OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 5th June 2020

Odia Rashiphala

Odia Rashiphala

କାର୍ଯ୍ୟରେ ସଫଳତା ମିଳିବ । ସନ୍ଦେହ ଘେର ଭିତରେ ରହିବେ । ଦାନ-ଧର୍ମର ଆଶ୍ରୟ ନେଇ ଶୁଭଫଳ ପାଇଁ ଆଶାବାଦୀ ହେବେ । ଅର୍ଥ ବ୍ୟବସ୍ଥା ଟାଣଟୁଣ ରହିପାରେ । ସ୍ୱାଭିମାନୀ ହେବେ । ଭାଗ ବ୍ୟବସାୟ ଲାଭଜନକ ହେବ ।
କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବିଭିନ୍ନ ସ୍ତରରୁ ସହଯୋଗ ପାଇବେ । ଉତ୍ତମ ଭୋଜନ ମିଳିପାରେ । ଆନନ୍ଦ ଉପଭୋଗ କରିପାରନ୍ତି ।
ସମ୍ମାନିତ ହେବେ । ଏକ ପ୍ରଗତିଶୀଳ ଅନୁଷ୍ଠାନରେ ଯୋଗଦାନ କରିପାରନ୍ତି । ଶତ୍ରୁ ପରାସ୍ତ ହେବ । ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଶୁଭ କାର୍ଯ୍ୟ କରଣୀୟ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ ।
ଅଧ୍ୟୟନରତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମାଚାର ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଶେଷ୍ଠ ପଦରେ ଆସୀନ ହୋଇପାରନ୍ତି । ସନ୍‌ମାର୍ଗୀ ହେବେ ।
ଭାବିଚିନ୍ତି କାର୍ଯ୍ୟ କରିବାକୁ ପଡ଼ିବ । ପଠନ-ଲିଖନରେ ମନୋନିବେଶ କରିପାରନ୍ତି । ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି, ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଧନ ମିଳିବ । ବହୁବିଦ୍ୟା ପାରଙ୍ଗମ ହେବେ ।
କାର୍ଯ୍ୟକ୍ଷେତ୍ରରେ ତର୍କର ସମ୍ମୁଖୀନ ହୋଇପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ କରଣୀୟ । ଦେବପୂଜନର ସୌଭାଗ୍ୟ ଅଛି । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ ।
କିଛି ଚିନ୍ତା ନକରି କାର୍ଯ୍ୟରେ ଆଗଭର ହେବାକୁ ପଡ଼ିବ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ପରୋପକାରୀ ଓ ବିଦ୍ୱାନ୍ ହେବେ । ଧନଶାଳୀ ହୋଇପାରନ୍ତି । ସାମାଜିକ ଆଦର ପାଇବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଭଲ ଆୟ ହେବ । ବିଭାଗୀୟ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ । ନୂଆ ବନ୍ଧୁ ଜୁଟି ପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ ।
କାର୍ଯ୍ୟ କ୍ଷେତ୍ରରେ ଆଗକୁ ମାଡ଼ି ଚାଲିବେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି । ସୁଗୁଣ ସମ୍ପନ୍ନ ହେବେ । ଖର୍ଚ୍ଚାନ୍ତ ହୋଇପାରନ୍ତି ।
ଉତ୍ତମ ଆୟ କରିପାରନ୍ତି । ସୁସମ୍ୱାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଦିନଟି ମଧ୍ୟମ ଧରଣର । ଅର୍ଥପ୍ରାପ୍ତିର ସୁଯୋଗ ଅଛି ।
ସୁସମ୍ୱାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ଆପଣଙ୍କ ଚିନ୍ତାଧାରା ଭବିଷ୍ୟତର ମାର୍ଗକୁ କୁସୁମିତ କରିପାରେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଦାମ୍ପତ୍ୟ ସୁଖ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments