![]() |
କୃଷି କ୍ଷେତ ଉପରେ ଉଚିତ୍ ଧ୍ୟାନ ଦେବେ । ଯାନ-ବାହନ ସୁଖ ଭୋଗ କରିବେ । ବାସଗୃହ ପରିବେଶ ସ୍ୱାସ୍ଥ୍ୟପ୍ରଦ ହେବ । ସାମର୍ଥ୍ୟର ପରିପ୍ରକାଶ ଘଟିବ । ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି । |
ଅପାର ଗୁଣର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ସୁଖୀ ହେବେ । ପଦପଦବୀଯୁକ୍ତ ହୋଇପାରନ୍ତି । ଉତ୍ତମା ପତ୍ନୀଯୁକ୍ତ ହେବାର ସୂଚନା ମିଳୁଛି । ଯଶସ୍ୱୀ ହେବେ । | |
ତ୍ୟାଗଶୀଳ ହେବେ । ମତିମାନ୍ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । କର୍ମଚଞ୍ଚଳ ରହିବେ । ସୁବିମଳ ଯଶର ଅଧିକାରୀ ହେବେ । କୀର୍ତ୍ତିମାନ୍ ହେବେ । ସହିଷ୍ଣୁ ହେବେ । ଅତିସୁଖୀ ହୋଇପାରନ୍ତି । | |
ଧନବାନ୍ ହେବେ । ସୁଗୁଣସମ୍ପନ୍ନ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଲୋକପ୍ରିୟତା ଅର୍ଜନ କରିବେ । | |
ମିତ୍ରମାନେ କରଛଡ଼ା ଦେଇପାରନ୍ତି । ଚଞ୍ଚଳଚେଷ୍ଟିତ ହେବେ । ରଣାଙ୍ଗନରେ ପାରଙ୍ଗମ ହେବେ । ଈଶ୍ୱର ବିଶ୍ୱାସୀ ହେବେ । ଯାତ୍ରା ଆନନ୍ଦଦାୟକ ହେବ । ବହୁବ୍ୟୟର ସମ୍ମୁଖୀନ ହେବେ । ଉତ୍ତମ କଥାକାର ହେବେ । | |
ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ସମାଜସେବାରେ ମନ ବଳାଇ ପାରନ୍ତି । ଯାନ-ବାହନ ସୁଖ ମିଳିବ । ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ । ଗୁଣଜ୍ଞ ହୋଇପାରନ୍ତି । ଭୋଗୀ ଓ ବିଳାସୀ ହେବେ । ସ୍ୱକର୍ମରେ ପ୍ରସନ୍ନତା ଲାଭ କରିବେ । | |
ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ । କୀର୍ତ୍ତିମାନ୍ ହେବେ । ସ୍ୱତ୍ୱାଧିକାରୀ ହୋଇପାରନ୍ତି । ଗୁଣସାଗର ହେବେ । | |
ସମାଜସେବୀ ଓ ପରୋପକାରୀ ହେବାକୁ ମନ ବଳାଇ ପାରନ୍ତି । ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ । ମହିଳା ଗୋଷ୍ଠୀର ନେତୃତ୍ୱ ନେଇ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବେ । ଦାନ, ଧର୍ମ କରି ଆତ୍ମସନ୍ତୋଷ ଲାଭ କରିବେ। | |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଧର୍ମପ୍ରିୟ ହେବେ । ବିଦ୍ୟାଦାନ କରି ଆତ୍ମସନ୍ତୋଷ ଲାଭ କରିବେ । ହାସ୍ୟଯୁକ୍ତ ହେବେ । କର୍ମଚଞ୍ଚଳ ରହିବେ । ମଧ୍ୟାହ୍ନ ପର୍ଯ୍ୟନ୍ତ ସତର୍କରେ ଚଳିବାକୁ ପଡ଼ିବ । | |
ବନ୍ଧୁ ସହାୟତା ଲାଭ କରିପାରନ୍ତି । ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ । ସ୍ୱର୍ଣ୍ଣାଦି ଅଳଙ୍କାରରେ ଭୂଷିତ ହୋଇପାରନ୍ତି । କାର୍ଯ୍ୟର ସଫଳତାରେ ଆତ୍ମସନ୍ତୋଷ ମିଳିବ । | |
କର୍ମକୁଶଳତା ପାଇଁ ଅଜାତ ଶତ୍ରୁ ହୋଇପାରନ୍ତି । ବିଖ୍ୟାତ କର୍ମକରି ଖ୍ୟାତି ଅର୍ଜନ କରିବେ । ଜନପ୍ରିୟ ହେବେ । ସତ୍ୟରତ ହେବେ । ଆଭା, ପ୍ରଭା ଓ ପ୍ରତିଭାସମ୍ପନ୍ନ ହୋଇପାରନ୍ତି । କୃତଜ୍ଞ ହେବେ । | |
ସନମାର୍ଗୀ ହୋଇପାରନ୍ତି । ଜଣେ ବିଜ୍ଞ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଭାଗ୍ୟବାନ୍ ହେବେ । ଧର୍ମାସନ ଓ ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ର ସୁଖ ଭୋଗ କରିବେ । |
Odia Calendar 2021
Comments
comments