OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 1st July 2019

Odia Rashiphala

Odia Rashiphala

ମନ ପ୍ରଫୁଲ୍ଲ ରହିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ହେବେ । ଚଞ୍ଚଳମନା ହୋଇ ପାରନ୍ତି । ହୃଷ୍ଟଚିତ୍ତ ହେବେ । ଅତିସୁଖୀ ହେବା ଆଶା କରାଯାଏ । ରୂପବାନ୍ ହୋଇପାରନ୍ତି ।
ଆୟ ପରିମାଣ ବୃଦ୍ଧି ପାଇବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ସରକାରୀ କିମ୍ୱା ବନ୍ଧୁଙ୍କ ସହାୟତା ପାଇ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ ।
ଅଭିଳାଷ ପୂରଣ ହେବ । ସୁଖ-ସମ୍ମାନ ଲାଭ କରିବେ । ସୌଭାଗ୍ୟ ବୃଦ୍ଧି ସୂଚନା ମିଳୁଛି । କର୍ମ ତତ୍ପରତା ପ୍ରକାଶ ପାଇବ । ସୁସ୍ଥ ଓ ନିରାମୟ ରହିବେ । ବନ୍ଧୁ ସତ୍କାର କରି ଖର୍ଚ୍ଚାନ୍ତ ହୋଇପାରନ୍ତି । ଭ୍ରାତୃଭାବ ଅତୁଟ ରହିବ । ଚକ୍ଷୁରେ ପୀଡ଼ା ଦେଖାଦେବ ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଚେଷ୍ଟା ଫଳବତୀ ହେବ । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନ- ବାହନ ସୁଖ ମିଳିପାରେ । କୀର୍ତ୍ତିମାନ୍ ଓ ଭୋଗ-ବିଳାସୀ ହେବେ । ଗୁଣଜ୍ଞ ହେବେ ।
ସାମାନ୍ୟ ପରିମାଣର ଆର୍ଥିକ ଲାଭ ପାଇପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ରାଜଦ୍ୱାରେ ସମ୍ମାନିତ ହେବେ । ସନ୍ତାନ ସୁଖ ପାଇ ପାରନ୍ତି । ଉତ୍ତମ ଗୃହରେ ବାସ କରିବେ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛି ମିଳିପାରେ । ଉତ୍ତମ ଗୁଣଯୁକ୍ତ ହେବେ ।
ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶାନ୍ତ ସ୍ୱଭାବର ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟିବ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ଭାଳିବେ । ବିବାଦରେ ବିଜୟୀ ହେବେ ।
ମାନସିକ ସ୍ତରରେ ଅଶାନ୍ତି ଜାତ ହୋଇପାରେ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରତିହିଂସା ପରାୟଣ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟରୁ ଲାଭବାନ୍ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ନୂତନ କର୍ମକ୍ଷେତ୍ରରେ ଯୋଗଦାନ କରିବେ । ଘାତଚନ୍ଦ୍ର ଭୋଗ ହେତୁ ଯାନ-ବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ବନ୍ଧୁଙ୍କ ସହାୟତା ପାଇ ଲାଭବାନ୍ ହେବେ । ବ୍ୟବସାୟ ଲାଭଜନକ ହେବ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ ।
ମାନସିକ ସ୍ତରରେ ପ୍ରଫୁଲ୍ଲିତ ହୋଇପାରନ୍ତି । ଶତ୍ରୁ ଭୟକୁ ଖାତିର ନ କରି କାର୍ଯ୍ୟ ସଂପାଦନ କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳଶାଳୀ ହେବେ । ଶେଷରେ ଶତ୍ରୁ ଦମନ କରିପାରନ୍ତି । ଭାତୃଭାବ ଅତୁଟ ରହିବ । ସୁଭାଷୀ ହୋଇପାରନ୍ତି ।
ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ । ବିଚାର-ଆଲୋଚନା ମାଧ୍ୟମରେ କାର୍ଯ୍ୟ କରିବାକୁ ପଡ଼ିବ । ଅର୍ଥ ଚିନ୍ତା ଉପୁଜି ପାରେ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି । ଉତ୍ତମବସ୍ତ୍ର, ରତ୍ନସହିତ ସରକାରୀ ଧନ ମିଳିପାରେ ।
ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଯାନ-ବାହନ ସୁଖ ମିଳିପାରେ । ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ ।
ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଯଶସ୍ୱୀ ହୋଇପାରନ୍ତି । କୃତି ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ । ଲୋକପ୍ରିୟତା ବୃଦ୍ଧି ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments