OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 15th April 2019

Odia Rashiphala

Odia Rashiphala

ଉପକାରୀର ପ୍ରତ୍ୟୁପକାର କରିବାକୁ ଚେଷ୍ଟା କରବେ । ଚଞ୍ଚଳ ଚେଷ୍ଟିତ ହେବେ । ଆସନ୍ନ ପ୍ରସବା ଥିଲେ କନ୍ୟାରତ୍ନ ଯାତ ହୋଇପାରେ । ହଠାତ୍ କିଛି ଅର୍ଥ ମିଳିବ । ବ୍ୟବସାୟ ଲାଭଜନକ ହେବ । ଧାର୍ମିକ ଓ ତେଜସ୍ୱୀ ହେବେ ।
ପ୍ରତିଦ୍ୱନ୍ଦିତାରେ ବି ଲାଭ କରବେ । ବିବାଦୀୟ ଘଟଣାରେ ବିଜୟୀ ହୋଇପାରନ୍ତି । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ନିଜକୁ ନିୟୋଜିତ କରବେ । ସୁସ୍ଥ ଓ ନିରାମୟ ରହବେ ।
ବ୍ୟବସାୟ ଲାଭଜନକ ହେବ । ଉଚ୍ଚ ଆଶା ଫଳବତୀ ହେବ । ମନ ପ୍ରସନ୍ନ ରହିବ । ମିଷ୍ଟଭାଷୀ ଭାବେ ଲୋକମାନଙ୍କୁ ବଶକରି ପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇଙ୍କଠାରୁ ଆଦର ସମ୍ମାନ ମିଳିବ । ଥଣ୍ଡାରେ ପୀଡ଼ିତ ହୋଇପାରନ୍ତି ।
ଯେକୌଣସି ଦିଗରୁ ଶୁଭବାର୍ତ୍ତା ମିଳିପାରେ । ଆଶାବାଦୀ ହୋଇପାରନ୍ତି । ପରମ ଭାଗ୍ୟଶାଳୀ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାରର ମାତ୍ରା ବୃଦ୍ଧିହେବ । ବନ୍ଧୁ କିମ୍ବା ସରକାରଙ୍କ ଦ୍ୱାରା ଲାଭବାନ୍ ହେବେ । ଯଶସ୍ୱୀ ହେବେ । ମାଲିମୋକଦ୍ଦମାରେ ଜିଣି ଧନଲାଭ କରିପାରନ୍ତି ।
ଗୃହ ଉପକରଣ ସଂଗ୍ରହ କରିପାରନ୍ତି । ବ୍ୟୟାଧିକ ହେବାର ସୂଚନା ମିଳୁଛି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ମଧୁରଭାଷୀ ହେବେ । ଧାର୍ମିକ ପ୍ରବୃତ୍ତିର ହେବେ । ଜ୍ଞାନ-ଗରିମାଯୁକ୍ତ ହେବେ । ସାହସୀ ହେବେ ।
ବହୁ ଶୁଭଫଳ ଆଶା କରାଯାଏ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଲୋକପ୍ରିୟତା ଅର୍ଜନ କରବେ । ଯଶସ୍ୱୀ ହେବେ । ସରକାରୀ କ୍ଷେତ୍ରରେ ସମ୍ମାନିତ ହେବା ସହ ଧନଲାଭ ହେବ । ଦାମ୍ପତ୍ୟ ସୁଖ ମିଳିବ ।
ନୂତନ ଜାଗା କିଣିବାର ସୁଯୋଗ ମିଳିପାରେ । କର୍ମକ୍ଷେତ୍ର ଶ୍ରମ ବହୁଳ ହେଲେ ବି ତା’ର ମୂଲ୍ୟ ମିଳିବ । ସୁସ୍ଥ ଓ ନିରାମୟ ରହବେ । ଦୟାଳୁ ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।
ଭ୍ରାତୃ ବିବାଦର ସମ୍ମୁଖୀନ ହୋଇପାରନ୍ତି । ଆଶ୍ୱସ୍ତି ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଦ୍ୱାନ ହେବେ ।
ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହୋଇପାରେ । ଅଷ୍ଟମଚନ୍ଦ୍ର ହେତୁ ସତର୍କରେ ରହବେ ।
ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି । ସମାଜ କଲ୍ୟାଣ ପାଇଁ ସେବା ଧର୍ମକୁ ଆଦରି ନେବେ । ନିଜପତ୍ନୀଙ୍କ ପରାମର୍ଶ ଉପରେ ଗୁରୁତ୍ୱ ଦେବେ । ଯଶସ୍ୱୀ ହେବେ ।
ନିଜକୁ କଳହଠାରୁ ଦୂରେଇ ରଖିପାରନ୍ତି । ଶତ୍ରୁର କାର୍ଯ୍ୟ କଳାପ ଉପରେ ଦୃଷ୍ଟି ରଖିବେ । ଭାଇମାନଙ୍କ ଉପରେ ସ୍ନେହ ଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ରହବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସା ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments