OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 10th April 2022

Odia Rashiphala

Odia Rashiphala

ଆର୍ଥିକ ଚାପର ସମ୍ମୁଖୀନ ହୋଇପାରନ୍ତି । ସୁସ୍ଥ ଓ ନରାମୟ ରହିବେ। କୃଷି ବିଶାରଦ ହେବେ। ଉତ୍ତମ ବ୍ୟକ୍ତିତ୍ୱ ଯୁକ୍ତ ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
ସାମାଜକି ସ୍ତରରେ ବୈଶିଷ୍ଟ୍ୟ, ଶିଷ୍ଟାଚାରୀ ଓ ମହାନୁଭବ ହୋଇପାରନ୍ତି । ଭାଷା ମଧୁର ହେବ। ପ୍ରେମୀ ଓ ସାହସୀ ହେବେ। ପ୍ରତ୍ୟେକ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ।
ଭାଗ୍ୟ ବଳରେ ଉଚ୍ଚାସନ ଲାଭ କରପାରନ୍ତି ।ଆଧ୍ୟାତ୍ମିକ ପଥର ପଥିକ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ମଧରୁ କଥାରେ ପରକୁ ଆପଣାର କରିବେ। ଧନଲକ୍ଷ୍ମୀଙ୍କ ସଦୟା ଅଛି।
ବଭିନ୍ନ ସ୍ତରରୁ ସହଯୋଗ ମଳିବ। ଅଧିକ ଞାନ ଅର୍ଜନ ପାଇଁ ଆଗ୍ରହୀ୍ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରପିାରନ୍ତି । ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନପ୍ରାପ୍ତ ହେବେ।
ସଶକ୍ତ ଆତ୍ମବଳରେ ବଳୀୟାନ ହେବେ। । ଅପୂର୍ଣ୍ଣତାର ପୂର୍ଣ୍ଣତା ଦଗିର ଅଗ୍ରସର ହେବେ। ଐଶୂର୍ଯ୍ୟପ୍ରାପ୍ରତି ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସସ୍ୱାଦୁ ଭୋଜନ ମିଳିବ।
ସାଧନାର ପ୍ରଥମ ସୋପାନ ମୌନାବତାରରେ କିଛି ସମୟ ବିତାଇ ପାରନ୍ତି । ଭାଷା ଓ ବ୍ୟବହାର ଭଦ୍ରୋଚତି ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି । ରାଜଯୋଗ ପ୍ରାପ୍ତ ହେବେ।
ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହୋଇପାରନ୍।ତି ସମାନୁବର୍ତ୍ତିତା ଯୋଗୁ ମହନୀୟ ଉଚ୍ଚାସନ ଲାଭ କରିବା ସହତି ସମ୍ମାନତି ହେବେ। ଆୟର ମାର୍ଗରେ ଉନ୍ମୁକ୍ତ ରହିବେ । ପ୍ରତ୍ୟେକ କାର୍ଯ୍ୟରେ ପାରଙ୍ଗମ ହେବେ।
ଶୂନ୍ୟତା ଭିତରେ ପର୍ଣ୍ଣତାର ସନ୍ଧାନ ମିଳିବ। ଅନୁଭୂତରିୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ସ୍ଥିତପ୍ରଜ୍ଞ କରିପାରେ। ପାରିବାରିକ ଆଲୋକବର୍ତ୍ତିକା ହେବେ। ଦୟାର ସାଗର ହେବେ। ବ୍ୟବସାୟାରୁ ଲାଭ ମଳିବ।
ଭାଗ୍ୟବଳରେ ବଳୀୟାନ ହେବେ। ଆତ୍ମଶକ୍ତିକୁ ଜାଗ୍ରତ ରଖି ତା ଉପରେ ବିଶ୍ୱାସୀ ହେବେ। ପ୍ରକାଶତି ଚିତ୍ତର ଅନୁଭୂତିକୁ କାର୍ଯ୍ୟରେ ବିନିଯୋଗ କରି ଅସାଧ୍ୟ ସାଧନ କରିବେ।
ମାନବବାଦର ଚେତନାକୁ ଉପସ୍ଥାପନ କରି ଜନମାନସର ଆଦରଣୀୟ ହେବେ। ସାମାନ୍ୟ ଅସୁସ୍ଥ ଥାଇ ମଧ୍ୟ କର୍ମତତ୍ପର ହେବେ। ସ୍ୱାଭମିାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ।
ସତ୍‌ସଙ୍ଗରୁ ମଳିବି ଶାନ୍ତି ଓ ପରମ ଆନନ୍ଦ। ଠାକୁରଙ୍କ ନକିଟରେ ମଧରୁ ପ୍ରେମ ଭକ୍ତି ନିବେଦନ କରପିାରନ୍ତି । ପୁଣ୍ୟପ୍ରଭା ପତ୍ନୀଙ୍କ ଉପଦେଶ ଶୁଭଦାୟକ ହେବ। ସେବା ମନୋଭାବର ହେବେ।
ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ। ଅନ୍ତର୍ନିହତି ଗଣୁାବଳୀର ବକିାଶ ଘଟାଇ ଜୀବନକୁମହାର୍ଘ କରପିାରନ୍ତି । ମନ ଭତିରେଧ୍ୟାନର ଦୀପ ପ୍ରଜ୍ଜ୍ୱଳନ କରି ଚଲାପଥକୁଉଜ୍ଜ୍ୱଳ କରିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments