![]() |
ସମ୍ମାନଷ୍ପଦ ବ୍ୟକ୍ତିଭାବେ ପରିଗଣିତ ହେବେ । ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ସକଳ ଗୁଣର ଆଧାରରେ ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ । ଯଶସ୍ୱୀ ଓ ବିଳାସୀ ହେବେ । |
ପରିଶ୍ରମର ମୂଲ୍ୟ ମିଳିବ । କାର୍ଯ୍ୟରେ ସଫଳତା ମିଳିବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ସମ୍ମାନିତ ହୋଇପାରନ୍ତି । ମନ ଫୂର୍ତ୍ତି ରହିବ । ବିଭିନ୍ନ ଦିଗରୁ ଧନାଗମ ହେବ । ବ୍ୟବସାୟ ଲାଭଜନକ ହେବ । ରାଜପ୍ରସାଦ ସୁଖ ମିଳିବ । | |
ଅସାଧ୍ୟ ସାଧନ କରିପାରନ୍ତି । ସମ୍ମାନିତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ସୁଯୋଗର ସଦୁପଯୋଗ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ପ୍ରୀତି ଭୋଜନ ମିଳିପାରେ । | |
କାର୍ଯ୍ୟରେ ସଫଳତା ଲାଭ କରିବେ । ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି । ମନ ପ୍ରସନ୍ନ ରହିବ । କର୍ମତତ୍ପରତା ପ୍ରକାଶ ପାଇବ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ପରର ଉପକାର କରିବାକୁ ଯାଇ ଖର୍ଚ୍ଚାନ୍ତ ହେବେ । | |
ଲୋକ ସଂପର୍କ ବୃଦ୍ଧି ପାଇବ । ସମୃଦ୍ଧିର ମୂଳଦୁଆ ପଡ଼ିବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଯଶସ୍ୱୀ ହୋଇପାରନ୍ତି । | |
ସରକାରୀ ଅର୍ଥ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ । କୀର୍ତ୍ତିମାନ୍ ହେବେ । ସ୍ୱତ୍ୱାଧିକାରୀ ହୋଇପାରନ୍ତି । ବହୁବିଧ ଧନର ଅଧିକାରୀ ହୋଇପାରନ୍ତି । ବହୁବିଧ ଧନର ଅଧିକାରୀ ହେବେ । ଉତ୍ତମ ଗୁଣର ଆଧାର ହୋଇପାରନ୍ତି । ଘାତଚନ୍ଦ୍ର ହେତୁ ସତର୍କ ରହିବେ । | |
ଭ୍ରମଣ ଯୋଗ ଅଛି । ଧନବାନ୍ ହେବେ । ମହିଳାମାନଙ୍କର ସାହାଯ୍ୟକାରୀ ହେବେ । ଧର୍ମ ଆଚରଣ କରିପାରନ୍ତି । ଅତିଥି ପରାୟଣ ହେବେ । ଦୀନ-ଦରିଦ୍ରଙ୍କ ପ୍ରତି ଦୟାର୍ଦଚିତ୍ତ ହୋଇପାରନ୍ତି । ଆନନ୍ଦ ଉଲ୍ଲାସରେ ସାମିଲ ହେବେ । | |
ଭାଷାର ଶୁଦ୍ଧତା ଯୋଗୁଁ ଜନସାଧାରଣଙ୍କ ଆଦରଣୀୟ ହେବେ । ହର୍ଷଯୁକ୍ତ ହୋଇପାରନ୍ତି । ଧନାଗମର ସୂଚନା ମିଳୁଛି । କାର୍ଯ୍ୟରେ ବିଘ୍ନ ଘଟାଇବାକୁ କେହି ଚେଷ୍ଟା କରିପାରନ୍ତି । ଅଷ୍ଟମ ଓ ଘରତଚନ୍ଦ୍ର ଯୋଗୁଁ ସତର୍କ ରହିବେ । | |
ସୁଖ ସମ୍ଭୋଗ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସତ୍କର୍ମରେ ବ୍ୟୟ କରିପାରନ୍ତି । ପତ୍ନୀ ଆପଣଙ୍କୁ ପତନରୁ ଉଦ୍ଧାର କରି ଉତ୍ଥାନ ଦେଇପାରନ୍ତି ବନ୍ଧୁ ସହଯୋଗ ପାଇ ସଙ୍କଟରୁ ଉବୁରି ଯିବା ଆଶାକରାଯାଏ । | |
ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମନ ପ୍ରସନ୍ନ ରହିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଧନ ପାଇଁ ମିତ୍ରର ସହଯୋଗ ଲୋଡ଼ି ପାରନ୍ତି । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ମହାଜନ ହୋଇପାରନ୍ତି । | |
ଦୁଶ୍ଚିନ୍ତା ଦୂର ହେବ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ସତ୍ୟ ଧର୍ମର ରକ୍ଷକ ହେବେ । ବିଦୁଷ ବ୍ୟକ୍ତି ଭାବେ ପ୍ରତିଷ୍ଠା ଲାଭ କରିବେ । ବହୁମିତ୍ରଙ୍କ ସହଯୋଗ ମିଳିବ । ଦେବ ଭକ୍ତିଯୁକ୍ତ ହେବେ । କୃଷିରୁ ଭଲ ଲାଭ ହେବ । | |
ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଭୋଜନ ସୁଖ ମିଳିବ । ସମ୍ମାନିତ ହୋଇପାରନ୍ତି । ଧନଲାଭର ସୂଚନା ମିଳୁଛି । ଦେବାଶ୍ରିତ ହୋଇପାରନ୍ତି । କୃଷିକର୍ମରେ ପାରଙ୍ଗମ ହେବେ । ଯାନବାହନଯୁକ୍ତ ହୋଇପାରନ୍ତି । ସୁଖଭୋଗ କରିପାରନ୍ତି । |
Odia Calendar 2020
Comments
comments