OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 10th June 2019

Odia Rashiphala

Odia Rashiphala

ଇଚ୍ଛା ବିରୁଦ୍ଧରେ ମୋହବତ୍‌ରେ ପଡ଼ି କାର୍ଯ୍ୟ କରିବେ । ପରଚର୍ଚ୍ଚା କରିପାରନ୍ତି । କର୍ମକ୍ଷେତ୍ରକୁ ଶାନ୍ତିମୟ କରିପାରନ୍ତି । ବିଭିନ୍ନସ୍ତରରୁ ସାହାଯ୍ୟ ମିଳିବ । ସନ୍ତାନ-ସନ୍ତତି ଲାଭର ସୂଚନା ମିଳୁଛି । ପରଧନରେ ଧନୀ ହେବା ଆଶା କରାଯାଏ ।
ପରିବାରରେ ବିଶୃଙ୍ଖଳା ଘଟିପାରେ । ଧର୍ମ ପ୍ରିୟ ହେବେ । ପାଣ୍ଡିତ୍ୟ ପ୍ରମାଣ ଦେବେ । ଶିଳ୍ପ ପାରଦର୍ଶୀ ହୋଇପାରନ୍ତି । ହାସ୍ୟ ମୁଖ ହେବେ । ଯୁବତୀ ପ୍ରିୟ ହୋଇପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ହେବେ ।
ପରିବାରର ଲୋକେ ଅସୁସ୍ଥତା ଅନୁଭବ କରିପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । ସକଳ ଗୁଣ ଯୁକ୍ତ ଓ ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଖର୍ଚ୍ଚ ପରମାଣ ବୃଦ୍ଧି ପାଇବ । ବିବାଦୀୟ ଘଟଣାରେ ବିଜୟୀ ହୋଇପାରନ୍ତି ।
ବିଦ୍ୟାର୍ଥୀମାନେ ଆନନ୍ଦ ଅନୁଭବ କରିପାରନ୍ତି । ଧୈର୍ଯ୍ୟ ହାନି ଘଟିପାରେ । ବହୁ ଶୁଭଫଳ ଆଶା କରାଯାଏ ।ବିଭିନ୍ନ ଦିଗରୁ ଧନାଗମ ହେବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ, ଚଞ୍ଚଳ, ହୃଷ୍ଟ ଚିତ୍ତ, ଅତି ସୁଖୀ ଓ କୀର୍ତ୍ତିମାନ୍ ହେବେ ।
ନିଜ କାର୍ଯ୍ୟରୁ ଆନନ୍ଦ ପାଇବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ଓ ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ଉତ୍ତମ ଭୋଜନ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ ।
ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତି ଉପୁଜି ପାରେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ମିଠାକଥା କହି ପର ଆପଣାର କରିପାରନ୍ତି । ଭ୍ରାତୃସ୍ନେହ ଅତୁଟ ରହିବ । ପ୍ରତିଯୋଗିତାରେ ବିଜୟୀ ହେବେ ।
ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରି ଆନନ୍ଦ ଅନୁଭବ କରିବେ । ଶୁଭ ସମ୍ବାଦ ପାଇ ଖୁସି ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । ସରକାରୀ କୃପା ଲାଭ କରିବେ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । କରିତ୍‌କର୍ମା ହେବେ ।
ମୂଲ୍ୟବାନ୍ ଧାତୁ ପଦାର୍ଥ ମିଳିପାରେ । କର୍ମ ଚଞ୍ଚଳ ରହିବେ । କାର୍ଯ୍ୟ ତ୍ୱରାନ୍ୱିତ କରିପାରନ୍ତି । ପ୍ରତିଶୃତି ପାଳନ କରିବେ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ସରକାରୀସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କୀର୍ତ୍ତିମାନ୍‌ ହେବେ । ସତ୍ତ୍ୱ, ସନ୍ତୋଷ ମିଳିପାରେ ।
ସଦା-ସର୍ବଦା ମନ ପ୍ରଫୁଲ୍ଲ ରହିବ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆଶା ପୂରଣ ହେବ । ସମ୍ମାନିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବା ଆଶା କରାଯାଏ ।
ଶୁଭବାର୍ତ୍ତା ମିଳିପାରେ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର, ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଦେହମନରେ କ୍ଳେଶ ଉପୁଜି ପାରେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଯାନବାହନ ଚଳାଚଳରେ ଉଚ୍ଚସ୍ଥାନ ଆରୋହଣ ନିଷେଧ ।
ସବୁବେଳେ ମନ ଓ ହୃଦୟ ପ୍ରଫୁଲ୍ଲ ରହିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ବନ୍ଧୁଙ୍କ ପରାମର୍ଶ ଉପାଦେୟ ହେବ । କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ । ଉପୁଜିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟ ଲାଭଜନକ ହେବ । ଦୟାଳୁ ସ୍ୱଭାବର ହୋଇପାରନ୍ତି ।
ଦ୍ରବ୍ୟ ହାନି ଘଟିପାରେ । ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ବଳିଷ୍ଠ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ବାକ୍‌ପଟୁତା ଆପଣଙ୍କୁ ସାମୟିକ ଭାବେ ଉଚ୍ଚାସନ କରିବେ । ମନ ଉଲ୍ଲାସିତ ହୋଇପାରେ । ସମାଜିକ ସ୍ତରରେ ଆଦର ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments