OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 11th March 2019

Odia Rashiphala

Odia Rashiphala

ଆତ୍ମୀୟମାନଙ୍କ ସହ ଏକମତ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଛି, ସତର୍କତାର ସହ ଚଳ୍ଳିବାକୁ ପଡ଼ିବ । ଅଭାବ ଅନଟନର ସମ୍ମୁଖୀନ ହୋଇପାରନ୍ତି । ଯଶସ୍ୱୀ ହେବେ । ଉପଯୁକ୍ତ କର୍ମାନୁରକ୍ତ ହେବେ ।
ଭୟ ଓ ଆଶା, ଆଶଙ୍କା ମଧ୍ୟଦେଇ ଗତି କରୁଥିବାବେଳେ କିଛି ସମୟ ପାଇଁ ଅଟକି ରହିବାକୁ ପଡ଼ିବ । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତିର ସୁଯୋଗ ଅଛି । ପରୋପକାରାୟ ସ୍ୱର୍ଗାୟ ନୀତି ଅବଲମ୍ବନ କରିପାରନ୍ତି ।
ଶିକ୍ଷା ଓ ଅଭିଜ୍ଞତା ବୃଦ୍ଧି ହୋଇପାରେ । ଦରକାରୀ ଦ୍ରବ୍ୟ କ୍ରୟ କରପାରନ୍ତି । ସୁଖାଦ୍ୟ ମିଳିବ । ମନ ପ୍ରଫୁଲ୍ଲ ରହିବ । କୁଶଳ ସମାଚାର ପାଇ ଉଦ୍‌ବୁଦ୍ଧ ହେବେ । ବୁଦ୍ଧିମାନ୍ ହେବେ । ଉତ୍ତମ ବନ୍ଧୁଙ୍କ ସହାୟତା ପାଇବେ । ପାରଙ୍ଗମ ହେବେ ।
ଅଯଥାରେ ଅପବ୍ୟୟ କରପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଚିନ୍ତାଧାରା ସତ୍‌ପଥଗାମୀ ଓ ଉତ୍ତମମାନର ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଉନ୍ନତ ପଥରେ ଆଗକୁ ବଢ଼ିବେ । ଅର୍ଥ ମଳିବ ।
ସତ୍‌ସଙ୍ଗୀ ହେବେ । କାର୍ଯ୍ୟରେ ସଫଳତା ମଳିବ । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଆନନ୍ଦ ଉଲ୍ଲାସ ଲାଗି ରହିବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ ।
ପରହାସରୁ ଦ୍ୱନ୍ଦ ଉପଜିପାରେ । ମନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ । ଶତ୍ରୁଦମନ କରପାରନ୍ତି । ଦାତା, ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରପାରନ୍ତି । ଯାନବାହନରେ ସତର୍କ ରହିବେ ।
ମିତ୍ର ଲାଭର ସୁଯୋଗ ସୃଷ୍ଟି ହୋଇଛି । ପାରିବାରିକ ସୁଖ ମିଳିବ । ବିଭିନ୍ନ ସ୍ତରରେ ଉପକୃତ ହେବେ । ଶୁଭ ଖବର ପାଇ ପରମ ଶାନ୍ତି ଲାଭ କରିବେ । ସର୍ବ ସୁଖ ଆଶା କରାଯାଏ । ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ ।
ବିଳାସ ଦ୍ରବ୍ୟ ମିଳିପାରେ । ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ପଡ଼ିବ । ବିଭିନ୍ନ ସ୍ତରରେ ଲାଭବାନ ହେବେ । ମାନସିକ ଶାନ୍ତି ଫେରି ପାଇବେ । ବିବାଦୀୟ ଘଟଣାରେ ବଜୟୀ ହେବେ । ଉପୁଜି ଥିବା ସମସ୍ତ ଅସୁବିଧା ବିନା କ୍ଳେଶରେ ଦୂର ହେବ ।
ଚାକିରି କ୍ଷେତ୍ରରେ ପଦୋନ୍ନତ ମିଳିବାର ସମୟ ଉପସ୍ଥିତ, ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । କର୍ମ ତତ୍ପରତା ପ୍ରକାଶ ପାଇବ । ହର୍ଷ-ଉଲ୍ଲାସ ମଧ୍ୟରେ ଦିନଟି ଅତବାହିତ ହେବ । ଉତ୍ତମ ଭୋଜନରେ ଆପ୍ୟାୟତ ହୋଇପାରନ୍ତି । ଦେବଦର୍ଶନ କରିବେ ।
ସତର୍କତାର ବପିଦ-ଆପଦରୁ ରକ୍ଷା ମଳିଯିବ । ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଅଛି । ବହୁ ସମସ୍ୟା ମଧ୍ୟ ଦେଇ ଗତି କରିପାରନ୍ତି । ସଫଳତା ମିଳିବ ବହୁ କଷ୍ଟରେ । ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି ।
ଭିନ୍ନ ଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ପାରିବାରିକ ସୁଖ-ସମୃଦ୍ଧି ରହିଛି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କୃଷି କର୍ମରେ ଦକ୍ଷତା ପ୍ରତପାଦନ କରପାରନ୍ତି । କଥାରେ ବିନୟ ଭାବ ପ୍ରକାଶ ପାଇବ । ଶତ୍ରୁନାଶ, ଧନଭୋଗ ଓ ଐଶ୍ୱର୍ଯ୍ୟପ୍ରାପ୍ତିର ରହିଛି ।
ପାରିବାରିକ ଜୀବନରେ ସୁଖ, ଶାନ୍ତି ମିଳିପାରେ । ସ୍ଥାନେ ସ୍ଥାନେ ଅନାଦର ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଚିନ୍ତାଧାରା ଉଚ୍ଚମାନର ହେବ । ଉପଜୁ ଥିବା ସମସ୍ୟାର ସମାଧାନ ହେବ । ସତର୍କ ରହିଲେ ବହୁ ବିପଦକୁ ଟାଳି ପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments