OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 2nd July 2021

Odia Rashiphala

Odia Rashiphala

ଆୟ ଅଧିକ ହୋଇପାରେ । ବ୍ୟୟ ତତୋଽଧିକ ହେବ । ଅଯଥା ବିତର୍କରେ ଭାଗ ନ ନେଇ ନିରବ ରହିପାରନ୍ତି । ମଧୁର କଥା କହି ପରକୁ ଆପଣାର କରିବାରେ ପାରଙ୍ଗମ ହେବେ । ଯାତ୍ରା ଶୁଭପ୍ରଦ ହେବ । କର୍ମଚଞ୍ଚଳ ରହିବେ ।
ସୁଖ-ସମ୍ମାନ ଲାଭ କରିପାରନ୍ତି । ସୁସମ୍ୱାଦ ପାଇ ଆନନ୍ଦ ଅନୁଭବ କରିବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହୋଇ ଉଦ୍ୟମ ଚାଲୁ ରଖିବେ । ସତ୍‌କର୍ମରେ ସମର୍ପିତ ମନୋଭାବ ରହିବ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।
କର୍ମକ୍ଷେତ୍ରରେ ସଫଳତା ମିଳିବ । ସୁଖୀ ହେବେ । ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ପରୋପକାରୀ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ସଦ୍ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେବେ ।
ସଙ୍ଗୀତ ସାଧନାରେ ବ୍ରତୀ ହୋଇପାରନ୍ତି । ଖର୍ଚ୍ଚାନ୍ତର ସମ୍ମୁଖୀନ ହେବେ । ଯାତ୍ରାରେ ବିଘ୍ନ ଉପୁଜିପାରେ । ଅସୁସ୍ଥତା ଅନୁଭବ କରିପାରନ୍ତି । ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ସୁଖ-ସମ୍ମାନ ଲାଭକରି ପାରନ୍ତି । କର୍ମରୁ ସଫଳତା ପାଇ ଆନନ୍ଦ ଅନୁଭବ କରିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଆନନ୍ଦ ଉପଭୋଗ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରୀତିଭୋଜନ ମିଳିପାରେ ।
ଅପୂର୍ବ ସାହସିକ ପଦକ୍ଷେପ ନେଇ ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି । ଭୟ ଦୂର ହେବ । ଅଶ୍ୱସ୍ତ ହେବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି । ଋଣ ପରିଶୋଧ କରିପାରନ୍ତି ।
ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସୁସମ୍ୱାଦ ପାଇ ଭାବବିହ୍ୱଳ ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ । ଅଧ୍ୟୟନରତ ହେବେ ।
ଶ୍ରମ ସାର୍ଥକ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଯାନବାହନ ସୁଖ ଭୋଗ କରିପାରନ୍ତି । ଆଦର୍ଶବାଦୀ ହେବେ । ନିଃସ୍ୱାର୍ଥପର ସେବା ଯୋଗାଇ ନିଜକୁ ଧନ୍ୟ ମନେ କରିବେ ।
କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନ ମିଳିବ । ଭଗବତ୍ ପ୍ରେମୀ ହେବେ । ସରକାରୀ ଅର୍ଥ ମିଳିପାରେ ।
ବିଭିନ୍ନ ଉପାୟରେ ତଥା ବିଦ୍ୟା ପ୍ରଭାବରେ, ବ୍ୟବସାୟରେ, ମାତାପିତାଙ୍କ ଶୁଭ ଦୃଷ୍ଟିରୁ ଧନଲାଭ ହୋଇପାରେ । ତ୍ୟାଗଶୀଳ ହେବେ । ଯେତେ ସ୍ୱାର୍ଥହାନି ହେଲେ ବି ନୀତିରୁ ବିଚ୍ୟୁତ ହେବେ ନାହିଁ । କୀର୍ତ୍ତିମାନ ହେବେ ।
ସୁଖୀ ହେବେ । ଅଳ୍ପକେ ସନ୍ତୁଷ୍ଟ ହେବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ଉଠାଇ ପାରନ୍ତି । ମିଷ୍ଟାନ୍ନ ଭୋଜନ ମିଳିବ । ସୁସ୍ଥ ରହିବେ । ଦାମ୍ପତ୍ୟ ସୁଖ ମିଳିବ । ଚିନ୍ତାଧାରା ସୁଦୂର ପ୍ରସାରୀ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments