OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 19th Oct 2020

Odia Rashiphala

Odia Rashiphala

ଜଟିଳ ସମସ୍ୟା ଦେଖା ଦେଇପାରେ । ଭୋଜନ ତୃପ୍ତିଦାୟକ ନ ହୋଇପାରେ । ସ୍ୱାଭିମାନୀ ହେବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ଉପଯୁକ୍ତ ପରାମର୍ଶ ଦାତା ହେବେ । ଦେବ-ଦ୍ୱିପ ପରାୟଣ ହେବେ ।
ବହୁ ସୁଖର ଅଧିକାରୀ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି । ସ୍ଥିର କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନ ମିଳିବ । ସପରିବାର ଆନନ୍ଦ ଉପଭୋଗ କରିପାରନ୍ତି ।
ପଦକ୍ଷେପ ସନ୍ତୋଷଜନକ ହେବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ପାଇ ଭାବ ବିହ୍ୱଳ ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଋଣପରିଶୋଧ କରି ଚିନ୍ତାମୁକ୍ତ ହେବେ ।
ଚିନ୍ତାଧାରା ଉନ୍ନତମାନର ହେବ । ଅଧ୍ୟାପନା ପାଇଁ ପୂର୍ବ ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହୋଇପାରନ୍ତି । ଅର୍ଥପ୍ରାପ୍ତିର ସୁଯୋଗ ଅଛି । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଗମନାଗମନ ଖର୍ଚ୍ଚ ବହୁଳ ହୋଇପାରେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ । କର୍ମଚଞ୍ଚଳ ରହିବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି ।
ଜନ ସମର୍ଥନ ପାଇ ଖୁସି ହେବେ । ଶ୍ରମ ସାର୍ଥକ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଠାକୁରଙ୍କ ଦର୍ଶନ ଲାଭ କରିବେ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ ।
ଯାତ୍ରା ଶୁଭଦାୟକ ହେବ । ବିଭିନ୍ନ ଦିଗରୁ ଧନାଗମ ହେବ । ବନ୍ଧୁମାନେ କରଛଡ଼ା ଦେଇପାରନ୍ତି । ନୃତ୍ୟ ସଙ୍ଗୀତପ୍ରିୟ ହୋଇପାରନ୍ତି । କିଛି ନା କିଛି ରୋଜଗାର ହେବ । ସତ୍‌କର୍ମରେ ନିୟୋଜିତ ହେବେ । ଧର୍ମ ମାର୍ଗରେ ଚଳିବେ ।
ନିଜର ସାମର୍ଥ୍ୟ ଅନୁସାରେ କାର୍ଯ୍ୟ କରିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେତୁ ରୋଜଗାରକ୍ଷମ ହେବେ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ୱାଦୁ ଭୋଜନ ମିଳିବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ ।
ଯାତ୍ରା ସଫଳ ହେବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିବା ବୁଦ୍ଧିମାନର କାର୍ଯ୍ୟ ହେବ । ମଧୁରଭାଷାରେ ପରକୁ ଆପଣାର କରିବେ । ବିଚକ୍ଷଣ ବୁଦ୍ଧିଯୁକ୍ତ ଓ ସର୍ବଜନାନୁରକ୍ତ ହେବେ ।
ମନ ପ୍ରସନ୍ନ ରହିବ । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ ସ୍ତରରୁ ମାନ୍ୟତା ଓ ଅର୍ଥ ମିଳିବ ।
ଯାତ୍ରା ଫଳଦାୟକ ହେବ । ଶ୍ରମର ମୂଲ୍ୟାୟନ ହେବ । ସୁସମ୍ୱାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିବାଦରେ ବିଜୟୀ ହେବେ ।
ଦିନଟି ଶୁଭମୟ ହେବ । ବିଭିନ୍ନ ସ୍ତରରୁ ସାହାଯ୍ୟ ପାଇ ସନ୍ତୁଷ୍ଟ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ମିଳିବା ତା’ର ସଦ୍‍ବ୍ୟବହାର କରି ଲୋକପ୍ରିୟ ହେବେ । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments