OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 18th March 2019

Odia Rashiphala

Odia Rashiphala

ଚୋରି ଦ୍ରବ୍ୟର ସନ୍ଧାନ ମିଳିପାରେ । ଉଦାର ପ୍ରକୃତିର ହୋଇପାରନ୍ତି । ଧ୍ୟାନ-ଧର୍ମ ଉପରେ ନିଜର ଅଭିଳାଷପୂର୍ଣ୍ଣ କରବେ । ସୁଖୀ ହେବେ । ବ୍ୟକ୍ତିବିଶେଷ ଭାବେ ବିବେଚିତ ହେବେ । ସୁସ୍ଥ ଓ ନିରାମୟ ରହିବେ । ବୁଦ୍ଧିମାନ୍ ହେବେ ।
ଭ୍ରାତୃ ବିବାଦର ସୁସମାଧାନ ହେବ । ପରିଶ୍ରମର ମୂଲ୍ୟ ମିଳିବ । ମନପ୍ରସନ୍ନ ରହିବ । ସରଳ, ସାବଲୀଳ ଭାଷା ପ୍ରୟୋଗ କରି ସମସ୍ତଙ୍କ ପ୍ରିୟଭାଜନ ହେବେ । ପ୍ରେମୀ ଓ ସାହସୀ ହୋଇପାରନ୍ତି । ଭାଇମାନଙ୍କ ଠାରୁ ଆଦର ମିଳିବ ।
ଭୋଜନରେ ତୃପ୍ତିଲାଭ କରିପାରନ୍ତି । ତରବର ନହୋଇ ଅପେକ୍ଷା କଲେ ସଫଳ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ ଓ ସହନଶୀଳ ହେବେ । ଉତ୍ତମ ବ୍ୟକ୍ତିର ପରଚିୟ ଦେବେ ।
ବନ୍ଧୁ ସହାୟତା ପାଇ ଖୁସି ହେବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ସହାୟତା ମିଳିବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ମୋକଦ୍ଦମାରେ ବିଜୟୀ ହେବେ । ସୁସ୍ଥ ରହିବେ । ଦାମ୍ପତ୍ୟ ସୁଖ ମିଳିବ ।
ମନରେ ଉଦ୍‌ବେଗ ଜାତ ହୋଇପାରେ । ଭୁଲ କାର୍ଯ୍ୟ କରି ଅନୁତପ୍ତ ହୋଇପାରନ୍ତି । ଥଣ୍ଡା-କଫରେ ପୀଡତ ହୋଇପରନ୍ତି । ମଧୁରଭାଷୀ ହେବେ । ଚଞ୍ଚଳ ସ୍ୱଭାବର ହେବେ । ସାହସୀ ଓ ଜ୍ଞାନୀ ହୋଇପରନ୍ତି ୤
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭ ହେବ ।
କର୍ତ୍ତବ୍ୟ ପାଳନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ବଂଶର ମର୍ଯ୍ୟାଦା ପ୍ରାପ୍ତ ବ୍ୟକ୍ ଭାବେ ନିଜର ପରଚିୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ରହବେ । ଦୟାଳୁ ହେବେ । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ମମତା ଅକ୍ଷୁଣ୍ଣ ରହିବ ।
କଳାବିଦ୍ୟା ପ୍ରତି ଆଗ୍ରହୀ ହେବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଧର୍ମାତ୍ମା ଓ ବିଦ୍ୱାନ୍ ହୋଇପାରନ୍ତି ୤
ଗୃହ ଓ ପାରିବାରିକ ସୁଖ, ଶାନ୍ତି ପାଇଁ କାର୍ଯ୍ୟ କରବେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ଲାଭ ଉଠାଇ ପାରନ୍ତି । କ୍ରୋଧ ସମ୍ବରଣ କଲେ ସହଯୋଗ ବ୍ୟକ୍ତିଙ୍କ ସମର୍ଥନ ପାଇ ପାରନ୍ତି । ଅଷ୍ଟମ ଚନ୍ଦ୍ର ପାଇଁ ସତର୍କ ରହବେ ।
ପରୋପକାରରେ ସମୟ ଦେଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି । ବ୍ୟବସାୟ ଲାଭ ଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବା ଆଶା କରାଯାଏ । ପତ୍ନୀଙ୍କ ସହେଯୋଗ ଲାଭପ୍ରଦ ହେବ ।
ମାନସିକ ଶକ୍ତି ଫେରି ପାଇବେ । ଶତ୍ରୁ ବିନାଶ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିଶ୍ୱାସର ପାତ୍ର ହେବେ । ସାମାଜିକ କ୍ଷେତ୍ରରେ ଆଦରଣୀୟ ହେବେ ।
ବନ୍ଧୁ ସଂପର୍କ ବୃଦ୍ଧି ହେବ । ଚଞ୍ଚଳ ପ୍ରକୃତିର ହୋଇପରନ୍ତି । ଆକସ୍ମିକ ଧନଲାଭର ସୌଭାଗ୍ୟ ଉଦୟ ହୋଇଛି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଶ୍ୱଶୁର ଘରୁ ଅର୍ଥ ଆସିବ । ପତ୍ନୀ ଆଜ୍ଞାକାରିଣୀ ହୋଇପରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments