OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 29th Oct 2021

Odia Rashiphala

Odia Rashiphala

ନିଜ ଅର୍ଜିତ ଧନରେ ଧନୀ ହୋଇପାରନ୍ତି । ଖାଦ୍ୟ, ପାନୀୟ ସୁଖକର ହେବ । ଯାନ-ବାହନ ସୁଖ ମିଳିବ । ସୁସ୍ଥ ଓ ନିରାମୟ ରହିବେ । ଗୃହ ପରିବେଶ ଉତ୍ତମ ମାନର ହେବ । ପରିଶ୍ରମର ମୂଲ୍ୟ ମିଳିପାରେ ।
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ବିନା ବାଧାବିଘ୍ନରେ ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଠାକୁରଙ୍କ ଦର୍ଶନ ମିଳିବ । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭ ମିଳିବ । ସରକାରଙ୍କ ପ୍ରିୟପାତ୍ର ହେବେ ।
ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ତ୍ୟାଗଶୀଳ ହୋଇପାରନ୍ତି । ମତିମାନ୍ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ସୁଖୀ ହେବେ।
ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ଧର୍ମକାର୍ଯ୍ୟରେ ଧନବ୍ୟୟ କରିପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ଓହରି ଯାଇପାରନ୍ତି । ସେବା କାର୍ଯ୍ୟ ପ୍ରତି ମନ ବଳାଇ ପାରନ୍ତି । ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବେ । କଥା ମଧୁର ଯୋଗୁଁ ଆଦର ମିଳିବ । ଯାତ୍ରା ଶୁଭଦାୟକ ହେବ ।
ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ଅର୍ଥ ସହାୟତା ମିଳିବ ।
ଆୟ ଊଣା ହେବ ନାହିଁ । କର୍ମରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତି ଉନ୍ନତମାନର ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ସୁସମ୍ୱାଦ ପାଇ ଖୁସି ହେବେ । ବିବାଦରେ ବିଜୟୀ ହେବେ ।
ଶ୍ରମ ସାର୍ଥକ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ଲାଭବାନ୍ ହେବେ । ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍ ବ୍ୟବହାର କରି ପ୍ରଶଂସନୀୟ ହେବେ । ବିବାଦରେ ବିଜୟୀ ହେବେ ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ । ଧର୍ମପ୍ରିୟ ହେବେ । ଅଭିଜ୍ଞତାର ସଦୁପଯୋଗ କରି ପ୍ରଶଂସନୀୟ ହେବେ । ସାରାଦିନ ସତର୍କରେ ଚଳିବାକୁ ପଡ଼ିବ ।
ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରକୁ ଊଜ୍ଜ୍ୱଳମୟ କରି ଗଢ଼ି ତୋଳିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିବେ ।
ବନ୍ଧୁମାନଙ୍କ ସହାୟତା ପାଇ ଆଶ୍ୱସ୍ତ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସୁସମ୍ୱାଦ ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଋଣ ପରିଶୋଧ କରିପାରନ୍ତି ।
ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କର୍ମଚଞ୍ଚଳ ରହିବେ । ଧାର୍ମିକ, ତେଜସ୍ୱୀ, ଉତ୍ତମ ଦାୟିତ୍ୱ ସମ୍ପନ୍ନ ହେବାର ସୂଚନା ମିଳୁଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments