![]() |
ଭ୍ରମଣ ଯୋଗଅଛି । କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ । ମହତ କାର୍ଯ୍ୟରେ ଅଭୀଷ୍ଟ ସିଦ୍ଧି ହେବ । ବୁଦ୍ଧିମାନ ହେବେ । ଭୋଗପ୍ରିୟ ହେବେ । |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ । ଦୃଷ୍ଟ ମିତ୍ରଙ୍କର କର ଛଡ଼ା ଦେଲେ ବିପଦମୁକ୍ତ ହେବେ । ଧର୍ମକ୍ରିୟାରତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । | |
ଲୋଭଗ୍ରସ୍ତ ହୋଇପାରନ୍ତି । ଆଶା ଫଳବତୀ ହେବ । ହର୍ଷ-ଉଲ୍ଲାସରେ ସମୟ ଅତିବାହିତ କରିପାରନ୍ତି । କାର୍ଯରେ ସଫଳତା ଲାଭ କରିବେ । ବନ୍ଧୁମାନଙ୍କଠାରୁ ସାହାଯ୍ୟ ପାଇ ବିଶେଷ ଉପକୃତ ହେବେ । ଖୁସି ହେବେ । | |
ଚକ୍ରାନ୍ତ ଚଳାଇ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ନୀତିରୁ ବିଚ୍ୟୁତ ହେବା ଆଶା କରାଯାଏ । କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଉନ୍ନତି ମୂଳକ କାର୍ଯ୍ୟ କରିବାରେ ସକ୍ଷମ ହେବେ । ଶାନ୍ତି ମିଳିବ । | |
ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଆଶାପୂରଣ ହେବ । ନିଃସର୍ଗ ସୁଖର ଅଧିକାରୀ ହେବେ । ଶାସ୍ତ୍ରବିତ୍ ହୋଇପାରନ୍ତି । କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ବାକ୍ପଟୁତା ଯୋଗୁଁ ଆଦରଣୀୟ ହେବେ । | |
ଧନ ପ୍ରାପ୍ତିର ସ୍ୱପ୍ନ ସାକାର ହୋଇପାରେ । ସମସ୍ୟା ସମାଧାନ କରିବାରେ ସଫଳ ହେବେ । ଶ୍ରେଷ୍ଠ ପଦପଦବୀରେ ଆସୀନ ହୋଇପାରନ୍ତି । ବିଭୁକୃପା ଲାଭ କରିବେ । ସୁବକ୍ତା ଭାବେ ଖ୍ୟାତି ଅର୍ଜନ କରିପାରନ୍ତି । ଦେବ-ଗୁରୁଭକ୍ତ ହେବେ । | |
ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ସକଳ ଗୁଣର ଆଧାର ହେବେ । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ବିଳାସ-ବ୍ୟସନଯୁକ୍ତ ହେବେ । ବ୍ୟବସାୟ ଲାଭଜନକ ହେବ । ସର୍ବଜନାନୁରକ୍ତ ହେବେ । | |
ଆଳସ୍ୟ ପରିତ୍ୟାଗ କରି କର୍ମଚଞ୍ଚଳ ରହିବେ । କର୍ତ୍ତବ୍ୟ ପରାୟଣ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ । ଶ୍ରେଷ୍ଠ ପଦ ପ୍ରାପ୍ତ ହେବେ । ତେଜୀୟାନ୍ ହେବେ । ଜନବଲ୍ଲଭ ହେବେ । | |
ଶ୍ରମ ସାର୍ଥକ ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଭାଗ୍ୟବାନ୍ ହୋଇପାରନ୍ତି । ଧନବାନ୍ ହେବେ । ଗୁଣଜ୍ଞ ହେବେ । ଉପାର୍ଜନକାରୀ ହୋଇପାରନ୍ତି । ଶ୍ରେଷ୍ଠ ପଦପଦବୀରେ ମଣ୍ଡିତ ହେବେ । | |
ତରବର ନହୋଇ ଧୀରେ ସୁସ୍ଥେ କାର୍ଯ୍ୟରେ ଅଗ୍ରସର ହେବାକୁ ପଡ଼ିବ । ଶୁଭାଶୁଭ ମିଶ୍ରିତ ଫଳ ମିଳିବା ଖର୍ଚ୍ଚାନ୍ତ ହୋଇପାରନ୍ତି । ଶତ୍ରୁଘାତୀ ହୋଇପାରନ୍ତି । ଆଳସ୍ୟ ପରାୟଣ ହେବେ । କୋପ ସମ୍ବରଣ କରିପାରନ୍ତି । | |
ମିଳିଥିବା ସୁଯୋଗର ଉପଯୋଗ କରିବେ । କର୍ମଚଞ୍ଚଳ ରହିବେ । ଶତ୍ରୁଙ୍କୁ ପରାଜିତ କରି ଆଶ୍ୱସ୍ତ ହେବେ । ଧନ, ଋଦ୍ଧି ଲାଭ ଆଶା କରାଯାଏ । ମହାମାନବ ସମ୍ମାନ ଲାଭ କରି ବହୁ ଉଚ୍ଚ ପଦପଦବୀରେ ଆସୀନ ହେବେ । | |
ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ସ୍ନେହ ଶ୍ରଦ୍ଧା ଲାଭ କରିବେ । ପ୍ରଭୂତ ଧନର ଅଧିକାରୀ ହେବେ । ନାନା ସୁନ୍ଦର ବସ୍ତୁ ଲାଭ କରିପାରନ୍ତି । |
Odia Calendar 2019
Comments
comments