments