OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 30th April 2021

Odia Rashiphala

Odia Rashiphala

ଶାରୀରିକ ଦୁର୍ବଳତା ଯୋଗୁଁ ଅସୁଖୀ ହୋଇପାରନ୍ତି । ଆର୍ଥିକ ସଙ୍କଟରେ ପଡ଼ି ପାରନ୍ତି । ଭାଇମାନଙ୍କ ଠାରୁ ସ୍ନେହ ଶ୍ରଦ୍ଧା ମିଳିବ । ସାମର୍ଥ୍ୟର ପରିପ୍ରକାଶ ଘଟାଇବାରେ ପାରଙ୍ଗମ ହେବେ । ଗୁଣଜ୍ଞ ହେବେ । ଚତୁର ହୋଇପାରନ୍ତି ।
ସୁଖ ସମ୍ମାନ ଲାଭର ସୂଚନା ମିଳୁଛି । ଶୁଭଙ୍କର ଘଟଣା ଘଟିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିବେ ।
ପ୍ରତିକ୍ଷେତ୍ରରେ ନିରବ ପ୍ରଦର୍ଶନ କରିପାରନ୍ତି । ଶତ୍ରୁର ଉତ୍ପାତ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ପଡ଼ୋଶୀଙ୍କ ସହାୟତାରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ମିଳିବ । ଋଣ ପରିଶୋଧ କରିବେ ।
ଶାସ୍ତ୍ରାଭ୍ୟାସୀ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଉତ୍‌ଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବୁଦ୍ଧିମାନ୍ ହେବେ । ଯାନବାହନ ସୁଖ ମିଳିପାରେ । ପରୋପକାରୀ ହେବେ ।
ଶ୍ରମର ମୂଲ୍ୟାଙ୍କନ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ସ୍ତ୍ରୀ ଧନରେ ସୁଖ ଭୋଗ କରିବେ । ମନ୍ତ୍ରଣାଶକ୍ତିଯୁକ୍ତ ହେବେ ।
ଚାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପରୋପକାରୀ ହେବେ । ବିବିଧ ପ୍ରକାର ଧନଲାଭର ସୂଚନା ମିଳୁଛି । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ତେଜୀୟାନ୍ ହୋଇପାରନ୍ତି ।
ସ୍ୱ ଅର୍ଜିତ ଧନ ଭୋଗ କରିପାରନ୍ତି । ଆପଣଙ୍କ ପରାମର୍ଶ ଜନସାଧାରଣଙ୍କ ହିତ ସାଧନ କରିବ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ବାକ୍‌ପଟୁ ହେବେ । ଯାନବାହନ ସୁଖ ମିଳିପାରେ ।
ସୁଖ ସନ୍ତୋଷ ମିଳିପାରେ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ଭବିଷ୍ୟତ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ ପାଇଁ ବହୁବ୍ୟୟର ସମ୍ମୁଖୀନ ହେବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ବହୁଧନର ଅଧିକାରୀ ହୋଇପାରନ୍ତି । ମିଷ୍ଟଭାଷୀ ହେବେ ।
ଧନ ଦ୍ରବ୍ୟ ଲାଭର ସୁଚନା ମିଳୁଛି । ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ । ଅଧିକ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ସୁ ସମାଚାର ମିଳିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟିବ । ଭାଗ୍ୟବାନ୍ ହେବେ ।
ସବୁ ବିପଦ ଆପଦର ଅବସାନ ଘଟାଇ ଆଶ୍ୱସ୍ତ ହେବେ । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ପ୍ରାପ୍ତ ହେବେ ଓ ତା’ର ସଦ୍‍ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ । ବିବାଦରେ ବିଜୟୀ ହେବେ । ମାଙ୍ଗଳିକ କାର୍ଯ୍ୟରେ ନିରତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments