OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 17th January 2022

Odia Rashiphala

Odia Rashiphala

ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି । ସରକାରୀ ସ୍ତରରୁ ଲାଭବାନ୍‌ ହେବେ ।
ଧର୍ମ ଧ୍ୱଜାଧାରୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ଅଖଣ୍ଡ କୀର୍ତ୍ତି ସ୍ଥାପନ କରିପାରନ୍ତି । ମତିମାନ୍‌ ହେବେ । କୃଷି କର୍ମ ଲାଭଦାୟକ ହେବ । ସତ୍‌କର୍ମରେ ନିଜକୁ ନିୟୋଜତି କରିବେ ।
ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ବିବାଦୀୟ ବତିର୍କରୁ ଓହରିଯାଇ ପାରନ୍ତି । କାର୍ଯ୍ୟରେ ବିଘ୍ନ ଘଟାଇବାକୁ କେହି ଉଦ୍ୟମ କରିପାରନ୍ତି । କର୍ମଚଞ୍ଚଳ ରହିବେ । ବାକ୍ୟପଟୁ ହେବେ । ପରକୁ ଆପଣାର କରିବାର କଳା ଆପଣଙ୍କର ଅଛି ।
ଶୁଭଖବର ଶୁଣି ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିୟୋଜିତ ହୋଇ ଆତ୍ମସନ୍ତୋଷ ଲାଭ କରିବେ । ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସୂତ୍ରରୁ ଅର୍ଥ ମିଳିବ ।
କର୍ମକ୍ଷେତ୍ରରୁ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ପରୋପକାରୀ ଭାବେ ପ୍ରଶଂସିତ ହେବେ ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ । ଅନୁଷ୍ଠାନକୁ ଗୌରବାନ୍ୱିତ କରିବେ ।
କାର୍ଯ୍ୟରେ ଆଶାନୁରୂପ ସଫଳତା ମିଳିବା କଷ୍ଟସାଧ୍ୟ ହେବ । ଥଣ୍ଡାଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସର୍ବକଳା ସୁଦକ୍ଷ ହୋଇପାରନ୍ତି । କାୟାଶୁଦ୍ଧି ଉପରେ ଗୁରୁତ୍ୱ ଦେବେ ।
ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖକର ହେବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ପ୍ରୀତିଭୋଜନ ପାଇ ଆନନ୍ଦ ଉପଭୋଗ କରିପାରନ୍ତି ।
ବନ୍ଧୁ ସହାୟତା ପାଇ ଅସାଧ୍ୟ ସାଧନ କରିପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି । ଋଣ ପରିଶୋଧ କରିବେ ।
ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପୁରାତନ, ଆଧୁନିକ ଓ ରୀତିଯୁଗର ଶବ୍ଦ ସମୁଦ୍ର ସୃଷ୍ଟି କରିବାରେ ସଫଳ ହେବେ ।
ପରିଶ୍ରମ ଯେତେ କଠିନ ହେଲେ ବି ତା’ର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କୃଷି କାର୍ଯ୍ୟରୁ ଲାଭ ମିଳିବ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ଉତ୍ତମ ମାନର ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments